Sign in
Sign in
Recover your password.
A password will be e-mailed to you.
ଝିଣ୍ଟିକା ମାରି ବଣି ପୋଷୁଛି ଅବକାରୀ ବିଭାଗ
ତିର୍ତ୍ତୋଲ : ବିଭାଗ ପ୍ରୋତ୍ସାହନରେ ଚାଲିଛି ଚୋରା ମଦ ଗଞ୍ଜେଇ କାରବାର !
ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ତିର୍ତ୍ତୋଲ ଥାନା ଅଞ୍ଚଳ ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ଛତୁ ଫୁଟିଲା ପରି ମଦଦୋକାନ ଖୋଲିବାରେ ଲାଗିଛି।ଦୋକାନିଙ୍କ ଟାର୍ଗେଟ ପୂରଣ କରିବା ପାଇଁ ପାରାଦ୍ବୀପ/ତିର୍ତ୍ତୋଲ…
ଵିଵାଦୀୟ ଜିଏମଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାରୁ ସମିତିର ସ୍ୱାଗତ
ଦଶମାଇଲରେ ଦୁଗ୍ଧ ସମବାୟ ସମିତିର ବୈଠକ
ସୋହେଲା(ଶାସକପ୍ରଶାସକ)-ସୋହେଲା ନିକଟସ୍ଥ ଦଶମାଇଲଛକଠାରେ ଆଜି ଦୁଗ୍ଧ ସମବାୟ ସମିତି ଓ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଡେଶିରା ଦୁଗ୍ଧ ସମବାୟ ସମିତର ସଭାପତି ଭୀମ ବାରିକଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର…
ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଜନଜାତି ସମାବେଶ
ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ -ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଭବାନୀଭବନ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶାଳ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ…
ଆଠଗଡ଼ରେ ଜଳିଲା କମଳ ଜ୍ୟୋତି
ଆଠଗଡ : ଆଠଗଡ ନିର୍ବାଚନମଣ୍ଡଳୀର ବିଭିନ୍ନ ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଗାଁ ଗାଁରେ ବୁଲି ଆଜି କମଳ ଜ୍ୟୋତି | କଟକ ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ତଥା ଟାଣୁଆ ଯୁବ ନେତା ପ୍ରଦୀପ ଶାହଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତାମାନେ ଆଠଗଡ ଜୋନ ୧ ଅନ୍ତର୍ଗତ ସଠିଲୋ ଗ୍ରାମ…
୫ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଡିଏସପି
ନୂଆପଡ଼ା(ଅମିତ କୁମାର ପୁରୋହିତ) ; ସଦର ପୁଲିସ ଡିଏସପି ଏକ ଆଟୋ୍ରସିଟି ଆକ୍ଟ ରେ କମ୍ପାନସେସନ କରାଇଦେବା ପାଇଁ ଜଣ ଙ୍କ ଠାରୁ ୫ହଜାର ଟଙ୍କା ଲାଚଂ ନେଉଥିବା ଅଭିଯୋଗରେ ନୂଆପଡ଼ା ଭିଜିଲାନ୍ସ ହାତତରେ ଧରାପଡି ଅଟକ ରଖିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ୬/୨/୨୦୧୯ରେ ଖଡିଆଳ ବ୍ଲକ…
ଅନ୍ତଃଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶାର ମଞ୍ଜୁ ମୁଣ୍ଡାଙ୍କୁ ସ୍ବର୍ଣ୍ଣ
ଜେଏସପିଏଲ ଫାଉଣ୍ଡେସନ ପ୍ରୋତ୍ସାହନରେ ମଞ୍ଜୁଙ୍କ "ସୁନା" ସ୍ବପ୍ନ ହେଲା ସାକାର
ବଡ଼ବିଲ: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମର ସୁଶ୍ରୀ ମଞ୍ଜୁ ମୁଣ୍ଡା, ରୁଷିଆର ମସ୍କୋ ଠାରେ ଚାଲିଥିବା ମସ୍କୋ ଉଷୁ ଷ୍ଟାର 2019 ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି…
ପୁଣି ଜଣେ ବାଇକ ଚୋର ଗିରଫ: ୨ ଚୋରି ବାଇକ ଜବତ
ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ପୋଲିସ ବାଇକ ଚୋରି ଅଭିଯୋଗରେ ଜଣକୁ ଗିରଫ କରି ଦୁଇଟି ବାଇକ ଜବତ କରିବାରେ ସଫଳ ହୋଇଛି। ଗିରଫ ଜଣକ ହେଉଛନ୍ତି ଝାଡ଼ଖଣ୍ଡ ରାଜ୍ୟ ମଝିଗାଓଁ ଅଞ୍ଚଳର ଜୁରିଆ ଗୋପ। ପୋଲିସ ସୂତ୍ରରୁ ପ୍ରକାଶ ଯେ ଜୁରିଆ ବଡ଼ବିଲ ଅଞ୍ଚଳରୁ ବାଇକ ଚୋରି କରି ନକଲି ନମ୍ବର ପ୍ଲେଟ…
ମୋଦି ସରକାର ଯାହା କୁହନ୍ତି, ତାହା କରନ୍ତି-ଧର୍ମେନ୍ଦ୍ର ପ୍ରଧାନ
ଓଡିଶା ସରକାର ଲମ୍ବା ସମୟ ଧରି ଚାଷୀଙ୍କୁ ଧୋକା ଦେଇପାରିବେ ନାହିଁ-ରାଧାମୋହନ ସିଂହ
"ବିଗତ ୧୦ରୁ ୧୫ ବର୍ଷ ମଧ୍ୟରେ ଦୁଇ ଥର ବିଧାନସଭାରେ ଭାଗଚାଷୀ ମାନଙ୍କୁ ଅଧିକାର ଦେବା ପାଇଁ ରାଜ୍ୟ ସରକାର ବିଲ୍ ଆଣିବାର ପ୍ରସ୍ତାବ କରିଥିଲେ । ବିଲ୍ କୂଆଡେ ଗଲା । ଅଧିକାର କାହିଁ, କିଏ ଭାଗଚାଷୀ, କେଉଁ…
ଉତ୍କଳ ବିପନ୍ନ ସହାୟତା ସମିତି ଗୋଟିଏ ସଂସ୍କାରର ନାମ : ଧର୍ମେନ୍ଦ୍ର
ଓଲଟପୁରରେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ
ଉତ୍କଳ ବିପନ୍ନ ସହାୟତା ସମିତି ଓଡିଶାର ଗୋଟିଏ ଅଗ୍ରଣୀ ସ୍ୱୟଂସେବୀ ସଂଗଠନ
ବାତ୍ୟା, ବନ୍ୟା ଓ ମରୁଡି ପ୍ରପୀଡିତ ରାଜ୍ୟରେ ବିପନ୍ନ ଲୋକମାନଙ୍କୁ ସାମାଜିକ ସାହାଯ୍ୟ ଯୋଗାଇଦେବାର ୪୫…
ଶ୍ରୀଶ୍ରୀ ଆଖଣ୍ଡଳମଣୀଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି ବୈଠକ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଆରଡ଼ି ଧାମର ଶ୍ରୀଶ୍ରୀବାବା ଆଖଣ୍ଡଳମଣୀଙ୍କ ମହାଶିବରାତ୍ରୀ ଉସôବ ଶାନ୍ତି ଓ ଶୃଙ୍ଖଳାର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଲୋଚନାକ୍ରମେ…