Sign in
Sign in
Recover your password.
A password will be e-mailed to you.
ସିନ୍ଦୁର କଲା ପ୍ରତାରଣା : ପ୍ରଥମ ଦିନରୁ ଯନ୍ତ୍ରଣା
ବରଗଡ / ପାଇକମାଲ :- କେତେ ସ୍ବପ୍ନ ଦେଖିଥିଲା ତା ସିନ୍ଦୁରକୁ ନେଇ ! ହେଲେ ତା ସିନ୍ଦୁର ଯେ ଶାଶୂଘରେ ପାଦ ଦେଉ ଦେଉ ଦାଉ ସାଧିବା ସେଟା ଥିଲା ତା କଳ୍ପନା ବାହାରେ | ଅମଣିଷଙ୍କ ହାବୁଡ଼ରେ ପଶିଯାଇଥିଲା ସେ | ପ୍ରଥମ ଦିନରୁ ଆରମ୍ଭ ହୋଇଯାଇଥିଲା ତା ଉପରେ ନିର୍ଯାତନା | ପାଇକମାଲ ବ୍ଲକ…
“ଗାନ୍ଧିବାଦ ପାଇଁ ଜୀବନକୁ ବାଜି ଲଗାଇଥିଲେ ମହମ୍ମଦ ବାଜି’ : ରଘୁନନ୍ଦନ
ଭୁବନେଶ୍ୱର(ଶାସକ ପ୍ରଶାସକ) ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ତଥା ନିରଳସ ରଚନାତ୍ମକ କର୍ମୀ ମହମ୍ମଦ ବାଜିଙ୍କ ପରଲୋକରେ ଜଳସଂପଦ, ସୂଚନା ଓ ଲୋକସଂ ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକବ୍ୟକ୍ତ କରିଛନ୍ତି |ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ମହମ୍ମଦ ବାଜିଙ୍କ ବିୟୋଗ…
ଆନ୍ତର୍ଜାତିକ ନିଶା ଅପବ୍ୟବହାରକୁ ଅବୈଧ କାରବାର ନିରୋଧ ଦିବସ ୨୦୧୯ ପାଳିତ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଓ ଅବକାରୀ ବିଭାଗ , ଗଜପତିଙ୍କ ଦ୍ୱାରା ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ଦିବସ ନିରୋଧ ଦିବସ ୨୦୧୯ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ…
ଫନି କ୍ଷୟକ୍ଷତି ୯୩୩୬.୨୭ କୋଟି, ମିଳିଛି ୭୮୮.୮୭୫ କୋଟି ଟଙ୍କା
ଋିଲିଫ, ପୁନରୁଦ୍ଧାର ପାଇଁ ଦିଆଯାଇଛି ୧୪୮୧.୨୫ କୋଟି୧୯ ବର୍ଷରେ ଓଡ଼ିଶାର ଦାବି ୩୮୦୯୪ କୋଟି, ପାଇଛି ୪୫୭୨ କୋଟି
ଭୁବନେଶ୍ୱର, ୨୭ା୦୬: ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ସାଧାରଣ ସଂପତ୍ତି, ବାସଗୃହ, ଫସଲ, ଗୃହପାଳିତ ପଶୁପକ୍ଷୀ, ଡଙ୍ଗା, ଜାଲ ଆଦି ବ୍ୟକ୍ତିଗତ ସଂପତ୍ତିର…
ରାଜ୍ୟରେ ୧୪୧ଟି ଜଳସେଚନ ପ୍ରକଳ୍ପ ପୂରା ଓ ୩୯୩ ପ୍ରକଳ୍ପ ଆଂଶିକ ଅଚଳ
ଜଳସଂପଦ ମନ୍ତ୍ରୀଙ୍କ ଜିଲ୍ଲାରେ ନାହିଁ ଜଳସେଚନ ପ୍ରକଳ୍ପ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଏଣିକି ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ ଆଉ ସମ୍ଭବ ନୁହେଁ । ଏ ନେଇ ଜମି ଅଧିଗ୍ରହଣ ବେଳେ ବଡ଼ ଧରଣର ବିସ୍ଥାପନ ସମସ୍ୟା ସହିତ ଜଟିଳ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଫଳରେ…
କଂଗ୍ରେସ ନେତ୍ରୀ ଦୟାମୟୀ ରଥଙ୍କୁ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର – ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ କମିଟିର ପୂର୍ବତନ ସଭାପତି, ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ସାଧାରଣ ସଂପାଦିକା ବିଶିଷ୍ଟ ନାରୀନେତ୍ରୀ ଦୟାମୟୀ ରଥଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଆଜି ପୂର୍ବାହ୍ନରେ ସ୍ୱର୍ଗତା ରଥଙ୍କର…
ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ : ଚୋରା ମଦ ବେପାରୀଙ୍କୁ ଗିରଫକର
ଶଙ୍ଖେଶ୍ୱର,ଖରିତୁଠ ଓ ଜପା ଗ୍ରାମରେ ଅବକାରୀ ଚଢାଉ
ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଆଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବେଆଇନ ଚୋରା ମଦ ବେପାରୀଙ୍କ ଉପରେ ଚଢାଉ…
ଜିଲାର ବିକାଶ ପାଇଁ ଗଣମାଧ୍ୟମର ସହଯୋଗ ଲୋଡିଲେ ଜିଲ୍ଲାପାଳ
ଜଗତସିଂହପୁର(ରମେଶ ମହାନ୍ତି)-ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର ଟେକ୍ନୋଲୋଜି,ଟ୍ରାନସ୍ପରେନ୍ସି,ଟିମ ୱାର୍କ,ଟ୍ରାନ୍ସ୍ ଫରମେସନ୍,ଓ ଟାଇମ୍ ଉପରେ ଧ୍ୟାନଦେଇ କାର୍ଯ୍ୟକରିବାକୁ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ନୂତନ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର…
ଧୋକାବାଜ ପ୍ରେମିକ ଗଲା ଜେଲ ହାଜତ
ମେଲଛାମୁଣ୍ଡା,(ଶାସକ ପ୍ରଶାସକ): ପ୍ରେମ ସଂପର୍କ ଠିକ ଚାଲିଥିବା ବେଳେ ଗୁଡ ଠାରୁ ମଧ୍ୟ ଅଧିକ ମିଠା ହୋଇଥିବା ବେଳେ, ବିଗିଡିଗଲେ ନିମ୍ବ ଠାରୁ ମଧ୍ୟ ଅଧିକ ପିତା ହୋଇଥାଏ । କିଛି ଲୋକ ପ୍ରେମକୁ ସତ୍ୟ, ଚିରନ୍ତନ ଭାବେ ଗ୍ରହଣ କରିଥିବା ବେଳେ କିଛି ଲୋକ ପ୍ରେମକୁ ବାସନା ଭାବେ ବିଚାରକୁ…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ ଚୁଡ଼ାନ୍ତ ପର୍ଯ୍ୟାୟରେ
ବାରିପଦା(ଅରବିନ୍ଦ ଦାସ )- : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୂଙ୍କ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତରେ ଚାଲିଥିବା ରଥ ନିର୍ମାଣ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ଚଳିତ ବର୍ଷ ଜୁଲାଇ…