Sign in
Sign in
Recover your password.
A password will be e-mailed to you.
ମ୍ୟାଲେରିଆ ଓ ଡେଙ୍ଗୁ ନିରାକାରଣ ଦିବସ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କିର୍କାକାନି ଉପକେନ୍ଦ୍ର ଠାରେ ମେଲେରିଆ ନିରାକରଣ ଦିବସ ପାଲନ କରାଯାଇଛି | SWF ଶତ୍ୟଭାମା ଶର୍ମା ଓ SWM ଖିତେନ୍ଦ୍ର ମାଝୀ ଯୋଗ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ | ଆସ ଓ କିର୍କାକାନି ugmeସ୍କୁଲର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ |…
ଫାଙ୍କୁଛନ୍ତି ବୀମା କମ୍ପାନୀ, ତାତିଲେଣି ଚାଷୀ
ପାଂଚ ଦଫା ଦାବୀ ନେଇ ଉପଜିଲ୍ଲାପାଳ ଅଫିସ ଘେରାଉ
Padmapur/ Nilambar Deep : ବିଗତ ପାଂଚ ବର୍ଷଧରି ପଦ୍ମପୁର ଉପଖଣ୍ଡର ଚାଷୀ ମରୁଡିର ଶିକାର ହେଉଛନ୍ତି । ସେମାନେ ଚାଷକୁ ବିମାଭୁକ୍ତ କଲେ ମଧ୍ୟ ବୀମା କମ୍ପାନୀ ଗୁଡିକ ବିଭିନ୍ନ ଆଳ ଦେଖାଇ ବୀମା ପ୍ରଦାନ କରିବାରେ ବିଳମ୍ବ କରୁଛନ୍ତି…
ଅନ୍ୟମନସ୍କତା ଓ ଦାୟିତ୍ୱହୀନତା ପାଇଁ ଏମିତି ବି ଅଘଟଣ ଘଟେ
ବସ ଦୁର୍ଘଟଣାରେ ୪ ମୃତ, ୩ ଗୁରୁତର
ବାରିପଦା/ Arabinda Das : ବସ ଚାଳକଙ୍କ ଅନ୍ୟମନସ୍କତା ଓ ଦାୟିତ୍ବହୀନତା କାରଣରୁ ଭୁବନେଶ୍ୱରରୁ ବାରିପଦା ଆସୁଥିବା ବେଳେ କଳ୍ପନା ନାମକ ଏକ ଘରୋଇ ଯାତ୍ରୀବସ ବସ ରାତି ପ୍ରାୟ ୧୨ଟା ବେଳେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି |…
ବଦଳିବ କେନ୍ଦ୍ର ରାଜ୍ୟ ସମ୍ପର୍କର ପରିଭାଷା : ଆରଂଭ ହେବ ନୂଆ ଯୁଗ !
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ "କେନ୍ଦ୍ର ସହ ଗଠନମୂଳକ ସହଯୋଗ"ର ସ୍ୱର
ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ, ମେଧା ଓ ସାମାଜିକ-ଅର୍ଥନୈତିକ ମାନଦଣ୍ଡ ଦେଖି ବୃତ୍ତି ପରିଷଦ ସ୍ଥାପନ
ଭୁବନେଶ୍ବର : ଆମ ଲକ୍ଷ୍ୟ ବିକାଶ | ସାଢେ ଚାରିକୋଟି ଓଡ଼ିଆଙ୍କ କଲ୍ୟାଣ ଓ ରାଜ୍ୟର ବିକାଶ ଆମ ପାଇଁ ସର୍ବାଦୌ…
ଭ୍ରାମ୍ୟମାଣ ଆଦାଲତ ପକ୍ଷରୁ ରାସ୍ତା ପାର୍ଶ୍ୱ ୪୫ ଜଣ ମାଂସ କଟାଳୀ ଦଣ୍ଡିତ
ବାରିପଦା(Dillip Mohanty)- ଜୀବେ ନିଷ୍ଠୁରତା ନିରାକରଣ ସମିତି(ଏସପିସିଏ) ଆନୁକୂଲ୍ୟରେ ବାରିପଦା ସବ-ଡ଼ିଭିଜନାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଏସ. ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପୌରପରିଷର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଅମାନୁଷିକ ଭାବେ…
ଅପହଂଚ ଇଲାକାରେ ପହଂଚିଲା ଜିଲା ପ୍ରଶାସନ, କାର୍ଯାନୁଷ୍ଠାନକୁ ଅପେକ୍ଷା
ମୌଳିକ ସୁବିଧାସୁଯୋଗରୁ ବଂଚିତ ଅନୁପଗଡ଼ ଗାଁ
କୋମନାରୁ ଭାଗିରଥି ଭୋଇ -ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଂଚାୟତର ବଣ ପାହାଡ ଘେରା ଗାଁ ଅନୁପଗଡ଼ । ଏଠି ବସବାସ କରନ୍ତି ୪୫ ଟି ଆଦିବାସୀ ପରିବାରର ଦେଢ ଶହ ରୁ ଅଧିକ ଲୋକ । ସ୍ୱାଧିନତାର ୭୨ ବର୍ଷ ପରେ ବି ଏଠି ମୌଳିକ ସୁବିଧା ସାତସପନ ।…
୫୦ ହଜାରରୁ ଉର୍ଦ୍ଧ ଟଙ୍କାର ଶାଳଗଣ୍ଡି ଜବତ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ବିଶେଷ ସୁତ୍ରରୁ ଖବର ପାଇ ଓଡଗାଁ ବନାଂଚଳ ଅଧକାରୀ ରବିନ୍ଦ୍ରନାଥ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ସରୀତା ବରାଳ, ବନରକ୍ଷୀ ଶୁଭେନ୍ଦୁ ନାୟକ, ଧରଣୀଧର ନାୟକଙ୍କ ସହିତ ପ୍ରୋଟେକସନ ସ୍କ୍ୱାଡଙ୍କୁ ସାଙ୍ଗରେ ନେଇ ଆମ୍ବପଡା ନିକଟସ୍ଥ କଇଠପଲ୍ଲୀ ଗାଁ ମୁଣ୍ଡ ଏକ…
ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର– ଓଡିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ବାଜିଙ୍କ ବିୟୋଗରେ ସେ ମର୍ମାହତ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବିଶିଷ୍ଟ…
କେନ୍ଦୁଝରରେ ସେଲର ଦ୍ଵିତୀୟ ଇସ୍ପାତ କାରଖାନା ଦାବି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅନୁରୋଧ…
ଭୁବନେଶ୍ୱର : ଓଡ଼ିଶାରେ ସେଲ ତରଫରୁ ଦ୍ଵିତୀୟ ରାଷ୍ଟ୍ରାୟତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିବା ବେଳେ ସେହି କାରଖାନା ଖଣିଜ ବହୁଳ କେନ୍ଦୁଝର…
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଗୌରେନମୁଣ୍ଡା ଗ୍ରାମରୁ ପୋଲିସ ଜଣେ ଯୁବକଙ୍କ ଝୁଳନ୍ତା ଶବ ଉଦ୍ଧାର କରିଛି।ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଶ୍ରୀପତୀ ରଣାଙ୍କ ପୁଓ ହେମନ୍ତ ରଣା(୧୯)ଏକ ନିମ୍ବ ଗଛରେ ବେକରେ ଫାଶି ଲଗେଇ ଝୁଳୁଥିବା ଦେଖି…