Sign in
Sign in
Recover your password.
A password will be e-mailed to you.
ନିଖୋଜ ନାବାଳିକାଙ୍କ ଶବ ଉଦ୍ଧାର : ହତ୍ୟା ସନ୍ଦେହ
ବରଗଡ- ବରଗଡ଼ ଜଗଦଲପୁର ଥାନା ର ଲଖନପୁର (ଖୁଟଲିଡ଼ିହି) ଗ୍ରାମ ରେ ଏକ ନାବାଳିକା ମୃତ ଦେହ ଏକ ପରିତ୍ୟକ୍ତ କୂଅରୁ ମିଳିଛି । ମୃତ ନାବାଳିକା ଜଣକ ଗତକାଲି ଠାରୁ ନିଖୋଜ ଥିଲେ ।ପରିବାର ଲୋକେ ବହୁତ ଖୋଜାଖୋଜି କଲାପରେ ମଧ୍ୟ ପାଇନଥିଲେ । ଆଜି ମଧ୍ୟାହ୍ନ ସମୟରେ ପରିବାର ଲୋକ ଏକ ପରିତ୍ୟକ୍ତ କୂଅ…
ମୁଁ ବି ରକ୍ତ ମାଂସ ଶରୀରଧାରୀ ମଣିଷ ,ମନ୍ତ୍ରୀ ନହେବା ମତେ କିଛି ସମୟ ପାଇଁ ଖରାପ ଲାଗିଲା : ଜୁଏଲ
Sundargarh/ Horachand Deuria : “ମୁଁ ଜାଣିଛି ମୁଁ ମନ୍ତ୍ରୀ ହେଲିନି ବୋଲି ସେଥିପାଇଁ ଆପଣମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଟିକିଏ ମନଦୁଃଖ ଲାଗିଛି । ମୁ ମନ୍ତ୍ରୀ ନହେଲି ବୋଲି କାହିଁକି ମନ ଦୁଃଖ କରିବି ? ପ୍ରଥମ ଥର ଯେତେବେଳେ ମନ୍ତ୍ରୀ ହେଲି ମୋ ଠାରୁ କଣ ଯୋଗ୍ୟ କେହି ନଥିଲେ ? …
କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଉଦଯାପିତ
ନୂଆପଡା(ଅମିତ ପୁରୋହିତ); ନୂଆପଡା ଜିଲ୍ଲା ଖରିଆର ରୋଡ ସହରର ଟାଉନହଲ ଠାରେ ଏନ.ଏ.ସି ତରଫରୁ ୩ ଦିନିଆ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଉଦ୍ୟାପିତ ହୋଇଯାଇଛି । ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ରନାଥ ମହାରଣା ଙ୍କ ଅଧ୍ୟକ୍ଷତାରେ ସ୍ଥାନିୟ ବିଧାୟକ…
ଜେଇ ପହଂଚି ପାରିଲେନି, ହେଲେ ପହଂଚିପାରିଲେ ଜିଲ୍ଲାପାଳ
ବଲାଙ୍ଗିର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଝଡ଼ ବତାସ ଯୋଗୁଁ ପେଲେସଲାଇନ, ଇଛାପଡା, ସାଗର ପଡା ଓ ରାଜେନ୍ଦ୍ର ପଡା ଅଞ୍ଚଳରେ କେତେକ ସ୍ଥାନରେ ଗଛ ପଡି ଲାଇନ ତାର ଛିଣ୍ଡି ପଡିଥିଲା ହେଲେ ଦିର୍ଘ ୫ ଘଣ୍ଟା ବିତିଯାଇଥିଲେ ମଧ୍ୟ ଲାଇନ୍ ଆସି ନାହିଁ। ଏଥିରେ ଉତ୍ତ୍ୟକ୍ତ ହୋଇ…
” ଶିଶୁ ଶ୍ରମିକ ବ୍ୟବସ୍ଥାର ମୁଳୋତ୍ପାଟନ ଜରୁରୀ “
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁମାନଙ୍କ ନିମନ୍ତେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବ ଜୀବନ ନିରାଶ୍ରୟ ଓ ଦୃଷ୍ଟିହୀନ ଶିଶୁ ସେବା କେନ୍ଦ୍ର ଠାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ କାର୍ଯ୍ୟକ୍ରମ ପାଳନ…
“ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତ୍ରୀତ୍ୱ ଓଡିଶାର ଗ୍ରାମାଂଞ୍ଚଳରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବ”
ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପଙ୍କ ଭେଟିଲେ ସାହ
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ପରିଷଦରେ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ଓଡ଼ିଶାର ମୋଦି ଭାବେ ଜାତୀୟ ଗଣମାଧ୍ୟମରେ ପରିଚିତ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି ବଜରଙ୍ଗ ଦଳର ତାଙ୍କ…
ଦିବସ ପାଳନରେ ସିମୀତ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ବ୍ୟବସ୍ଥା
ଓଡଗାଁ : ଶିଶୁଶ୍ରମିକ ସମଗ୍ର ବିଶ୍ୱ ତଥା ଭାରତ ବର୍ଷରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ସାମ୍ପ୍ରତିକ ସମୟରେ ବ୍ୟବସ୍ଥାପିକା କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ଯତ୍ନଶୀଳ ହୋଇଥିଲେ ମଧ୍ୟ ଏ…
ଓଡଗାଁ ଦ୍ୱାଦଶ ତମ କ୍ରିକେଟ ଲିଗ୍ : ଦ୍ୱିତୀୟ ଦିନରେ ମହାବୀର ନାଇଟ ମାଷ୍ଟର ଓ ଇଲେଭେନ ଏମ୍ପୋରରର୍ସ ବିଜୟୀ
ଓଡ଼ଗାଁ : ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ ଓଡଗାଁ କ୍ରିକେଟ ଲିଗ୍ର ଦିତୀୟ ଦିନର ପ୍ରଥମ ମ୍ୟାଚ ମହାବିର ନାଇଟ ମାଷ୍ଟର ସିଭିଲ ଡିଫେନ୍ସ ଏକାଡେମୀକୁ ୧୩ ରନରେ ହରାଇ ବିଜୟ ହାସଲ କରିଛି । ଦିତୀୟ ମ୍ୟାଚରେ ଜୟହୋକୁ ହରାଇ ୧୧…
ଅଫିସରଙ୍କୁ ସଫଳତାର ଶ୍ରେୟ ଦେଲେ ପ୍ରଧାନମନ୍ତ୍ରୀ
ବିଭିନ୍ନ ମନ୍ତ୍ରଣାଳୟର ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଶାସନ କ୍ଷମତାସୀନ ଦଳ ପ୍ରତି ଲୋକମାନଙ୍କ ପୁନଃ ଆସ୍ଥା ପ୍ରକଟର ଶ୍ରେୟ ଅଧିକାରୀମାନଙ୍କର: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ(ଏସପିବ୍ୟୁରୋ) ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଦେଶର ଜନସାଧାରଣ କେନ୍ଦ୍ରରେ…
ନୂଆ ଜିଏସଟି ରିଟର୍ଣ୍ଣ ପାଇଁ ଟ୍ରାଞ୍ଜିସନ ପ୍ଲାନ
ନୂଆଦିଲ୍ଲୀ : ଟିକସଦାତାମାନଙ୍କୁ ସୁବିଧା ପ୍ରଦାନ କରିବା ଲାଗି ଜିଏସଟି ପରିଷଦର ୩୧ତମ ବୈଠକରେ ନୂଆ ଜିଏସଟି ରିଟର୍ଣ୍ଣ ବ୍ୟବସ୍ଥା ପ୍ରଚଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ନୂଆ ରିଟର୍ଣ୍ଣ ବ୍ୟବସ୍ଥାରେ ଟ୍ରାଞ୍ଜିସନକୁ ସରଳ କରିବା ଲାଗି ଏକ ଟ୍ରାଞ୍ଜିସନ ଯୋଜନା ପ୍ରସ୍ତୁତ କରାଯାଇଛି ।…