Sign in
Sign in
Recover your password.
A password will be e-mailed to you.
ବାବୁ ସିଂଙ୍କ ବିରୋଧରେ ଉଠିଲା ଜମି ଜାଲିଆତି ଅଭିଯୋଗ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ଏକାମ୍ର ଜନଜାଗରଣ ମଂଚ
ଭୁବନେଶ୍ୱର : ଏକାମ୍ର ଭୁବନେଶ୍ୱର ବିଧାନସଭାର ଭାଜପା ପ୍ରାର୍ଥୀଙ୍କ ବିରୁଦ୍ଧରେ ଏକାମ୍ର ଜନଜାଗରଣ ମଂଚ ତରଫରୁ ଖୋଲା ଚ୍ୟାଲେଂଜ୍ କରାଯାଇଛି । ମଂଚ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଦାୟର କରିବେ ବୋଲି ପ୍ରାର୍ଥୀ…
ସୁନ୍ଦରଗଡ଼ରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ
ସୁନ୍ଦରଗଡ : ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ୨୨ତମ ଶ୍ରାଦ୍ଧ ଦିବସରେ ସୁନ୍ଦରଗଡ଼ ବିଜୁଜନତା ଦଳ( ବିଜେଡ଼ି )ତରଫରୁ ପାଳିତ ହୋଇଯାଇଛି | ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଜୟନାରାୟଣ ତ୍ରିପାଠୀ ଙ୍କ ନେତୃତ୍ବରେ ଆୟୋଜିତ…
ଭୁବନେଶ୍ୱର ଲୋକସଭା ଆସନ : ଚିତ୍ର ଅସ୍ପଷ୍ଟ, ରଗଡା ଲଢେଇ ସ୍ପଷ୍ଟ
ଭୁବନେଶ୍ୱର: ସମସ୍ତଙ୍କ ନଜରରେ ଭୁବନେଶ୍ୱର | ହାଇ ପ୍ରୋଫାଇଲ ଲଢେଇ | ପ୍ରଶାସକ ବନାମ ପ୍ରଶାସିକା | ଅରୂପ ବନାମ ଅପରାଜିତା | ଜଣେ ଜଣେ ଓଡ଼ିଆ ମାଟିକୁ ବୋହୁ ପାଲଟି ପ୍ରଶାସନ କ୍ଷେତ୍ରରେ ଓଡ଼ିଶାର ସେବା କରିଛନ୍ତି, ଆଉ ଜଣେ ଓଡିଶା ବାହାରେ ଓଡିଶା ବାହାରେ ଓଡ଼ିଶାର ଟେକ ବଢ଼ାଇଛନ୍ତି ନିଜର…
ବେଦପ୍ରକାଶ ଅଗ୍ରୱାଲାଙ୍କୁ ଦଳୀୟ କାର୍ଯ୍ୟାଳୟରେ ଗଭୀର ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବେଦପ୍ରକାଶ ଅଗ୍ରୱାଲାଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ପରଲୋକରେ ବିଜୁ ଜନତା ଦଳର ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା, କର୍ମୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ…
ଶ୍ରୀରାମ ନବମୀ ଯାତ୍ରା ୭ମ ସନ୍ଧ୍ୟା :ବନବାସ ଅବସରରେ ଚିତ୍ରକୁଟରେ ବିଶ୍ରାମ ନେଲେ ପ୍ରଭୁ ଶ୍ରୀରାମ
ଓଡ଼ଗାଁ: ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରାର ସପ୍ତମ ସନ୍ଧ୍ୟା ବେଶରେ ପଭୁ ଶ୍ରୀରାମଙ୍କ ସହିତ ମା ସୀତା ବିଶ୍ରାମ କରୁଥିବା ବେଳେ ଅନୁଜ ଲକ୍ଷ୍ମଣ ଅଙ୍ଗରକ୍ଷୀ ଭଳି ଦଣ୍ଡାୟମାନ ମୁଦ୍ରାରେ ରହିଥିବା ଦୃଶ୍ୟକୁ ହଜାର ହଜାର ଦର୍ଶନାର୍ଥô ଦର୍ଶନ କରିଥିଲେ । ରାଣୀ କୈକେଇ ରାଜା ଦଶରଥଙ୍କୁ…
ଘୁ ଉଦୟଗିରି ଠାରେ ପେଟ୍ରୋଲ ଏବଂ ଡିଜେଲ ପମ୍ପ ସ୍ଥାପନ ପାଇଁ ଦାବୀ ଜୋରଦାର
କନ୍ଧମାଳ/ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ଠାରେ ପେଟ୍ରୋଲ ଏବଂ ଡିଜେଲ ପମ୍ପ ସ୍ଥାପନ ପାଇଁ ଦାବୀ ଜୋରଦାର ହୋଇଛି |. ବର୍ତମାନ ସ୍ଥାନୀୟ ଲୋକ ଚଢା ଦରରେ ଖୁଚୁରା ବେପାରୀଆଙ୍କ ଠାରୁ ଇନ୍ଧନ କ୍ରୟ କରୁଥିବାରୁ ଏକ ଲିଟର ପିଛା ୧୦ ଟଙ୍କା କ୍ଷତି ସହୁଥିବା କହିଛନ୍ତି | ଘୁ…
ବିଜେଡିରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପ-ସଭାପତି ଓ କଟକ ଜିଲ୍ଲା କଂଗ୍ରେସ ସଂପାଦକ
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପ-ସଭାପତି ତଥା ଜଟଣୀ…
ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପସ୍ଥିତିରେ ବ୍ୟବସାୟୀଙ୍କ ଉପରେ ଆକ୍ରମଣ
ସରିଗଲାଣି ନିର୍ବାଚନ, ଥମୁନାହିଁ ହିଂସା : ଏବେବି ବିରୋଧୀ ଙ୍କର ଟାର୍ଗେଟ ରେ ମନ୍ତ୍ରୀ ସୁଶାନ୍ତ ।।
ଅମ୍ବାଭନା / ସୋହେଲା / ବରଗଡ :- ରାକେଶ କୁମାର ଅଗ୍ରୱାଲ , ଭୁକ୍ତାର ଜଣେ ସାଧାରଣ ବ୍ୟବସାୟୀ । ସେ ଗତକାଲି ଅମ୍ବାଭନା ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ ଭଟଲି ନିର୍ବାଚନ…
ଅରୂପ- ଅପରାଜିତା ଲଢେଇ ଏବେ ଉଣେଇଶି-ବିଶ ସ୍ଥିତିରେ
କମିଶନର ବନାମ କମିଶନର : ଚପାକସିଆ ଲଢେଇ ଦେଖିବ ଭୁବନେଶ୍ୱର
ଭୁବନେଶ୍ୱର(ରମେଶ ସାହୁ) :ଆଉ ଦିନ ତିନିଟା ପରେ ନିର୍ବାଚନ | ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉସ୍ମତା ବଢିଥିବା ବେଳେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀମଧ୍ୟ ସେଥିରୁ ବାଦ ପଡିନି | ସମ୍ନାସାମ୍ନି…
ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାର ବେଳ ଆସିଛି ।
ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ପ୍ରାୟ ଭାଷା ସାହିତ୍ୟ, କଳା ସଂସ୍କୃତିର ସୁରକ୍ଷା ତଥା ସମୃଦ୍ଧି ନିମନ୍ତେ ୨୦୦୩ ଠାରୁ ବାରିପଦାର ବାବା ବୁଢାରାଉଳ ମଠ ନିକଟସ୍ଥ ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡି ନଦୀର ସଂଗମ ସ୍ଥଳରେ ପାଳିତ ହୋଇ ଆସୁଥିବା ରାଜ୍ୟ ସ୍ତରୀୟ ବଳାଙ୍ଗୀ…