ମାସର ଚତୁର୍ଥ ଶନିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି

ଭୁବନେଶ୍ୱର : ମାସର ଚତୁର୍ଥ ଶନିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ସେହିପରି ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ଘଣ୍ଟ ମଧ୍ୟ ପୁନଃ ଧାର୍ଯ୍ୟ କରାଯାଇଛି  | ପରିବର୍ତ୍ତିତ ନିର୍ଘଣ୍ଟ ଅନୁଯାୟୀ  ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସମୟ …

ଶେଷରେ ପରିଶ୍ରାଗାରରୁ ମଧ୍ୟ………

ବାରିପଦା ପୌରପରିଷଦରେ ଦୁର୍ନୀତିକୁ ନେଇ ବିବାଦ ପିଛା ଛାଡ଼ୁନାହିଁ । ବାରିପଦା(ଶାସକ ପ୍ରଶାସକ)- ଦୁର୍ନୀତି କଣ ଜାଣିବାର ଓ ଦେଖିବାର ଅଛି ଯଦି ତେବେ ବାରିପଦା ପୌରପରିଷଦକୁ ଆସ ବୋଲି ଜନସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୦୪ ପରବର୍ତ୍ତୀ ସମୟରୁ ବାରିପଦା ପୌରପରିଷଦରେ ଦୁର୍ନୀତିକୁ…

ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କଳାହାଣ୍ଡି/ତୁଳମଣି ନାଗ: ଜଣେ  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା କରିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଏକ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅଧିନସ୍ତ ପାଡ଼େପଦର…

ନବୀନଙ୍କ “ସିଟ୍ ଫର ସପୋର୍ଟ” ଡିଲ ପଦାରେ ପଡିଯାଇଛି : ସତ୍ୟପ୍ରକାଶ

ରାଜ୍ୟସଭା ସିଟ୍ ସ୍କାମ୍ : ଅଶ୍ୱିନୀଙ୍କୁ ସମର୍ଥନ ଦେବା ପାଇଁ ନବୀନ କରିଛନ୍ତି ଡିଲ୍ ବିଜେପି ପ୍ରମୁଖ ବିରୋଧି ଦଳ ଭୂମିକା ତୁଲାଇବାର ନୈତିକତା ହରାଇଛି ଭୁବନେଶ୍ୱର (ଶାସକ ପ୍ରଶାସକ)  – ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଆଇ.ଏ.ଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ…

ଗେରୁଆ ହେଲେ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ବିଜେପି ସଭାପତି

ଭୁବନେଶ୍ୱର (ଶାସକ ପ୍ରଶାସକ) : କାଲି ମୁଖ୍ୟମନ୍ତ୍ରୀ କହିଦେଇଥିଲେ | ଆଉ ଆଜି ବହି ସଫା ହୋଇଗଲା  | ରାଜ୍ୟ ବିଜେପି ନେତାଙ୍କୁ ଆବାକାବା କରାଇ ପଦୁଅଁ ଧରିଛନ୍ତି ଖଣି ବ୍ୟବସାୟୀ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରେ ଡିରେକ୍ଟର ଥିବା ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ | ଦଳୀୟ ରାଜ୍ୟ…

ଆଦିତ୍ୟ ଇନ, ନିରଞ୍ଜନ ଆଉଟ

ପଞ୍ଚମ ପାଳି  କ୍ଷମତାକୁ ଆସିବା ପରେ ଅଫିସର ସ୍ତରରେ ବ୍ୟାପକ ଅଦଳ ବଦଳ  କୃପାସିନ୍ଧୁ ମିଶ୍ର ଲୋକସଂପର୍କ ବିଭାଗର ନୂଆ ନିର୍ଦେଶକ, ପ୍ରେମଚାନ୍ଦ ଚୌଧୁରୀ ବିଏମସି କମିଶନର ଭୁବନେଶ୍ବର : ନବୀନ ପଟ୍ଟନାୟକ ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ଆଇଏଏସ ଓ ବଶିଷ୍ଠ ଓଏଏସ ସ୍ତରରେ ବ୍ୟାପକ ଅଦଳବଦଳ…

ବିଭିନ୍ନ ଦାବୀ ନେଇ ବି.କେ.ଏମ.ୟୁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ…

ପାରଳାଖେମୁଣ୍ଡି/ Balakrisna Panigrahi : ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘର,ଜାଗା ଓ ପଟ୍ଟା,ଜଙ୍ଗଲଜମି ପଟ୍ଟା ଏବଂ କ୍ଷତିଗ୍ରସ୍ତ ସର୍ବହରାଙ୍କୁ ରୁଣ ପ୍ରଦାନ ଦାବୀରେ ଜିଲ୍ଲା ଭାରତୀୟ କ୍ଷେତ ମଜଦୁର ୟୁନିୟନ ବି.କେ.ଏମ.ୟୁ  ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ପାରଳାଖେମୁଣ୍ଡିରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲା ଭାରତ ସ୍ୱାଭିମାନ, ଯୁବ ଯୋଗ ଭାରତ, କିଶାନ ଯୋଗ ସେବା ସମିତି ଏବଂ ଜିଲ୍ଲା ପାତାଞ୍ଜଳି ଯୋଗ ସମିତିର ମିଳିତ ଆନୁକୁଲ୍ୟରେ  ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ…

ମେଲଛାମୁଣ୍ଡାରେ ପିଏଚସିରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ

ମେଲଛାମୁଣ୍ଡା,(ମନୋଜ ଭୋଇ) ଯୋଗ କରିବା, ନିରୋଗ ରହିବା ମନ୍ତ୍ରକୁ ଚରିତାର୍ଥ କରିବା ପାଇଁ ସାରା ଦେଶ ଆଜି ଦିନକୁ ଯୋଗ ଦିବସ ଭାବେ ପାଳନ କରିଥିବା ବେଳେ ଏଇ ମହାନ ପର୍ବରୁ ମେଲଛାମୁଣ୍ଡା ଅଂଚଳଟା ମଧ୍ୟ ବାଦ ପଡି ନ ଥିଲା । ମେଲଛାମୁଣ୍ଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କର୍ମଚାରୀଙ୍କ ଆୟୋଜନ…

ଘନାମାଲ ଗ୍ରାମରୁ ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘନାମାଲ ଗ୍ରାମରୁ ମେଲଛାମୁଣ୍ଡା ପୁଲିସ ଗୁରୁବାର ବିଲମ୍ବିତ ରାତ୍ରୀରେ ଏକ ବୃଦ୍ଧାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ମେଲଛାମୁଣ୍ଡା ଥାନା କେସ ନଂ ୬/୧୯ରେ ଏକ ମାମଲା ରୁଜୁ ହୋଇଛି । ମାମଲାଟିକୁ ଥାନା ଏଏସଆଇ…