ଡ଼ାକ ମାଧ୍ୟମରେ ଭୋଟ ଦେଲେ  ଆରକ୍ଷୀ ବାହିନୀର ୨୫୭ କର୍ମଚାରୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ନିର୍ବାଚନ ପରିଚାଳନାରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଡ଼ାକ ଯୋଗେ ମତଦାନର ବ୍ୟବସ୍ଥା ପୂର୍ବରୁ ଥିଲେ ମଧ୍ୟ ଅଧିକାଂଶ କର୍ମଚାରୀ ମତଦାନରୁ ବିରତ ରହିଥାନ୍ତି ।  ଉକ୍ତ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଥିବାର ଜଣାପଡ଼ିଛି । ଗଣତନ୍ତ୍ର…

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ

ମେଲଛାମୁଣ୍ଡା, (ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବୁଢିମାଲ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ପଟେଲଙ୍କ ଗତ ବୁଧବାର ରାତ୍ରରେ ଅକାଳ ବିୟୋଗ ଘଟିଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ବାତାବରଣ ଖେଲିଯାଇଥିଲା ।…

ଅଙ୍ଗନବାଡି କେନ୍ଦ୍ରରେ ଛୁଆଙ୍କ ଖାଦ୍ୟ ବାଟମାରଣା ଅଭିଯୋଗ 

ଧର୍ମଗଡ଼/ ସୁଶାନ୍ତ ରାଉତ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତ ଜାମଚୁଆ ଗ୍ରାମ ର ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କପାଇଁ ନିୟମିତ ଭାବରେ ସରକାର ଯୋଗାଇ ଦେଉଥିବା ଖାଦ୍ୟକୁ ଅଙ୍ଗନବାଡି କର୍ମୀ ବାଟମାରଣା କରିବା ସାଙ୍ଗେ ସାଙ୍ଗେ ଅଙ୍ଗନବାଡି କେନ୍ଦ୍ରରେ…

କୋମନାରେ ଅସହ୍ୟ ତାତି ଓ ଗୁଳଗୁଳି

କୋମନା (ଭାଗିରଥି ଭୋଇ) କୋମନା ସହର ରେ ଦିନ କୁ ଦିନ ତାତି ବଢିବାକୁ ଲାଗିଛି । ଦିନ ବେଳେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହୁଥିବା ବେଲେ ସନ୍ଧ୍ୟାରେ ଲୋକଙ୍କୁ ଟିକେ ଆସ୍ଵସ୍ତି ମିଲୁଛି । ଦିନ ୧୧ ଟା ହେଲେ କେହି ଘରୁ ପଦାକୁ ବାହାରିବାକୁ ସାହସ କରୁନାହାନ୍ତି । ଆଗକୁ ପରିସ୍ଥିତି…

ଚାକିରୀର ପ୍ରଲୋଭନ ଦେଖାଇ ଗଣ ଦୁଷ୍କର୍ମ ଅଭିଯୋଗ :ମୁଖ୍ୟ ଅଭିଯୁକ୍ତ ଗିରଫ 

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ (ସୁକିନ୍ଦା ) ଚାକିରୀର ପ୍ରଲୋଭନ ଦେଖାଇ ଦୁଇ ଜଣ ଯୁବକ କଲେ ଗଣ ଦୁଷ୍କର୍ମ ପରିବାର ପକ୍ଷରୁ ଦିଆଗଲା ଏତଲା | ଏମିତି ଏହି ଲଜ୍ୟା ଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଂଚଳରେ | ପ୍ରାପ୍ତ ସୂଚନା ଅନୁଯାଇ ସୁକିନ୍ଦା ଅଂଚଳର ସବ୍ୟସାଚି ବେହେରା ସେହି…

ପ୍ରଫେସର କିଶୋର ବାସାଙ୍କୁ ଟାଗୋର ନ୍ୟାସ୍‍ନାଲ୍‍ ଫେଲୋ

ଭୁବନେଶ୍ୱର :ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଉକ୍ରଳ ବିଶ୍ୱବିଦ୍ୟାଳୟ ମାନବ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର କିଶୋର କୁମାର ବାସାଙ୍କୁ ସମ୍ମାନଜନକ ‘ଟାଗୋର ନ୍ୟାସ୍‍ନାଲ୍‍ ଫେଲୋ’ ଭାବେ ମନୋନୀତ କରାଯାଇଛି । ଭୋପାଳସ୍ଥିତ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ମଇ…

‘କେନ୍ଦ୍ରରୁ ଯେଉଁ ବଡ  ନେତା ଆସିଲେ ବି ମୋତେ ହରାଇ ପାରିବେ ନାହିଁ: ’ନବୀନ 

ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦ ନେଇ ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର  ବାରିପଦା/Dillip Mohanty :: ମୟୂରଭଞ୍ଜରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ  ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ଜାରି ରହିଛି । ମୁଖ୍ୟମନ୍ତ୍ରୀ ଗତ ବୁଧବାର…

‘  ବିକାଶ ନାମରେ ନବୀନ ସରକାର ଆଦିବାସୀମାନଙ୍କୁ ଶୋଷଣ  କରିଛନ୍ତି’ : ଶିବୁ ସୋରେନ

ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ନିର୍ବାଚନୀ ପ୍ରଚାର  ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜରେ ଚତୁର୍ଥ ପର୍ଯ୍ୟାୟ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ  ହେବ । ଏନେଇ ମୟୂରଭଞ୍ଜ ରାଜନିତି ସରଗରମ ହୋଇଛି । ମୟୂରଭଞ୍ଜ ଜିଲ୍ଲାକୁ ବିଜେପି ପକ୍ଷରୁ କେନ୍ଦ୍ରର ବିଭିନ୍ନ…

ଚୋରା ଲୁହାପଥର ଚାଲାଣ ଘଟଣାରେ ୨ ଗିରଫ: ୨ ଡ଼ମ୍ପର ଜବତ

ବଡ଼ବିଲ: ନକଲି ଚାଲାଣ ଦ୍ୱାରା ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଥିବା ବେଳେ ୨ଟି ଲୁହାପଥର ବୋଝେଇ ଡମ୍ପରକୁ ବଡ଼ବିଲ ପୋଲିସ ଜବତ୍ କରିବା ସହିତ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଜଣ ହେଲେ ବଲାଣୀ ଅଞ୍ଚଳର ସେଖ୍ ହଫିଜୁଲ ରେହେମାନ ଓ ଠାକୁରାଣୀ ଅଂଚଳର ବିକି ସାହୁ।  ପୋଲିସ ସୂତ୍ର…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଈଶାନଙ୍କ  ଇସ୍ତଫା, ଟାର୍ଗେଟରେ ବିଜେଡି ପର୍ଯ୍ୟବେକ୍ଷକ 

ପର୍ଯ୍ୟବକ୍ଷେକ ଚଳାଇଛନ୍ତି ଫିରିଙ୍ଗି ଶାସନ - ଇଶାନ  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳରେ ଗୋଷ୍ଠୀ  ବିବାଦର ମଞ୍ଜି ଦଳୀୟ ପର୍ଯ୍ୟବେକ୍ଷକମାନେ ବୁଣିବାରେ ଲାଗିଛନ୍ତି । ଭାରତରେ ବ୍ରିଟିଶ ଶାସନ ସମୟରେଫୁରିଙ୍ଗିମାନେ ଯେପରି ଆମରି ଲୋକଙ୍କୁ ହାତବାରିସୀ କରି…