Sign in
Sign in
Recover your password.
A password will be e-mailed to you.
ବଦଳିଲେ ରଶ୍ମିତା, ଆସିଲେ ପବନ କଲ୍ୟାଣ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ବଦଳିଛନ୍ତି ବିବାଦୀୟ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା | ତାଙ୍କୁ ନିୟୋଜନ ନିର୍ଦ୍ଦେଶକ ତଥା ଓଦିଶା ଦକ୍ଷତା ବିକାଶ ସିଇଓ ଭାବେ ବଦଳି କରାଯାଇଛି | ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସିଇଓ ପାଟିଲ ରାଜେଶ ପ୍ରଭାକରଙ୍କୁ ପଞ୍ଚାୟତିରାଜ ବିଭାଗର…
ଜୁଆ ଆଡ୍ଡାରେ ଚଢାଉ : ଜୁଆଡି ଫେରାର, ୫ ବାଇକ ଜବତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମ ପଂଚାୟତର ମାଳିଆଝୋଲା ଲଣ୍ଡାବାଦୁ ମଝିରେ ଥିବା ଖଉଡା ତୋଟାରେ ଓଡଗାଁ ପୋଲିସ ଚଢାଉ କରୁଥିବା ବେଳେ ଜୁଆ ଖେଳାଳି ମାନେ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲେ । ପୋଲିସ ସେଠାରୁ ୫ଟି ବାଇକ ଜବତ କରିବାକୁ ସକ୍ଷମ ହୋଇଥିଲେ…
ଗଜପତି ପୋଲିସ ପକ୍ଷରୁ ପାଇଲଟ ପ୍ରଜେକ୍ଟ ସି-ଟିମ୍ ଉଦ୍ଘାଟିତ
ସାରାଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାବାସୀଙ୍କ ପ୍ରଶଂସା
Paralakhemundi/ Balakrusna panigrahi :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ପାରଲାଖେମୁଣ୍ଡି ପୋଲିସ ପକ୍ଷରୁ ନୂତନ ଭାବେ ମହିଳାମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଠ ପାଇଲଟ ପ୍ରଜେକ୍ଟ…
ସମାଜ’ ପକ୍ଷରୁ ଓଜସ୍ବିନୀ ଓଡିଶା ପ୍ରତିଯୋଗିତା:‘ଗୋପବନ୍ଧୁ ଭାରତର ଗର୍ବ’
ଭୁବନେଶ୍ବର:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ରାଜ୍ୟ ନୁହେଁ ସାରା ଭାରତର ଗର୍ବ ଓ ଉଜ୍ଜଳମୟ ତାରାକା। ଛାତ୍ରଛାତ୍ରୀ ପିଲା ଗୋପବନ୍ଧୁଙ୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଶନିବାର ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଆୟୋଜିତ ଓଜସ୍ବିନୀ ଓଡିଶା ଗୋପବନ୍ଧୁ ସ୍ମାରକୀ ତର୍କ…
ଆଇନଶୃଙ୍ଖଳା ନିୟନ୍ତ୍ରଣରେ ଘୁ. ଉଦୟଗିରି ପୁଲିସ ବିଫଳ
ଘୁ ଉଦୟଗିରି/ ଗଗନ କୁମାର ପ୍ରଧାନ : ଘୁ. ଉଦୟଗିରି ପୁଲିସ ଆଇନ ଶୃଙ୍ଖଳା ତଦାରଖ କରିବାରେ ବିଫଳ ହୋଇ ଥିବାର ଦେଖା ଦେଇଛି । ଶନିବାର ସନ୍ଧ୍ୟା ରେ ବନ୍ଧଛକ ଠାରେ ଏକ ଘଣ୍ଟା ପର୍ଯ୍ୟନ୍ତ ଗଣ୍ଡଗୋଲ ଲାଗି ରହି ଥିଲେ ମଧ୍ୟ ପୁଲିସ ପହଂଚି ପାରିନ ଥିଲା । ଯାହା ପାଇଁ ଟ୍ରାଫିକ ଜାମ ହୋଇ ଥିଲା ।…
ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ : ରୋଗୀଙ୍କ ସମ୍ପର୍କୀୟ-ଡାକ୍ତର ମୁହାଁମୁହିଁ
ବାରିପଦା(ଦିଲ୍ଲୀପ ମହାନ୍ତି )ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ଥରେ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବାର ସଙ୍ଗୀନ ଅଭିଯୋଗକୁ ନେଇ ହସ୍ପିଟାସଲ ପରିସରରେ ଉତ୍ତେଜନା ଦେଖା ଦେଇଛି । ସାରସକଣା ତେବେ ଗୋଟିଏ ପଟେ ମୃତକର ପରିବାର ପକ୍ଷରୁ…
ଗୋଟିଏ ରାତିରେ ପାଞ୍ଚଟି ଘରୁ ଚୋରି
ବାରିପଦା (ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ଗୋଟିଏ ରାତିରେ ୫ ଟି ଘରୁ ଚୋରି ଘଟଣା ସମଗ୍ର ସହରରେ କୁକୁଆ ଭୟ ସୃଷ୍ଟି କରିଛି।ଯାହାକୁ ନେଇ ସହରବାସୀ ନିଜ ଘରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ପ୍ରକାଶ ଥାଉ କି ଗତକାଲି ବିଳମ୍ବିତ ରାତ୍ରିରେ ବାରିପଦା ଟାଉନ ଥାନା ଅଧିନ ୯ ନମ୍ବର…
ଗୁଳିକାଣ୍ଡ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ବରଗଡ଼ ପୋଲିସ
ବରଗଡ଼/Nilambar Deep - ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଗତ ୯ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଡକାୟତିରେ ବିଫଳ ହେବା ପରେ ଅଭିଯୁକ୍ତମାନେ ଗୁଳିକାଣ୍ଡ ଓ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏହି କଥା ଶନିବାର ବରଗଡ଼…
ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ଯୋଗୁ ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ପାଇଲେ ମୁକ୍ତି
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ମୁକ୍ତ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ ଭୁବନେଶ୍ୱର -ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କ ସମେତ 5…
ତୃତୀୟ ମହଲାରେ ଭେଟି କଥାହେଲେ ବଳଦେବ ଜୀଉ ମନ୍ଦିର ସେବାୟତ
ସମସ୍ୟା ସମାଧାନ ପାଇଁ ଖୁବ ଶୀଘ୍ର ବାରିପଦା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ ବାରିପଦା : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହରି ବଳଦେବ ଜୀଉ ମନ୍ଦିର ସେବାୟତ | ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ଦିର ସମସ୍ୟା ଓ ସେମାନଙ୍କ ସମସ୍ୟା ସମ୍ପର୍କରେ କଲେ ଆଲୋଚନା | ସେମାନଙ୍କ ଓ ମନ୍ଦିରର ସମସ୍ୟା…