ବିଶ୍ଵ ରକ୍ତଦାତା ଦିବସରେ ପାଇକମାଲରୁ 43 ୟୁନିଟ ରକ୍ତ ସଂଗ୍ରହ

    ବରଗଡ :- ଆଜି ବିଶ୍ୱ ରକ୍ତଦାତା ଦିବସ ।ଏହି ସ୍ବତନ୍ତ ଦିନ ପାଇଁ ପାଇକମାଲ ଧର୍ମଶାଳା ଠାରେ ମାରବାଡି ଯୁବା ମଞ୍ଚ ତରଫରୁ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ପଦ୍ମପୁର ନିର୍ବାଚନ ମଣ୍ଡାଳୁର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଉଦଘାଟନ କରିଥିଲେ । ଉଭୟ…

ଛିଃ ଛିଃ ……..ଜୀବନ କଣ ଜାଣିବା ଆଗରୁ ଜୀବନ ଯନ୍ତ୍ରଣା

ବରଗଡ଼- ୩ ବର୍ଷର ଝିଅଟିଏ। ଦୁନିଆ କ’ଣ, ଭଲ କରି ଦେଖିନି କି ଜାଣିନି। ତା’ ପୂର୍ବରୁ ଝିଅଟି ମୁଣ୍ଡାଇଛି କଳଙ୍କର ବୋଝ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ତାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ…

ପୁଣି ଯୋର ଧରିଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ

Padmapur/Nilambar Deep : ଚୀର ମରୁଡି  ପ୍ରପୀଡ଼ିତ  ପଦ୍ମପୁର  ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଛି  । ୧୯୯୩ ମସିହାରେ ତକôାଳିନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ଥିବା ୧୩ଟି ଜିଲ୍ଲାକୁ ପୁନଃର୍ଗଠନ କରି ୩୦ ଟି ଜିଲ୍ଲା ଗଠନ…

ଯୋଜନାର ସୁଫଳ ଠାରୁ ଯୋଜନ ଯୋଜନ ଦୁରରେ ଭକଚନଙ୍କ ପରିବାର

ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ: ଦରିଦ୍ର ସୀମାରେଖା ତଳେ ଥିବା ହିତାଧିକାରୀମାନଙ୍କୁ ସରକାର ବିଭିନ୍ନ ଯୋଜନା ରେ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି | ହେଲେ ଏହି ଯୋଜନା ସରକାରୀ ଉଦାସୀନତା ତଥା ପ୍ରଶାସନିକ ଚଂଚକତା କାରଣରୁ…

ବିଧାୟକଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ।

ପଦ୍ମପୁର(ନୀଲାମ୍ବର ଦୀପ):ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହା ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନରେ ଆସି ଚିକିତ୍ସାଳୟର ସ୍ବାସ୍ଥ୍ୟସେବା,ସ୍ୱଚ୍ଛତା  ଓ ରୋଗୀମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଚିକିତ୍ସାଳୟ ପରିସରରେ ଲାଇଟ୍ ବ୍ୟବସ୍ଥା…

ରାଜରାସ୍ତାରେ ଜମିଲା ପାଣି : ନିଷ୍କାସନର ବ୍ୟବସ୍ଥା ନାହିଁ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ବହୁକୋଟି ଟଙ୍କା ବ୍ୟୟରେ ନୟାଗଡ-ପଥରା ଓ ଓଡଗାଁରୁ ବାହାଡାଝୋଲା ରାଜ୍ୟ ରାଜପଥର ପ୍ରସସ୍ତି କରଣ କାର୍ଯ୍ୟ ସରିଲା । ସାମାନ୍ୟ ବର୍ଷାହେଲେ ଓଡଗାଁ ସିନେମାହଲ ଛକରେ ରାସ୍ତାରେ ପାଣି ଜମିରହିବାରୁ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।…

ଅଧରାତ୍ରୀରେ ହେଲା ରାସ୍ତା ଅବରୋଧ

ଅନିୟମିତ ବିଦ୍ୟୁତ ଯୋଗାଣ : ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରନ୍ସଫର୍ମର ସ୍ଥାପନ ଦାବୀ ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)ଓଡଗାଁ ଏନଏସି ଅଂଚଳର କେତେକ ସାହିକୁ ନିୟମିତ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଅଂଚଳରେ ଅସୋନ୍ତୋଷ ବୃଦ୍ଧି ପାଇଥିଲା । ଫଳ ସ୍ୱରୁପ ଓଡଗାଁର ବହୁ ସଂଖ୍ୟାରେ…

ଭଦ୍ରକ ଅଗ୍ନିଶମ ଅଧିକାରୀ ଓ ସହଯୋଗୀ ଭିଜିଲାନ୍ସ ଜାଲରେ : ୨ହଜାର ଟଙ୍କା ଲାଞ୍ଚ ନେଇ ହେଲେ ଗିରଫ୍ !

ଭଦ୍ରକ(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ଭିଜିଲାନ୍ସ ଟିମ୍ ଭଦ୍ରକ ସହକାରୀ ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା ଲାଞ୍ଚ ନେବା ବେଳେ ଧରିଛନ୍ତି । ହାଁସଦା ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ସହ ଫାୟାରମ୍ୟାନ ବିଭୁପ୍ରସାଦ ଜେନା ମଧ୍ୟ ଗିରଫ…

ମହିମା ଧର୍ମ ଦୀକ୍ଷିତ ବାବାଙ୍କ କି ମହିମା, ସିଧା ଏବେ ଜେଲରେ

 ନୂଆପଡା/ପ୍ରିୟବ୍ରତ ପଣ୍ଡା : ମହିମା ଧର୍ମ ରେ ଦୀକ୍ଷିତ ବାବାଙ୍କ ବ୍ରହ୍ମଚର୍ଯ୍ୟ ଭଗ୍ନ ହେଲା | ମାତିଗଲେ ବ୍ୟଭିଚାରରେ | ଝଡା ଫୁଙ୍କା ବାହାନା ରେ କଲେ ଅସଦାଚରଣ । ଘଟଣାରେ ସଂପୃକ୍ତ ବାବା ହେଲେ ଭରତ ଚନ୍ଦ୍ର, ଯିଏ କି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ମହିମା ମଠ ସହ ଜଡିତ ଅଟନ୍ତି । କିଛିଦିନ…

ଶ୍ୱଶୁର ଶଳା ମାଡ଼ରେ ଜ୍ବାଇଁ ଲହୁଲୁହାଣ

ନୟାଗଡ(ବିଶ୍ୱଜିତ ନାୟକ)-ପାରିବାରିକ କଳହର କରୁଣ ପରିଣତି,ଏହି ଘଟଣାଟି ଘଟିଛି ଓଡଗାଁ ଥାନା ସିଙ୍ଗାରାପଲ୍ଲୀ ପଞ୍ଚାୟତର ସେନ୍ତେରି ଗ୍ରାମରେ I ଶ୍ୱଶୁର ଘର ପରିବାର ଜ୍ଵାଇଁଘର ପରିବାରକୁ ଲୁହା ରଡ଼ରେ ବାଡେଇ ଲହୁଲୁହାଣ କରିଛନ୍ତି I କୌଣସି କାରଣରୁ ବେଣୁଧର ଓ ତାଙ୍କ ପତ୍ନୀଙ୍କ  ମଧ୍ୟରେ ଝଗଡା…