Sign in
Sign in
Recover your password.
A password will be e-mailed to you.
ବିଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ଆଦର ସହକାରେ ନିମନ୍ତ୍ରଣ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖରେ ବସାଯିବ
ଯେଉଁ ସରକାର ଲୋକଙ୍କ ସମସ୍ୟା କଥା ବୁଝେନାହିଁ ତାକୁ ପରିବର୍ତନ କରିବା ଦରକାର - ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବାଲେଶ୍ୱର ହେବ ସ୍ମାର୍ଟ ସିଟି
ମାହାଙ୍ଗାରେ ମୌଳିକ ସୁବିଧା ନକରି ରାଜ୍ୟକୁ ପରିବର୍ତନ କରିଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ
…
ବାଲେଶ୍ୱର ହେଲା ଗେରୁଆ ଜନସମୁଦ୍ରମୟ : ରୋଡ ସୋ ରେ ଯୋଗଦେଲେ ଧର୍ମେନ୍ଦ୍ର
ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ସହୀଦ ପାର୍କ ସ୍ଥିତ ଗାନ୍ଧୀ ପ୍ରତିମୃତିରେ ପୁଷ୍ପମାଲ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର…
କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଟଗଡ ପୋଲିସର ଦୁର୍ବ୍ୟବହାର
କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ଏକ ଅଭାବନିୟ ଘଟଣା ଘଟିଛି । କାର୍ଯ୍ୟରତ ସାମ୍ବାଦିକ ବ୍ଲକ ପ୍ରତିନିଧି ସୁଶାନ୍ତ ପାଟମାଝୀଙ୍କୁ ଖବର ସଂଗ୍ରହ କରିବାକୁ ଯାଇ ଥିବା ବେଳେ ପୁଲିସ ନାଲି ଅଖି ଦେଖେଇବା ସହ ଧମକ ଦେଇ ଥିବା ଅଭିଯୋଗ ହୋଇଛି .। ଘଟଣା ଅନୁସାରେ ସୁଶାନ୍ତ ଖବର ସଂଗ୍ରହ…
ଜଗତସିଂହପୁର ଶ୍ରମିକ ସଂଘ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ସମାବେଶ,ବିଜେଡିକୁ ଭୋଟ ଦେବାକୁ ଆହ୍ବାନ
ଜଗତସିଂହପୁର/ରମେଶ ମହାନ୍ତି - ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ କୋଠି ପଞ୍ଚାୟତ ଠାରେ ଜଗତସିଂହପୁର ଶ୍ରମିକ ସଂଘର ସଭାପତି ଜୟନ୍ତ ବିଶ୍ବାଳଙ୍କ ଆହ୍ବାନରେ ନିର୍ମାଣ ଶ୍ରମିକ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଅଣସଙ୍ଗଠିତ ଶ୍ରମିକ ଓ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ…
ଉପରବେଳା ବାହା ହେବାକୁ ଯିବେ, ହଳଦୀ ଲଗାଇ ଭୋଟ କେନ୍ଦ୍ରକୁ ଆସି ଭୋଟ ଦେଲେ ସୁଶୀଲ
ବରଗଡରୁ ବ୍ୟୁରୋ ଚିଫ ଗୌରାଙ୍ଗ ଦାଶ :- ଉପର ଫଟୋରେ ଭୋଟ ଦେଇସାରି ନିଜ କାଲି ଲଗା ଆଙ୍ଗୁଠି ଦେଖାଉଥିବା ଭାଇଙ୍କ ନାଁ ସୁଶୀଲ ସରାଫ। ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେବାକୁ ଯାଉଥିବା ବେଳେ ନିଜ ସାମ୍ବିଧାନିକ ଦାୟିତ୍ୱକୁ ଭୁଲି ନାହାନ୍ତି ସୁଶୀଲ । ଆଜି ଏହିଭାଇଙ୍କର ବାହାଘର ।…
ବିଜେଡି ସଂଖ୍ୟାଲଘୁ ସେଲରେ ନୂଆ କର୍ମକର୍ତ୍ତା : ଅନିସୁର ରହମାନ ରାଜ୍ୟ ଉପସଭାପତି
ଭୁବନେଶ୍ୱର : ଜଗତସିଂପୁରର ଅନିସୁର ରହମାନ ଙ୍କୁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ଉପସଭାପତି ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି । ସେହିପରି ଫୁଲବାଣୀର ମହମ୍ମଦ ୟସିନ ବେଗ ଙ୍କୁ ସେଲର ସାଧାରଣ ସମ୍ପାଦକ ଭାବେ…
ନବୀନ ବାବୁ ଚୋର ଡକାୟତ, ଲମ୍ଫଟକାରୀ ସରକାର ଚଲାଉଛନ୍ତି : ଧର୍ମେନ୍ଦ୍ର
ମୟୂରଭଞ୍ଜରେ କେନ୍ଦ୍ରମନ୍ତ୍ରୀଙ୍କ ତୋଫାନୀ ନିର୍ବାଚନୀ ପ୍ରଚାର
ବିଜେପି ସରକାରକୁ ଆସିଲେ ଜଙ୍ଗଲ ଜମିରେ ରହୁଥିବା ସବୁ ଆଦିବାସୀଙ୍କୁ ସ୍ଥାୟୀ ଜମି ଓ ପଟ୍ଟା ଦିଆଯିବ-ଧର୍ମେନ୍ଦ୍ର ପ୍ରଧାନ
ମୟୂରଭଞ୍ଜ/ଯଶୀପୁର/ରାଇରଙ୍ଗପୁର/ସାରସକଣା/ବାଙ୍ଗିରପୋଷୀ/ଉଦଳା, – ବିଜେଡି ନିର୍ବାଚନ ପ୍ରଚାରରେ ମୋଦି…
କଡା ସୁରକ୍ଷା ରେ ଚାଲିଛି ସାନି ମତଦାନ
ବରଗଡ '- ଗତ 18 ତାରିଖ ଦିନ ଦ୍ଵିତୀୟ ପର୍ଯାୟ ର ମତଦାନ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଡଭା ବୁଥ ରେ ମତଦାନ ବାଧାପ୍ରାପ୍ତ ହେଇଥିଲା । ଯାହାଫଳରେ କି ଉକ୍ତ ବୁଥର ମତଦାନ କୁ ସ୍ଥଗିତ ରଖାଯାଇଥିଲା । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି କ୍ରମେ ଆଜି ଉକ୍ତ ବୁଥରେ…
ବାରିପଦା ସହରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ,ବାରିପଦା ପୌରପରିଷଦ ହେଲା ଶଙ୍ଖମୟ
ବାରିପଦା(Dillip mohanty) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲା ଏବେ ଚଳଚଂଚଳ ହୋଇ ଉଠିଛି । ଗୋଟିଏ ଦୁିନରେ ଦୁଇ ଜଣ ହେଭିୱେଟ ନେତାଙ୍କର ବାରିପଦାରେ ରୋଡ ସୋ ହୋଇଛି । ପ୍ରଥମେ ବିଜେପିର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପରାହଣ ୫ଟା୧୫ରେ ମଧୁବନ…
ନୂଆଗାଁ ବ୍ଲକର ୨ଟି ବୁଥରେ ଗୁରୁବାର ମତଦାନ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳି ନୂଆଗାଁ ବ୍ଲକ ବାହାଡାଝୋଲା ବୁଥ୍ ନମ୍ବର ୨୧୦ରେ ୧୨୫୭ ଜଣ ଏବଂ କାପ୍ତାପଲ୍ଲୀ ପଂଚାୟତର ବେତନଟି ବୁଥ୍ ନମ୍ବର ୨୨୨ରେ ୭୯୩ ଜଣ ମତଦାତା ଆଜି ମତଦାନ କରିବେ । ଗତ ୧୮ ତାରିଖରେ ଦିତୀୟ ଚରଣ ମତଦାନ ଚାଲିଥିଲା…