ଅନ୍ଧାରରେ ଘୁ. ଉଦୟଗିରି : ଦୀର୍ଘ 20 ଘଣ୍ଟା ପରେ ମଧ୍ୟ ଜଳିଲା ନାହିଁ ବିଦ୍ୟୁତ ବଲବ

0 1

ଘୁ. ଉଦୟଗିରି :ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର ଘୁ. ଉଦୟଗିରି ବ୍ଲକ ଏବଂ ଏନ.ଏ.ସି ର ଜନସାଧାରଣ 9 ତାରିଖରୁ ଖବର ପ୍ରକାଶ ପାଇବା ପର୍ଯ୍ୟନ୍ତ ବିଦ୍ୟୁତ ବଲବ ଜଳି ନ ଥିଲା. ।ଏହି ବିଦ୍ୟୁତ କାଟ ଜଗୁ ଅଞ୍ଚଳ ବାସୀ ବହୁ ସମସ୍ୟା ର ସମୁଖୀନ ହୋଇଛନ୍ତି. । ଏହି ଘଟଣା ପ୍ରଥମ ନୁହେଁ. ସାଉଥ କୋ ପକ୍ଷରୁ ବାରମ୍ବାର ବିଦ୍ୟୁତ କାଟ ହେଉ ଥିବାରୁ ଅଞ୍ଚଳରେ ଅଶାନ୍ତି ଦେଖା ଦେଇଛି । ଏହି ବିଦ୍ୟୁତ କାଟ ଯୋଗୁ ବିଭିନ୍ନ କାର୍ଯ୍ୟାଳୟର କାମରେ ମଧ୍ୟ ବାଧା ପ୍ରାପ୍ତ ହୋଇ ଛି. ସାଉଥ କୋ ପକ୍ଷରୁ ବିଦ୍ୟୁତ ଯାଇ ଥିବା ପୋଲ ଏବଂ ତାରର ରକ୍ଷଣା ବେକ୍ଷଣ କରା ଯାଉ ନା ଥିବା ରୁ ବର୍ଷାରେ ବିଦ୍ୟୁତ କାଟ ବାରମ୍ବାର ହେଉଛି । କେବଳ ଏତିକି ନୁହେଁ ବିଦ୍ୟୁତ କାଟ ହେବାର ଦୀର୍ଘ ସମୟ ପରେ ମଧ୍ୟ କର୍ମଚାରୀ ପହଂଚୁ ନ ଥିବା ମଧ୍ୟ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି.।

Leave A Reply

Your email address will not be published.