ବିଧାୟକଙ୍କ ଦ୍ୱାରା ଆବାସ କାର୍ଯ୍ୟଦେଶ ଓ ଭତ୍ତା ବଣ୍ଟନ 

0 2

ନୂଆପଡା/ପ୍ରିୟବ୍ରତ ପଣ୍ଡା , ଆଜି ବୋଡେ଼ନ ବ୍ଲକ ରେ ବର୍ଧ୍ୟକ୍ୟ ଭତ୍ତା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ ହୋଇଥିଲା ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ଯୋଗଦେଇଥିଲେ । ସରକାର ଙ୍କ ଜନ ହିତକର କାର୍ଯ୍ୟକ୍ରମ ବାବଦ ରେ ଲୋକଙ୍କୁ ଜଣେଇବା ସହ ଦୁର୍ନୀତି ମୁକ୍ତ ସେବା ତଥା ସମୟ ଉପରେ ହିତାଧିକାରୀ ମାନଙ୍କ ପ୍ରାପ୍ୟ ଯୋଗେଇଦେବା ହିଁ ପ୍ରଥମ ଲକ୍ଷ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।ଏହି ସମାରୋହ ରେ ଏପିଓ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଓ ଏବିଡ଼ିଓ ଶ୍ରୀ ମନୋଜ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.