Sign in
Sign in
Recover your password.
A password will be e-mailed to you.
ପାଣି ମିଳୁନି..ବିଦ୍ୟୁତ ଆଲୁଅ ଭେଳିକି…ରାସ୍ତା ନାହିଁ : ଆଉ ବିକାଶ ହେଇଛି ଛେନାଗୁଡ଼
ଆଦିବାସୀ ଅଧ୍ୟୁଷିତ ଆଦାନଗୁଡା-ତଳ ଗ୍ରାମରେ ବିକାଶ ଅପହଞ୍ଚ-ଦୁର୍ଦ୍ଦଶାଗ୍ରସ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ବହୁଳ ଅଞ୍ଚଳରେ ଅଞ୍ଚଳବାସୀ ଓ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶଦିଗରେ ସରକାରଙ୍କ ପକ୍ଷରୁ ବ୍ୟାପକ ଅର୍ଥ ବିଭିନ୍ନ ଯୋଜନା…
କଂଗ୍ରେସକୁ ୫ ବର୍ଷ ସୁଯୋଗ ଦିଅନ୍ତୁ, ଯଦି ପରିବର୍ତ୍ତନ ନ ଆସେ ତେବେ ଆମକୁ ବିଦା କରିଦେବେ: ନବଜ୍ୟୋତି
ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱରର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଭୋଗରାଇ ନିର୍ବାଚନ ମଣ୍ଡଳୀର ନାଚିନ୍ଦାରେ ଏକ ବିଶାଳ ରୋଡ ସୋ’ରୁ ଆଜିର ପ୍ରଚାର ଆରମ୍ଭ ହେଇଥିଲା । କଂଗ୍ରେସ ଗରିବୀରୁ ମୁକ୍ତି ପାଇଁ ‘ନ୍ୟାୟ’ ଯୋଜନାକୁ ନେଇ ଜନତାଙ୍କ ପାଖରେ ଭୋଟ୍ ଭିକ୍ଷା କରୁଥିଲା ବେଳେ,…
କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ବାଲେଶ୍ୱର/ଉଜ୍ଜ୍ୱଳ କର : ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋରଦାର ଚାଲିଥିଲା ବେଳେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ଗତ ନିର୍ବାଚନରେ ଜିତିଥିବା ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ଆଗାମୀ ନିର୍ବାଚନ ପାଇଁ ଜନସାଧାରଣ ନାକ ଟେକୁଥିଲା ବେଳେ କଂଗ୍ରେସ…
ଖଡ଼ିଆଳ ସହରରେ ପରିସ୍ରାଗାର ନାହିଁ
ନୂଆପଡା /NAC ଖରିଆର(କ୍ଷୀରସିନ୍ଧୁ ସଗରିଆ)
ଖଡ଼ିଆଳ ନୂଆପଡା ଜିଲ୍ଲାର ଏକ ପ୍ରମୁଖ ସହର ହୋଇଥିବା ବେଲେ ଅସୁବିଧା ରୁ ପଛରେ ପଡ଼ିଥିବା ଦେଖl ଯାଉଛି l ଏହି ସହର କୁ ଆଖପାଖ ଅଂଚଳର ପ୍ରବଳ ଜନସମାଗନ ହୋଇଥiଏ । ଖଡ଼ିଆଳ ବ୍ଲକକୁ ଲାଗି ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟର ଦେଓଭୋଗ ବ୍ଲକ. ନୂଆପଡା…
ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରା :ସୀତାଙ୍କୁ ଉଦ୍ଧାର ପାଇଁ ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କ ଯୁଦ୍ଧା ଯାତ୍ରା
ଓଡ଼ଗାଁ(ଶ୍ରୀକାନ୍ତ ଦାଶ) : ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ଦିନ ସନ୍ଧ୍ୟାରେ ପ୍ରଭୁ ଯୁଦ୍ଧଯାତ୍ରା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ମୁକ୍ତ କରିବା ପାଇଁ ଭକ୍ତ…
ଆରମ୍ଭ ହେଲା ମତଦାନ : ୫ ସ୍ତରୀୟ ଶୃଙ୍ଖଳା ବ୍ୟବସ୍ଥା, ୩ଟି ଉତେଜନା ପ୍ରବଣ ବୁଥରେ ସଶସ୍ତ୍ର ପୋଲିସ ମୁତୟନ
ଓଡଗାଁ ./ଶ୍ରୀକାନ୍ତ ମିଶ୍ର : ଆରମ୍ଭ ହୋଇଛି ନୟାଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଓଡଗାଁ ବ୍ଲକରେ ମତଦାନ | ବ୍ଲକର ୧୮ଟି ପଂଚାୟତର ୮୬ଟି ବୁଥରେ ଭୋଟର ମାନେ ତାଙ୍କର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ । ମତଦାନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ କୁରାଳ,…
ମୋଦି ସୁନାମୀରେ ବିଜେଡ଼ି ସତ୍ତା ହରାଇବ – ଜୀବନ ସାହୁ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ମାଡ଼ି ଆସିଛି ମୋଦି ସୁନାମୀ । ଏଥିରେ ବିଜେଡ଼ି ତାର ସତ୍ତା ହରାଇବ । ମୟୂରଭଞ୍ଜ ଜିଲ୍ଲାରେ ଲୋକସଭା କ୍ଷେତ୍ର ସହ ସମସ୍ତ ୯ଟି ବିଧାନସଭା ଆସନକୁ ବିଜେପି ଦଖଲ କରିବ ବୋଲି ବିଜେପିର ରାଜ୍ୟ ପ୍ରବକ୍ତା ତଥା ମୟୂରଭଞ୍ଜ ଜିଲ୍ଲା ପ୍ରଚାର କମିଟି ସଂଯୋଜକ…
ବୁଲୁ ସାଧାରଣ ସଂପାଦକ ନିଯୁକ୍ତ
ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଭାବେ ଶ୍ରୀ ଅସିତ ପଟ୍ଟନାୟକ (ବୁଲୁ)ଙ୍କୁ ନିଯୁକ୍ତି ଦେଇଥିବା ବେଳେ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଭାବେ ଶ୍ରୀ ସନ୍ତୋଷ ପଟ୍ଟନାୟକ, ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ…
କଂଗ୍ରେସ ରେ ଯୋଗଦେଲେ ବହୁ ବିଜେଡି କର୍ମୀ
"ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ: କୋରାଇ ନିର୍ବାଚନ ମଣ୍ଡଳୀ ର ସାଦକପୁର ଗ୍ରାମ ପଂଚାୟତ ର ବହୁ ବିଜେଡି କର୍ମୀ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ ଙ୍କ ନେତୃତ୍ୱରେ ଶଙ୍ଖ ଛାଡି ହାତକୁ ଧରିଛନ୍ତି । ନିର୍ବାଚନ ଯେତିକି ପାଖେଇ ଆସୁଛି ବହୁ ଅସନ୍ତୁଷ୍ଟ ବିଜେଡି ଓ ବିଜେପି ଦଳ ଛାଡି…
ଅପରାଜିତାଙ୍କ ପିଛା ଛାଡ଼ୁନି ପୁରୁଣା ଅନିୟମିତତା ଅଭିଯୋଗ
ଭୁବନେଶ୍ୱର : ଭୋଟ ଯେତିକି ପାଖୋଉଛି ପ୍ରାର୍ଥୀମାନଙ୍କର ପୁରୁଣା କାହାଣୀ ଧିରେ ଧୀରେ ପଦାକୁ ଆସିଛି । ବିଗତ ଦିନରେ ସେମାନଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଅନୀତି ତଥା ବ୍ୟକ୍ତିଗତ ଜୀବନ ପଦାକୁ ଆସୁଛି । ଭୁବନେଶ୍ୱର ମଧ୍ୟ ବିଧାୟକ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ପାଇଁ ମୁଣ୍ଡ…