Sign in
Sign in
Recover your password.
A password will be e-mailed to you.
କେନ୍ଦ୍ର ସରକାରଙ୍କୁ ଝଟକା : ରାତି ଅଧିଆ ନିୟମ ବାତିଲ, ଫେରିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ
ନୂଆଦିଲ୍ଲୀ : ରାତି ଅଧିଆ ବଦଳି ହୋଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମିଳିଛି ରାହତ ଆଉ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା |ଆଲୋକଙ୍କ ବଦଳିକୁ ଅବୈଧ ସିଦ୍ଧ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ | ଏହାର ପରିଣାମ ସ୍ୱରୂପ ଆଲୋକ ବର୍ମା ପୁଣି ସିବିଆଇ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ…
ଜିଲ୍ଲା କୃଷକ ସଂଘ ଓ ରାଜ୍ୟ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷ ଓ ଚାଷୀ ବଞ୍ଚାଅ -ଦେଶ ବଞ୍ଚାଅ ନେଇ ବ୍ଲକ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କୃଷି ଓ କୃଷକ ମାନଙ୍କ ବିଭିନ୍ନ ଦାବୀ ଏବଂ ସମସ୍ୟା ଗୁଡିକ ନେଇ ପାରଳାଖେମୁଣ୍ଡି ସ୍ଥିତ ନିତ୍ୟାନନ୍ଦ ପାଠାଗାର ଠାରେ ଗତକାଲି ସନ୍ଧ୍ୟାରେ ଜିଲ୍ଲା କୃଷକ ସଂଘ ଓ ରାଜ୍ୟ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଏକ ସାମ୍ୱାଦିକ ସମ୍ମିଳନୀ…
ଲୋକଙ୍କୁ ସଚେତନ କରିବାକୁ ବାହାରିଲା ରଥ : ଇଭିଏମ ଭିଭି ପାଟ ଉପରେ ଭୋଟରଙ୍କୁ ସଚେତନ ପାଇଁ ୧୪ଟି ଏବଂ କାଳିଆ ପାଇଁ ୫ଟି
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ସାଧାରଣ ନିର୍ବାଚନ ସମୟରେ ନୂତନ ଭାବେ ପ୍ରଥମ କରି ବ୍ୟବହାର ହେବାକୁ ଥିବା ଇଭିଏମ ଭିଭି ପାଟ ମେସିନ ଉପରେ ସମସ୍ତ ଭୋଟରଙ୍କୁ ଜିଲ୍ଲାବ୍ୟାପି ୨ଟି ବିଧାନ ସଭା ନିର୍ବାଚନ…
ପାଞ୍ଚଶହରୁ ଉର୍ଧ୍ଵ ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅଲଓଡିଶା ଅଙ୍ଗନଵାଡି ଲେଡିସ୍ ୱାର୍କରସଁ ଆସୋସିଏସନ, ଗଜପତି ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ମୌଳିକ ଦାବୀ ଗୁଡିକ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳ ଘେରାଉ କରିବା ସହ ସଭା ଓ…
ବଢୁଛି ମାୟାଧରଙ୍କ ଶୀତବିପ୍ଳବର ଆଦର ” ଥିଲେ ଦିଅ ନଥିଲେ ନିଅ”
ଭୁବନେଶ୍ୱର-ଏ ଶୀତରେ ଓଡ଼ିଶା ଥରୁପଛେ, କିନ୍ତୁ ହାରି ନଯାଉ କଦାପି-ଏହା ହିଁ ହେଉ ନିଆରାପଣ ଆମ ସମସ୍ତଙ୍କର । ଦୁଃଖୀ ଜନତାର ଶୁଖିଲା ଓଠରେ ଚେନାଏ ସ୍ମିତହସ ଫୁଟାଇବା ପାଇଁ ସମସ୍ତେ ଆମେ ଶୀତ ଋତୁର ମିତ-ଗାଇଯିବା ଚିରବସନ୍ତର ଉଷୁମ ଗୀତ । ‘ଥିଲେ ଦିଅ-ନଥିଲେ ନିଅ’ ନିଆରା ନାରା ଦେଇ ବିଶିଷ୍ଟ…
ଜିଲ୍ଲା ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ଜାରି, ୬୬ତମ ଦିବସରେ ସିରୋଲ ଗ୍ରାମବାସୀ ସାମିଲ
ଟିଟିଲାଗଡ଼,(ସୁନୀଲ ବେହେରା) ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ତାଲା ପକାଇ ଆରମ୍ଭ କରିଥିବା ଗଣଧାରଣା ଆଜି ୬୬ ତମ ଦିବସରେ ପହଞ୍ଚିଛି । ଆନେ୍ଦାଳନକୁ ସମର୍ଥନ ଜଣାଇ ଆଜି ମୁରିବାହାଲ…
ବୁଢାରଜା କ୍ରିକେଟ କପ ଉଦଯାପିତ,ଗୌଡପାଳି ଦଳ ଚମ୍ପିୟାନ ।
ପଦ୍ମପୁର/ନିଳ ଦୀପ- ପଦ୍ମପୁର ଉପଖଣ୍ଡସ୍ଥ କନସିଂହା ଗ୍ରାମପଂଚାୟତ ଅନ୍ତର୍ଗତ ରମେଡେଗା ଗ୍ରାମରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ବୁଢାରଜା କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଏହି କ୍ରିକେଟ କପରେ ଆଖପାଖ ଅଂଚଳର ୨୦ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ମ୍ୟାଚ ଗୌଡପାଲି ଓ ଆୟୋଜକ…
ଆରମ୍ଭ ହେଲା ମକ ଭୋଟିଂ , ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟର ସଚେତନତା ଅଭିଯାନର ଶୁଭାରମ୍ଭ
ପଦ୍ମପୁର/ନିଳ ଦୀପ-ଆଉ ମାସ କେଇଟା ପରେ ପୂରା ଦେଶରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟ ମୁଖ୍ୟ ନିବାର୍ଚନୀ ଅଧିକାରୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖାସକରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟର ବ୍ୟବହାର କରାଯିବ । ପୂର୍ବରୁ ଭୋଟର ମାନେ କେବଳ ଇଭିଏମରେ ଭୋଟ…
ବିଜେପୁର ୟୁଜିବି ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ଟିିଟିଲାଗଡ଼,(ସୁନୀଲ ବେହେରା ) ଗତ ମାସ ଟିଟିଲାଗଡ଼ ବ୍ଲକ ବିଜେପୁର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଘଟିଥିବା ଗୁଲିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଟିଟିଲାଗଡ଼ ଜିଲ୍ଲା ଦାବି ନେଇ କୋର୍ଟ ବନ୍ଦ ରହିଥିବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ…
ବାରିପଦା ସଦର ଏସଡିପିଓ ଙ୍କ କାର୍ଯ୍ୟରେ ଯୋଗଦାନ
ବାରିପଦା (ଦିଲ୍ଲୀପ ମହାନ୍ତି) ବାରିପଦା ସଦର ଏସଡିପିଓ ଭାବେ କୃଷ୍ନପ୍ରସାଦ ପଟ୍ଟନାୟକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବରୁ ସଦର ଏସଡିପିଓ ଥିବା ଅଭିମନୁ୍ୟ ନାଏକ ଙ୍କ ଅନ୍ୟତ୍ର ବଦଳି ପରେ ତାଙ୍କ ସ୍ଥାନରେ ଉଦଳା ଏସଡିପିଓ ଭାବେ କାର୍ଯ୍ୟରତ ଥିବା ଶ୍ରୀ ପଟ୍ଟନାୟକ ଙ୍କୁ ରାଜ୍ୟ…