ସିବିଆଇ ଧରିନେଲା ଦାରା ସିଂଙ୍କ ସହଯୋଗୀଙ୍କୁ

0 1

Baripada/ dillip mohanty : ୧୯୯୯ମସିହା ଜାନୁଆରୀ୨୨ତାରିଖ ଦିନ କେନ୍ଦୁଝର ଜିଲ୍ଲା ଆନନ୍ଦ ପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲିଆ ମିଶନାରୀଗ୍ରାହମଷ୍ଟେନ ଓତାଙ୍କର ଦୁଇ ନା ଵାଳକପୁଅ ଙ୍କୁ ଦାରାସିଂଓତାର ସହଯୋଗୀ ମାନେ ପୋଡ଼ି ମାରିଵା ଘଟଣାର ଦୀର୍ଘ ଵର୍ଷ ପରେ ଫେରାର ଥିବା ଦାରାସିଂ ର ଜଣେ ସହଯୋଗୀ ଅଭିଯୁକ୍ତ ଵୁଦ୍ଦଦେଵ ନାଏକଙ୍କୁ କଲିକତାର ଏକ ସିଵିଆଇ ଟିମ୍ ଆସି ଠାକୁର ମୁଣ୍ଡା ଥାନା ପୋଲିସ ସହାୟତା ରେ ଠାକୁର ମୁଣ୍ଡା ଥାନା ଅନ୍ତର୍ଗତ ଭରିଣ୍ଡିଆ ଗ୍ରାମ ପାୟତର ନିଶ୍ଚିନ୍ତ ପୁର ଗ୍ରାମରୁ ଵୁଧଵାର  ଵିଳମ୍ଵିତ ରାତିରେ ତାଙ୍କ ଘରୁ ଗିରଫ କରି ସିଵିଆଇ ଟିମ୍ ଅଭିଯୁକ୍ତକୁ ଭୂଵନେଶ୍ଵର ନେଇ ଯାଇଥିଵା ଜଣା ପଡିଛି ।

Leave A Reply

Your email address will not be published.