ଗଠିତ ହେଲା ବିଜେପି ପାର୍ଲାମେଣ୍ଟାରୀ ପାର୍ଟୀ କାର୍ଯ୍ୟକାରିଣୀ କମିଟି

ଓଡିଶାରୁ ସୁରେଶ ସଚେତକ, ଧର୍ମେନ୍ଦ୍ର ଓ ଜୁଏଲ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ନୂଆଦିଲ୍ଲୀ( ଶାସକ ପ୍ରଶାସକ ବ୍ୟୁରୋ ) ବିଜେପି ସଂସଦୀୟ ଦଳ କାର୍ଯ୍ୟକାରୀଣୀ କମିଟି ଗଠିତ ହୋଇଛି । ଦଳର ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତୀୟ ସଭାପତି ଭାବେ ଅମିତ ଶାହା, ଲୋକସଭରେ ଉପନେତା…

ସୁରେଶ ପୂଜାରୀ ହେଲେ ସଚେତକ

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ରହି ଆସିଥିବା ଦଳର ବରିଷ୍ଠ ନେତା, ଅଶୀ ଦଶକର ଅଗ୍ନିବର୍ଷି ଛାତ୍ରନେତା ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭାରେ ସରକାରୀ ଦଳର  ଛାଟିଆ ବା ସଚେତକ ଭାବେ ନିଯୁକ୍ତ ହୋଇଥିବା ଜଣାପଡିଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳ ରେ ଦୁଇ ଓଡ଼ିଆ ମନ୍ତ୍ରୀ ହୋଇଥିବା…

ବନ୍ଦ କୋଠରୀରୁ ଶିକ୍ଷକଙ୍କ ଝୁଲନ୍ତା ଶବ ଉଦ୍ଧାର

କଳାହାଣ୍ଡି/ତୁଲମଣି ନାଗ  : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ କୁଟୁରୁ ଗ୍ରାମ ର ଏଲ ନିସି ମିଶନ ସ୍କୁଲ   ଠାରେ  ଥିବା ଏକ ବନ୍ଦ କୋଠରୀ ରୁ  ଶିକ୍ଷକ ଙ୍କ  ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। କୁଟୁରୁ ଗ୍ରାମର ଯୋନ ନଗର ସ୍ଥିତ ଏଲ ନିସି ମିସନ ସ୍କୁଲରେ ସୁନ୍ଦରଗଡ଼  ଜିଲ୍ଲାର ରୋଷଣ…

ଆସନ୍ତା ଦୁଇ ବର୍ଷରେ ଓଡିଶାରେ ଆବଶ୍ୟକ ତୁଳନାରେ ଅଧିକ ଡାକ୍ତର ଉପଲବ୍ଧ ହେବେ

ଭୁବନେଶ୍ୱର/ଶାସକ ପ୍ରଶାସକ : ଆସନ୍ତା ଦୁଇ ବର୍ଷରେ ଓଡିଶାରେ ଆବଶ୍ୟକ ତୁଳନାରେ ଅଧିକ ଡାକ୍ତର ଉପଲବ୍ଧ ହେବେ । ମେଡିକାଲ କଲେଜ ଗୁଡିକରୁ ଅଧିକ ସଂଖ୍ୟାରେ ଡାକ୍ତର ଉତ୍ତୀର୍ଣ୍ଣ ହେବାକୁ ଯାଉଥିବାରୁ ଆଗାମୀ ଦିନରେ ରାଜ୍ୟର କୌଣସି ଚିକିତ୍ସାଳୟରେ ଆଉ ଡାକ୍ତର   ଅଭାବ ରହିବନାହିଁ । ସଚିବାଳୟ…

ରାଜରାସ୍ତାରେ ଗଳା କାଟିଲେ ଦୁର୍ବୁତ୍ତ

ନବରଙ୍ଗପୁର : ଜଣେ ଅଜଣା ବ୍ୟକ୍ତି ତହସିଲ  ଅଫିସ ନିକଟରେ ଠିଆହୋଇଥିବା ବେଳେ କେହି ଦୁର୍ବୁତ୍ତ ଅଚାନକ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ଚାଲିଯାଇଥିବା ସୂଚନା ମିଳିଛି ।  ନବରଙ୍ଗପୁର ପୋଲିସ ଘଟଣା ସମ୍ବନ୍ଧରେ ଖବର ପାଇ ଗୁରୁତର  ଅବସ୍ଥାରେ ଯୁବକକୁ ଘଟଣାସ୍ଥଳରୁ ଉଦ୍ଧାର କରି ନବରଙ୍ଗପୁର…

ଜେଇଙ୍କୁ ଉଠବସ ଘଟଣା : ଗିରଫ ଦାବିରେ ବାହାରିଲା ଆଦିବାସୀ ସଂଘ

ବିଧାୟକ କହିଲେ " ଭୁଲ ପାଇଁ ଦୁଃଖ ପ୍ରକାଶ କରିଛି , ହେଲେ ଏହାକୁ ଆଦିବାସୀ ରଙ୍ଗ ଦିଆ ନଯାଉ " BOLANGIR/ NIROJ MISHRA : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ ଦାବିରେ ଆଦିବାସୀ ସଂଘ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳ ଅଫିସ ଘେରାଉ କରାଯାଇଥିଲା। ଏହି ଘେରାଉ ବେଳେ ଉତ୍ତେଜନା…

ୟେ କ୍ୟା ହୁଆ…..କେସେ ହୁଆ ….

ମାନସ ମନ୍ଥନ କରି ବିଜେଡି ଖୋଜୁଛି ପରାଜୟର କାରଣ ବାରିପଦା(ଶାସକ ପ୍ରଶାସକ))- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରିଥାଏ । ଜିଲ୍ଲାରେ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସଙ୍ଗଠନ ଅନ୍ୟ ନିର୍ବାଚନ ମଣ୍ଡଳୀଠାରୁ ଅଧିକ ଶକ୍ତିଶାଳୀ…

ଅଭାବନୀୟ ଘଟଣା: ଡାକିନେଲେ କାମ କରିବାକୁ, ହେଲେ ଫେରିଲା ଶବ

ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ) : ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଅତି ଅଭାବନୀୟ ଘଟଣା | ଗତ୧୧ତାରିଖ ଦିନ ବେଳେ ସୁନାରୀପଡାର୍ ରାଜକିଶୋର ନାମକ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ସହରରେ ଚର୍ଚ୍ଚା ଜୋର ଧରିଛି |  ସୂଚନା ଅନୁଯାୟୀ କାଲି ଦିନ୧ଟା ସମୟରେ ଶଙ୍କର ପାଳ ଓ ଆଉ ଜଣେ ବ୍ୟକ୍ତି…

ପୌରପାଳିକା କାର୍ଯ୍ୟାଳୟ ପରିଦର୍ଶନ ବେଳେ ବାଲେଶ୍ୱର ବିଧାୟକଙ୍କ ଉଦବେଗ

ସ୍ୱଚ୍ଛତା ଓ ମହାନାଳରେ ହୋଇଥିବା ଅନୟମିତତା ପ୍ରସଙ୍ଗ ଉଠିବ ବିଧାନସଭାରେ ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ) ଆଜି ବାଲେଶ୍ୱର ମୁନିସିପାଲଟିକୁ ସୌଜନ୍ୟ ମୂଳକ ଭାବରେ ପରିଦର୍ଶନ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ…

ଆୟ ବହିର୍ଭୁତ ସଂପତ୍ତି ଅଭିଯୋଗ: ଜଳସମ୍ପଦ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭିଜିଲାନ୍ସ ରେଡ

ବରଗଡ :ବରଗଡ଼ ଜଳସମ୍ପଦ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟଙ୍କଧର ମେହେରଙ୍କ ବାସଭବନରେ ବରଗଡ଼ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି | ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ନିଜ ଗାଁ ପଦ୍ମପୁର ଥାନା ସର୍ଗିବାହାଲ ବାସଭବନ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଘସିଏନ ଗ୍ରାମ ସ୍ଥିତ ଶ୍ୱଶୁର ଘର, ବରଗଡ଼…