ବିଜୁ ଛାତ୍ର ଜନତା ଦଳ ତରଫରୁ ନିଶା ନିବାରଣ କାର୍ଯ୍ୟକ୍ରମ  

(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର)  ବଲାଙ୍ଗୀର ସହରରେ ନିଶା କାରବାର ଯୋଗୁଁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। କିଛି ଦିନ ପୂର୍ବ ରୁ କୋରେକ୍ସ ଚୋରା ଚାଲାଣ ହେଉଥିବା ପୋଲିସ ହାତରେ ଧରାପଡିଥଲା। ଏହାକୁ  କେନ୍ଦ୍ର କରି ବିଜୁ ଛାତ୍ର ଜନତା ଦଳ ତରଫରୁ ନିଶା ନିବାରଣ…

ନିର୍ବାଚନ ଓ ଭୋଟ ଦାନ ଉପରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଭୋଟ ଗଜପତି ଲୋଗୋର  ହ୍ୟୁମାନ ଫରମେସନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ତାରିଖ ଦିନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଓ ଭୋଟଦାନ ଉପରେ ଜିଲ୍ଲାର ଭୋଟର ମାନଙ୍କୁ ଅଧିକ ସଚେତନ…

କୁଲିମେହେର ବିକାଶ ମହାସଂଘ ପକ୍ଷରୁ ନୂତନଭବନ ନିର୍ମାଣ ସକାଶେ ଭୂମି ପୂଜନ 

 ବରଗଡ଼-ବରପାଲି ନେହେରୁ ନଗର ଠାରେ ଆଜି ସକାଳ ୧୦ ଘଟିକା ସମୟରେ କୁଲିମେହେର ବିକାଶ ମହାସଂଘ,ଓଡ଼ିଶାର ସାଧାରଣ ସମ୍ପାଦକ ଶ୍ରୀ ଶୋଭାସାଗର ମେହେରଙ୍କ ଦ୍ଵାରା ନୂତନଭବନ ନିର୍ମାଣ ସକାଶେ ଭୂମି ପୂଜନ କରାଯାଇଥିଲା। ମହାସଂଘ ର ସାଂଗଠନିକ ସଂପାଦକ ଶ୍ରୀ ଯୁକ୍ତ କ୍ଷମାନିଧିମେହେର ଆବାହନରେ ବିଭିନ୍ନ…

ଲୋକଙ୍କ  ପୂର୍ଣ୍ଣ ବିଶ୍ୱାସ : ବିଜେପୁରରେ ବିଜେ ହେବେ ନବୀନ,ପଶ୍ଚିମ ଓଡିଶା ପାଇବ ସୁଫଳ

"ତାଙ୍କରି ନେତୃତ୍ୱରେ ତ୍ୱରାନ୍ୱିତ ହେବ ପଶ୍ଚିମ ଓଡିଶା ବିକାଶ ଧାରା"   ବରଗଡରୁ ପଶ୍ଚିମାଞ୍ଚଲ ବ୍ୟୁରୋ ମୁଖ୍ୟ ଗୌରାଙ୍ଗ ଦାସ :- ଖରା ସାଙ୍ଗକୁ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ଣତା । ଆଉ ହାତ ଗଣତି କେଇଟା ଦିନ ବାକି ରହିଲା ସାଧାରଣ ନିର୍ବାଚନକୁ । ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତ…

କଳାହାଣ୍ଡି : ଗାଁ ରାସ୍ତାରେ ଗଣ ହତ୍ୟା

ଧର୍ମଗଡ଼ରୁ ସୁଶାନ୍ତ ରାଉତ: ଜୟପାଟଣା  ଥାନା ପଲସ ପିପଲଗୁଡା ଶନିବାର ରାତି  ରାସ୍ତାରୁ ଚାରି ଜଣଙ୍କ ମୃତ ଦେହ ଉଦ୍ଧାର । ମୃତକ ଗୋଟିଏ ପରିବାରର ତିନି ଜଣ ସୁଦର ନାଏକ, ଲିଗଂ ନାଏକ, ନକୁଳ ନାଏକ ଓ ଅନ୍ୟ ଜଣେ ଉପି ଶବର । ଚାରି ଜଣଙ୍କୁ ଟାଙ୍କୀଆରେ  ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ…

ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ନୟାଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ନେତା ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ | ବିଜୁ ଜନତା ଦଳ ସଭାପତି ତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର  କରିଥିବା ଦଳର ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି | 

ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତ୍ତା

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି  ଦେଇଛନ୍ତି । ଏହିକ୍ରମରେ ଶ୍ରୀ ସରୋଜ ସାହୁଙ୍କୁ ଦଳର ରାଜ୍ୟ ସଂପାଦକ, ଶ୍ରୀ ସରୋଜ ନାୟକଙ୍କୁ ଶ୍ରମିକ…

ନିର୍ବାଚନ ଆଚରଣ ବିଧି ଉଲଂଘନ: ୭ ଜଣ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

୧୨,୪୦.୦୦୦ ଟଙ୍କା  ସହ ୬ ଟି ଚାରି ଚକିଆ ଯାନ ଜବତ         ନୂଆପଡା. (ଅମିତ ପୁରୋହିତ); ନିର୍ବାଚନ ଆଚରଣ ବିଧି କୁ କଡାକଡି କରିବା ସତ୍ୱେ ଏହାର ଉଲଂଘନ କରାଯାଉଥିବାର ନଜିର ଅଛି । ବିିଭିନ୍ନ ଜାଗାରୁ ଗାଡି ତଲାସ ବେଳେ ଏ ପର୍ଯ୍ୟନ୍ତ ସମୁଦାୟ ୧୨,୪୦.୦୦୦ ଟଙ୍କା ସହ ୬ ଟି ଚାରି ଚକିଆ ଯାନ…

ବିଜେପି ଭୁବନେଶ୍ୱରରେ ଆଗାମୀ ଦିନରେ ଲୋପ ପାଇଯିବ : ବିଜୟଲକ୍ଷ୍ମୀ

ବିଜେଡିରେ ଯୋଗଦେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷାଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ଭୁବନେଶ୍ୱର: ବିଜେପିର ଦୁର୍ଦ୍ଧିନ ସମୟରେ ଆମେମାନେ କାମ କରିଥିଲୁ, କିନ୍ତୁ ସୁଦିନ ସମୟରେ ଆମ ଭଳିଆ କର୍ମୀମାନଙ୍କୁ ପଚରାଗଲା ନାହିଁ । ସୁଦିନ ସମୟରେ ଦଳରୁ ଯେଉଁମାନଙ୍କୁ ନିଲମ୍ବିତ…

ନିରାଶ ହେଲେ ପିସିସି ଉପ ସଭାପତି ଶୁଭେନ୍ଦୁ , ନିଜପାଇଁ ଡବଲ ଆସନ 

କଟିଲା ସ୍ମୃତିରେଖାଙ୍କ ଟିକଟ, ଵିଭୂଙ୍କ ଜାଗାରେ ଦେବୀ  ଭୁବନେଶ୍ୱର :  ଘଷିପୁରାରୁ  ପ୍ରାର୍ଥୀପତ୍ର ଦାଖଲ କରିଥିବା ପିସିସି ସଭାପତି ନିଜ ପାଇଁ ଆଉ ଗୋଟିଏ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଘସୀପୁରରୁ ସନାତନଙ୍କ ଭିତିରିଆ ସମର୍ଥନ ତଥା ସନା ଅନୁଗତ ସୁରେଶ ସାହୁଙ୍କ ଖୋଲା ସମର୍ଥନ ସତ୍ତ୍ୱେ…