Sign in
Sign in
Recover your password.
A password will be e-mailed to you.
ବାରିପଦାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ : ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ମୁହାଁମୁହିଁ
ବାରିପଦା,(ଦିଲ୍ଲୀପ ମହାନ୍ତି): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲା ଏବେ ଦୁଲୁକୁଛି । ଗୋଟିଏ ଦୁିନରେ ଦୁଇ ଜଣ ହେଭିୱେଟ ନେତାଙ୍କର ବାରିପଦାରେ ରୋଡ ସୋ । ଗୋଟିଏ ପଟେ ବିଜେପିର ରୋଡ ସୋ ଓ ଅନ୍ୟପଟେ ବିଜେଡି ସୁପ୍ରିମୋଙ୍କ ରୋଡ ସୋ । ତେବେ ବାରିପଦାରେ ଏବେ ରାଜନୈତିକ…
ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-୧ କାମ ଚିଲଡେ଼୍ରନ କୋର୍ଟ ଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ଗଣ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ୩ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ମୁଖ୍ୟ ଅଭିଯୁକ୍ତ ଠାକୁରମୁଣ୍ଡାଥାନା ଭାଦୁବେଡ଼ା ଗ୍ରାମର ଚରଣ…
ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ବରଗଡ :- ପଶ୍ଚିମ ଓଡ଼ିଶାରେ ପବିତ୍ର ପୁଣ୍ୟ ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ବରଗଡ ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଗୌରବ ଓ ଅଭିମାନ ,ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ର ଦୁର୍ଗାପାଲି ରାଜସ୍ବ ଗ୍ରାମରେ ଅବସ୍ଥିତ ମହାପ୍ରଭୁ ନୃସିଂହନାଥ ଙ୍କର ପିଠ ।…
ରାଜନୀତି ପାଣିପାଗ ବଦଳୁଛି :ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବଡ ଲଢେଇ
ବିଜେଡ଼ିକୁ ମହଙ୍ଗା ପଡ଼ିବ ଗୋଷ୍ଠୀ କନ୍ଦଳ
ପ୍ରବାହିତ ଅନ୍ତସ୍ରୋତ ଖାଇବା ଏକୂଳ ନଚେତ ସେ କୂଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୦୮ ଓଡ଼ିଶା ବିଧାନସଭା ପୁର୍ନଗଠନ ସମୟରେ ନୂତନ ଭାବେ ୩୨ନଂ-ବଡ଼ସାହି(ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀ ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ବଡ଼ସାହି…
ବେଦୁଙ୍କ ଜାଗାରେ ବିଜେଡିରୁ କିଏ, ତାକୁ ନେଇ କଳ୍ପନା ଜଳ୍ପନା
ପାଟକୁରା : ୧୯ରେ ଭୋଟ, ୧ସୁଦ୍ଧା ନାମାଙ୍କନ
ଭୁବନେଶ୍ୱର: ଆସନ୍ତା ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ମତଦାନ ହେବ ବୋଲି ଆଜି ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ମିଳିଛି | ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ତେବେ ମେ’ ୧ ରେ ନାମାଙ୍କନ…
ବାରିପଦା ପୋଲିସକୁ ସଫଳତା, ଡକାୟତି ଯୋଜନା ପଣ୍ଡ
ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ପୋଲିସକୁ ଏକ ସଫଳତା ମିଳିଛି | ସୁନା ଦୋକାନରୁ ଡକାୟତି ପାଇଁ କରାଯାଉଥିବା ଏକ ଯୋଜନା ପଣ୍ଡ କରିଥିବା ବାରିପଦା ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | ଗିରଫ ଅଭିଯୁକ୍ତମାନେ ଗହଣା ଦୋକାନ ଲୁଟ ପାଇଁ ଯୋଜନା କରୁଥିଲେ ; ମାତ୍ର…
ପାରାଦୀପ : ତ୍ରିମୁଖୀ ଲଢେ଼ଇ, ମୈଦାନରେ ପ୍ରଚାରରେ ସାମିଲ ତିନି ପ୍ରାର୍ଥୀଙ୍କ ପତ୍ନୀ
ଜଗତସିଂହପୁର/ ରମେଶ ମହାନ୍ତି : ଜଗତସିଂହପୁର ଜିଲ୍ଲାର ବହୁ ଚର୍ଚ୍ଚିତ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରମୁଖୀ ଲଢେ଼ଇ ହେଉଛି । ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ସପକ୍ଷରେ ଭୋଟ ଭିଡିବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ତିନି…
ରଘୁନନ୍ଦନଙ୍କ ଶଙ୍ଖ ନାଦ : ବିରୋଧୀ ଖାଇଲେଣି ବାଉଳି, ଦାମ ଗଲେଣି ଝାଉଁଳି
ଜଗତସିଂହପୁର/ରମେଶ ମହାନ୍ତି - ଦିନକୁ ଦିନ ଏରସମା – ବାଲିକୁଦାର ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି । ଏପରିକି ବିଜେପି ଛାଡି ରଘୁନନ୍ଦନ ଦାସ ବିଜେଡିରୁ ପ୍ରାର୍ଥୀ ହେବାପରେ ତାଙ୍କର ବ୍ୟକ୍ତିତ୍ୱ ଓ ଲୋକପ୍ରିୟତାକୁ ଦେଖି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ଅସନ୍ତୁଷ୍ଟ ଥିବା ଶହ ଶହ…
ପଦ୍ମ ମୋହ ତୁଟାଇ ଶଙ୍ଖ ଫୁଙ୍କିଲେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶରତ ଦାସ
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପ-ସଭାପତି ଶରତ ଦାସଙ୍କ ନେତୃତ୍ୱରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ…
ସରିଲା ରାଜେମା ଠାକୁରାଣୀଙ୍କ ଘଟଯାତ୍ରା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ପଞ୍ଚାୟତର ଗୁନଭଦ୍ରା ଗ୍ରାମ ଠାରେ ମାଁ ରାଜେମା ଠାକୁରାଣୀଙ୍କ ଏକ ସପ୍ତାହ ଧରି ଚାଲିଥିବା ଘଟପର୍ବ ଉଦ୍ଯାପିତ ହୋଇଯାଇଛି ।ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ…