ଦୋକାନ ଦୋକାନ ବୁଲି ନରସିଂହଙ୍କ ନିର୍ବାଚନୀ ପ୍ରଚାର

ସାମୁହିକ ବିକାଶକୁ ଗୁରୁତ୍ୱ ଦିଆଯିବ - ନରସିଂହ ବଲାଙ୍ଗିର (ନିରୋଜ ମିଶ୍ର), ଗତ ପାଞ୍ଚ ବର୍ଷରେ ଲୋକେ ଦେଖିଛନ୍ତି ବଲାଙ୍ଗିରର କାୟା କଳ୍ପରେ କିପରି ପରିବର୍ତ୍ତନ ଆସିଛି ।  ପାଞ୍ଚ ବର୍ଷ ପୂର୍ବର ଗାଁର ଚିତ୍ର ଆଉ ବଲାଙ୍ଗିରରେ ନାହିଁ । ରୋଡ ରାସ୍ତା ଯାହା ଖରାପ ଥିଲା ସେସବୁର ସମ୍ପୁର୍ଣ୍ଣ…

ଚାନ୍ଦବାଲି ବିଧାନସଭା ପାଇଁ ୨ଜଣ ନାମାଙ୍କନପତ୍ର ଦାଖଲ କଲେ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଜାରି ରହିଥିବା ପ୍ରାର୍ଥୀପତ୍ର ଦାଖଲର ଆଜି ଚତୁର୍ଥ ଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୪୭ ଚାନ୍ଦବାଲି ବିଧାନସଭା ପାଇଁ ବିଜେଡିର ବ୍ୟୋମକେଶ ରାୟ ଏବଂ ସିପିଆଏମ୍ଏଲ ପକ୍ଷରୁ ଜୟନ୍ତୀ ବିଶ୍ୱାଳ…

ନବୀନଙ୍କ ମୁହଁରେ ମହିଳା ସଶକ୍ତିକରଣ ଲଙ୍କାରେ ହରିନାମ – ଧର୍ମେନ୍ଦ୍ର 

ମୁଖ୍ୟମନ୍ତ୍ରୀଙ୍କ ମହିଳା ଅଧିକାର ବକ୍ତବ୍ୟ ଉପରେ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ କଡା ସମାଲୋଚନା  କୁନ୍ଦୁଲି ପୀଡିତା ଓ ବେବିନା ଗଣଦୁଷ୍କର୍ମ ହତ୍ୟା ପରେ କିଏ ନ୍ୟାୟ ଦେଇନାହିଁ ?  ପିପିଲି ଓ ଭୁବନେଶ୍ୱରରୁ ବିଜେଡି ବିଧାନସଭା ପ୍ରାର୍ଥୀଙ୍କ ମହିଳା…

ସଡକ ଦୁର୍ଘଟଣାରେ  ପ୍ରାଣ  ହରାଇଲେ ରାଷ୍ଟ୍ରପତି ଓ ତାଙ୍କ ସହଯୋଗୀ

(ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍‌ର ପୂର୍ବତନ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା ଓ ତାଙ୍କର ଜଣେ ସହଯୋଗୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥିରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।…

ମିଛ ଅସୁସ୍ଥ ପ୍ରମାଣପତ୍ର ଦେଇ ଜିଲ୍ଲା ପ୍ରଶାସନ ସ୍କାନରରେ ୮୬ ଜଣ

ପୁଲିଂ ଅଫିସର  ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ୬ ତାରିଖରେ । ଯାଜପୁର/ ଜୟଶଙ୍କର ଦାଶ : :ଚଳିତ ମାସ ୬ ତାରିଖ ଅପରାହ୍ନ ୧୨ ଘଟିକା ସମୟରେ ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଳୟରେ ଅସୁସ୍ଥ ପୁଲିଂ ଅପିଂସର ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ  ତଥା ଜିଲ୍ଲା ନିର୍ବାଚନ ଅଧିକାରୀ…

ଅଲେଖ ନିରଂଜନ  : ମାଙ୍କଡ ହାତେ ଶାଳଗ୍ରାମ, ଜୟଦେବରେ ସଫା ହାତ ଚିହ୍ନ  

ଧନ୍ୟ ପିସିସି ସଭାପତି , ଧନ୍ୟ ତୁମ ଚଏସ  BHUBANESWAR : କଂଗ୍ରେସ ଗୋଟେ ଜାତୀୟ ଦଳ, ଆଉ ସବୁଠାରୁ ଲାଜର କଥା ଯେ ଏଇ ଦଳର ପ୍ରାର୍ଥୀପତ୍ର ନାକଚ ହୋଇ ଯାଉଛି |  ତେବେ ଏଭଳି ଲୋକ ଯେ ନିଜ ପ୍ରାର୍ଥୀପତ୍ର ଠିକଣା ଢଙ୍ଗରେ ଦାଖଲ କରି ପାରୁନି ସେଭଳି ଲୋକକୁ ସଭାପତି ମହୋଦୟ ଟିକଟ ଦେଲେ କେମିତି…

ସରିଲା ନାମାଙ୍କନପତ୍ର ଯାଂଚ ପ୍ରକିୟା : ୧୬ ନାମାଙ୍କନ ପତ୍ର କାଏମ୍, ଜଣେ ବାଦ୍

ଚମ୍ପୁଆ, (ଚିତ୍ତରଞ୍ଜନ କର) : ଚମ୍ପୁଆ ବିଧାନସଭା(୨୫) ଆସନ ପାଇଁ ଆଜି ନାମାଙ୍କନ ଯାଂଚ ପ୍ରକ୍ରିୟା ସମାପ୍ତ ହୋଇଛି । ଉକ୍ତ ଆସନ ପାଇଁ ମୋଟ ୧୭ଜଣ ବ୍ୟକ୍ତିବିଶେଷ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସେଥିମଧ୍ୟରୁ ୧୬ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି । ନିର୍ଦ୍ଧାରିତ ସମୟରେ ଆବଶ୍ୟକୀୟ…

  ଅବକାରୀ ଚଢ଼ାଉ,ଜଣେ ଗିରଫ

ସୋହେଲା(ଶାସକପ୍ରଶାସକ)-ସୋହେଲା ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳେ ସୀମାନ୍ତ ଲୁହୁରାଚଟି ପୁରୁଣା ଚେକଗେଟ ଅଚଂଳରେ ଚଢ଼ାଉ କରାଯାଇ ବେଆଇନଭାବରେ ମଦ କାରବାର କରୁଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକ ଜଣକ ହେଲେ ଲୁହୁରାଚଟିର ବାବୁଲୁପୁରୀ ଗୋସ୍ୱାମୀ(୨୫) । ତାଙ୍କୁ…

ବିଜୟ ସଂକଳ୍ପ ସଭାରେ ପ୍ରବଳ ଜନ ସମାବେଶ

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲର୍କା ଗ୍ରାମ ର ଖେଳ  ପଡିଆରେ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଓଡ଼ିଶା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଘୁମୁରା ବାଜା ରେ ସ୍ୱାଗତ ସମର୍ଥନ କରି ପାଛୋଟି ଆଣି ଥିଲେ। ପ୍ରଥମେ…

ଶାନ୍ତନୁ କୁସୁମ ଦୁର୍ଘଟଣା ଗ୍ରସ୍ତ

ଲାଠିକଟା/ହୋରାଚାନ୍ଦ ଦେହୁରୀଆ - ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ୟ୍ୟକର୍ତ୍ତା ତଥା ସମାଜସେବୀ ଶାନ୍ତନୁ କୁସୁମ ଆଜି ସଡକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜଣା ପଡିଛି। ଆଜି ମଧ୍ୟାହ୍ନରେ ଶ୍ରୀ କୁସୁମ ଲାଠିକଟାରୁ ବାଇକ ଯୋଗେ ବଣାଇ ଅଭିମୁଖେ…