ଉଦ୍ଘାଟିତ ହେଲା ପିଲାଙ୍କ ପାଇଁ ଥାନା

ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) ବିଭିନ୍ନ ପରିସ୍ଥିତିରେ ଅଥବା ଅଜ୍ଞାତରେ ଶିଶୁ ମାନେ ଅପରାଧ ଘଟାଇ କିମ୍ୱା ଅପରାଧ ଦ୍ୱାରା ପୀଡିତ  ହୋଇ ଥାନାକୁ ଆସିଥାନ୍ତି  । ଏହିପରି ଭାବରେ ଶିଶୁମାନେ ନିଜକୁ ଦୋଷୀ କିମ୍ୱା ଭୟାଳୁ ରୁପେ ବିବେଚିତ କରିଥାନ୍ତି । ସେହିପରି ଶିଶୁ ମାନଙ୍କ ମନରୁ…

ଆମେରିକା ଉର୍ଜା ସଚିବଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଟେଲିଫୋନ ଆଲୋଚନା

ଆମେରିକା ସହ ଉର୍ଜା କ୍ଷେତ୍ରରେ ମିଳିତ ପ୍ରୟାସ ମାଧ୍ୟମରେ ଶକ୍ତି ସୁରକ୍ଷାକୁ ସୁଦୃଢ କରିବ ଭାରତ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର– ଆମେରିକାର ଶକ୍ତି ସଚିବ ରିକ୍ ପେଁରିଙ୍କ ସହ ଟୋଲିଫୋନ ଯୋଗେ କଥା ହୋଇଛନ୍ତି ଭାରତର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

୭ମ ଅର୍ଥନୈତିକ ଗଣନା : ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ପ୍ରଥମ ବୈଠକ

 ବାଲେଶ୍ୱର,(ଉଜ୍ଜ୍ୱଳ କର): ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ୭ମ ଅର୍ଥନୈତିକ ଗଣନାର ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବୈଠକରେ ଜିଲ୍ଲାରେ ୭ମ ଅର୍ଥନୈତିକ ଗଣନା ଲାଗି…

ବାଲମୁକନ୍ଦ କାର୍ଯ୍ୟକ୍ରମରେ ଓଡିଆ ପାରମ୍ପରିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜଗୁରୁ ସାହି ସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିସରରେ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ଓଡିଆ ପାରମ୍ପରିକ ପିଠା କାର୍ଯ୍ୟକ୍ରମ ଆସୁଥିବା ରଜପର୍ବ ଉପଲକ୍ଷେ କରାଯାଇଥିଲା । ଏହା ଶିଶୁମାନଙ୍କ ଦ୍ୱାରା ତଥା ଶିଶୁ ମହାଲକ୍ଷ୍ମୀ ମହାପାତ୍ର ଅଧ୍ୟକ୍ଷତାରେ…

ମତ୍ସ୍ୟ ଉତ୍ପାଦନ ବଢାଇବା ଲାଗି ଭିଜନ ଡକୁମେଂଟ, ବ୍ଲୁ ପ୍ରିଂଟ, ବ୍ୟୟ ଅଟକଳ ଓ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ…

 କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ  ପ୍ରତାପ ଷଡଙ୍ଗୀଙ୍କ ବାଲେଶ୍ୱର ଗସ୍ତ ବାଲେଶ୍ୱର(ଉଜ୍ଜ୍ୱଳ କର) :  କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପ୍ରାଣୀଧନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମ୍ପଦ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଜି ବାଲେଶ୍ୱର ଗସ୍ତରେ ଆସି…

ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ଜୁନ ୧୬ରୁ ବନ୍ଦ ହେବ

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୧୬ରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଓଡ଼ିଶାରେ ମୌସୁମୀ ବାୟୁ ପହଁଞ୍ଚି ନାହିଁ । ପୁଣି, ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ…

ରାଜ୍ୟସ୍ତରୀୟ ‘ଥ୍ରୋ ବଲ’ ରେଫରୀ ପରୀକ୍ଷା ଶେଷ

ବାରିପଦା(ଦିଲ୍ଲୀପ ମହାନ୍ତି )- ପୁରୀଠାରେ ଥିବା ରାଜ୍ୟ ‘ଥ୍ରୋ ବଲ’ ସଂଘ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନ ୮ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଥ୍ରୋ ବଲ ପରୀକ୍ଷା-୨୦୧୯ ଆଜି ଶେଷ ହୋଇଛି । ଏହି…

ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ…

ମହାନଦୀ ଓ ଗୋଦାବରୀ ନଦୀର ପୁନଃରୁଦ୍ଧାର ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଛି ଡିପିଆର୍

ଭୁବନେଶ୍ୱର:ମହାନଦୀ ଓ ଗୋଦାବରୀ ନଦୀର ପୁନରୁଦ୍ଧାର ଉଦ୍ଦେଶ୍ୟରେ ଜଙ୍ଗଲବିଭାଗ ମାଧ୍ୟମରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ପାଇଁ ପ୍ରାଥମିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିାଆବହମାନ କାଳରୁ ନଦୀଗୁଡ଼ିକ ଜଳଚକ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛନ୍ତିା ସମତଳ…

କାର୍ଯ୍ୟରତ ବିଦ୍ୟୁୁତ୍ କର୍ମଚାରୀଙ୍କୁ ମାଡ , ଥାନାରେ ମାମଲା

ସଂଘ ପକ୍ଷରୁ ଦୃଢ଼ କାର୍ଯାନୁଷ୍ଠାନ , ନଚେତ  କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ବାରିପଦା(ଦିଲ୍ଲୀପ ମହାନ୍ତି):  ଗତ ଜୁନ ୪ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ କପ୍ତିପଦା ଥାନା ଅନ୍ତର୍ଗତ ବାଲେଶ୍ୱର ଗୋଲେଇସ୍ଥିତ ବିଦ୍ୟୁତ ଷ୍ଟ୍ରକଚରରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନସ କୁମାର ଜେନା ଓ…