ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଜୁନାଗଡ ଶିଶୁ ମନ୍ଦିର ଛାତ୍ରୀଙ୍କ ସଫଳତା

0 2

ଜୁନାଗଡ (ଆଦିତ୍ୟ ମହାନ୍ତି): ଶିକ୍ଷା ବିକାଶ ସମିତି ଦ୍ଵାରା ପରିଚାଳିତ ଉପଖଣ୍ଡ (ସଂକୁଳ ସ୍ତରୀୟ) ଜ୍ଞାନ ବିଜ୍ଞାନ ମେଳା ରେ ଜୁନାଗଡ ଶିଶୁ ମନ୍ଦିର ର ପଞ୍ଚମ ଶ୍ରେଣି ର ଛାତ୍ରୀ ଅର୍ଚିତା ଦାଶ ପିତା ସଞ୍ଜୀବ ଦାସ, ଶୋଭନା ବାରିକ ପିତା ଅଜିତ ବାରିକ ଏବଂ ଓମ୍ ଶର୍ମା ପିତା ଅନିଲ ଶର୍ମା ମିଳିତ ଭାବେ ଭାଗ ନେଇ ନିଜ ପାରଦର୍ଶିତା ପ୍ରତି ପlଡିତ କରି ପ୍ରଥମ ସ୍ତାନ ଅଧିକାର କରି ଛନ୍ତି.। ଏହି ଛାତ୍ରୀ ମାନେ ନିଜ ସ୍କୁଲ ଅଞ୍ଚଳ ଏବ୍ଂ ପରିବାର କୁ ଗର୍ବାନ୍ବିତ କରି ଥିବାରୁ  ସମସ୍ତ ଜୁନାଗଡ ର ସମସ୍ତ ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.