ସପ୍ତମ ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ ଦିବାରାତ୍ର କ୍ରିକେଟ ଉଦଘାଟିତ: ଫାଇନାଲରେ ବରିହାପାଲି ।

ପଦ୍ମପୁର- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଲପଡିଆଠାରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ସପ୍ତମ ପ୍ରେମାନନ୍ଦ ସିଂ ବରିହା ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଝାରବନ୍ଧ ବ୍ଳକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ…

ଭଦ୍ରକରେ ରାଜାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

    ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ )୨୦୧୯ ନିର୍ବାଚନରେ  ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ମଧ୍ୟରୁ ୪ଟି ରେ ବିଜୟଲାଭ କରିବା ସହିତ ସାଂସଦ ଆସନ ମଧ୍ୟ ଦଖଲ କରିଛି ବିଜେଡି। ତେବେ ଏହି ଦଳର ପ୍ରାର୍ଥୀମାନଙ୍କ ବିଜୟ ବ୍ୟବଧାନ ଓ ହାରିବାର କାରଣ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖାଦ୍ୟ, ଯୋଗାଣ…

ଆରମ୍ଭ ହେଲା ଓଡଗାଁ ଦ୍ୱାଦଶତମ କ୍ରିକେଟ ଲିଗ୍

ପ୍ରଥମ ଦିନରେ ୟଙ୍ଗଷ୍ଟାର ଏକାଦଶ ଓ ଜୟ ଶ୍ରୀରାମ  ବିଜୟୀ ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ ଓଡଗାଁ କ୍ରିକେଟ ଲିଗ୍ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନ ଦିବସର ପ୍ରଥମ ମ୍ୟାଚ୍ ୟଙ୍ଗଷ୍ଟାର ଏକାଦଶ ସହିତ…

ଫଡ଼ି ଭିତରୁ ଅଜଣା ଯୁବକର ମୃତ ଦେହ ଉଦ୍ଧାର

ମେଲଛାମୁଣ୍ଡା (ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କଟାପାଲି ଗ୍ରାମସ୍ଥିତ କେନ୍ଦ୍ୁପତ୍ର ଫଡି ଘର ଭିତରୁ ମେଲଛାମୁଣ୍ଡା ପୁଲିସ ସୋମବାର ଦିନ ଏକ ଅଜଣା ଯୁବକର ଶବ ଉଦ୍ଧାର କରିଛି । ଶବଟିର କେହି ଦାବୀ ଦାର ନ ବାହାରିବାରୁ ମେଲଛାମୁଣ୍ଡା ପୁଲିସ ଶବଟିକୁ ପଦ୍ମପୁର…

ବେଆଇନ ଭାବରେ ବାଲି ଚୋରା ଚାଲାଣ ହାଇବା ଜବତ

ବରଗଡ/ ଝାରବନ୍ଧ :- ଝାରବନ୍ଧ ଅଂଚଳର ବିଭିନ୍ନ ନଦୀ ପଠାରୁ କ୍ରମାଗତ ଭାବରେ ବାଲି ଚୋରି ହେଇ ପଡୋଶୀ ଛତିଶଗଡ଼ ରାଜ୍ୟ କୁ ଚାଲାଣ ହେଉଥିବା ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଉଛି । ଚୋର ମାନେ ଏତେ ପ୍ରଫେସନାଲ ଯେ ପ୍ରଶାସନ ର ଆଖିରେ ଧୂଳି ଦେଇ  ଅନବରତ ଭାବରେ ଏହି କାର୍ଯ୍ୟ  କରି…

କାଠମାଣ୍ଡୁରେ ସଡକ ଦୁର୍ଘଟଣାରେ ପ୍ରସଙ୍ଗ: ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

 ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ମୃତ ଲୋକଙ୍କୁ ଘରେ ପହଁଚାଇବାର ବ୍ୟବସ୍ଥାକରିବା ନେଇ ଅନୁରୋଧ ନୂଆଦିଲ୍ଲୀ/ଭୁବନେଶ୍ୱର, – ନେପାଳ କାଠମାଣ୍ଡୁରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଓଡିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ଆଦି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର…

ବସରୁ ପଡି ହେଲପର ମୃତ

ନୟାଗଡ (ବିଶ୍ୱଜିତ ନାୟକ )- ଚନ୍ଦନ ନାମକ ଏକ ଘରୋଇ ବସ ଗଣିଆ ଠାରୁ ଏକ ବରଯାତ୍ରୀ ନେଇ ଜିଲିଂଡା ଯାଇଥିଲା I  ସେଠାରେ ବରଘର ଲୋକଙ୍କର କାମ ସରିବା ପରେ ବସଟି ପୁଣି ରାତିରେ ଗଣିଆ ଅଭିମୁଖେ ଫେରୁଥିଲା I ଗାଡିର ହେଲ୍ପର ଗାଡି ଗେଟ ପାଖରେ ଛିଡାହୋଇଥିବା ସମୟରେ ହଠାତ ପଂଚମୁହିଁ ଛକଠାରେ ଗାଡ଼ିରୁ…

ରାଇବଣିଆ ପରି ପ୍ରାଚୀନ ଦୁର୍ଗ ତଥା ଐତିହ୍ୟଗୁଡ଼ିକର ନବୀକରଣ ସହ ଅଧିକ ପର୍ଯ୍ୟଟକ ଅନୁକୂଳ କରିବାକୁ ନିର୍ଦ୍ଦେଶ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅଧିକ  କ୍ରିୟାଶୀଳ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗକୁ ଅଧିକ  କ୍ରିୟାଶୀଳ  କରିବାକୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମସ୍ତ ପଦାଧିକାରୀ  ତଥା…

ଜଗତସିଂହପୁର ମୁଖ୍ୟ ମେଡିକାଲ ପାଇଖାନା ପ୍ୟାନ ଭିତରେ ନବଜାତ ମୃତ ଶିଶୁ

ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ମୁଖ୍ୟ ମେଡିକାଲ ପ୍ରସୂତି ବିଭାଗ ନିକଟରେ ଥିବା ପାଇଖାନା ପ୍ୟାନ ଭିତରୁ ଏକ ନବଜାତ ମୃତ ଶିଶୁ ମିଳିଥିବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା।ସୂଚନାନୁଯାୟୀ ସକାଳୁ ଉକ୍ତ ପାଇଖାନାକୁ ରୋଗୀମାନେ ଶୌଚ ହେବାପାଇଁ ଯାଇଥିବା ବେଳେ ସେହି ପାଇଖାନା…

ଶହେ ଦିନରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟର ତାଲିକା ମାଗିଲେ ନବ

ଇ-ଡାକ୍ତରଖାନା ପରିଚାଳନା କାର୍ଯ୍ୟ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର(ଏସପି ବ୍ୟୁରୋ)ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଇ-ଡାକ୍ତରଖାନା ପରିଚାଳନା ବ୍ୟବସ୍ଥା (ଇ-ଏଚ୍‍ଏମ୍‍ଏସ୍‍) କାର୍ଯ୍ୟକାରୀ ଲାଗି ଭିତ୍ତିଭୂମି…