Sign in
Sign in
Recover your password.
A password will be e-mailed to you.
ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେକ ନାସିର: ପ୍ରଶାସନ ଓ ବସ ମାଲିକଙ୍କ ନିଘାନାହିଁ କି ପଘା ନାହିଁ
କଳ୍ପନା ବସ ଦୁର୍ଘଟଣା :ସମ ହସପିଟାଲରେ ଖର୍ଚ ମୁଣ୍ଡାଇ ପରିବାର ନୟାନ୍ତ
ବାରିପଦା (ଦିଲ୍ଲୀପ ମହାନ୍ତି)- ବାଲେଶ୍ୱର ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥର ବୈଶିଙ୍ଗା ଥାନା ଆଗ୍ରିଆ ହନୁମାନ ମନ୍ଦିର ସମ୍ମୁଖରେ ଗତ ଜୁଲାଇ ୨୭ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ…
ଛିଃ ଛିଃ ଛିଃ ଛିଃ …..ଇଏ କେମିତିକା ଭିଣୋଇ…..!!!
କଲେଜ ଛାତ୍ରୀ ମୃତ୍ୟୁ ଘଟଣା ,ତଦନ୍ତ ଆରମ୍ଭ କଲା ଜ଼ିଲ୍ଲା ପ୍ରଶାସନ କୁକର୍ମ ପରେ ହତ୍ୟା କରା ଯାଇଥିବା ଅଭିଯୋଗ କଲେ ପରିବାର
G. Udayagiri/ Gagan Kumar Pradhan : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକର ମାଲିକାପରି ଗ୍ରାମ. ଗତ 1.2.2018 ତାରିଖରେ ସେହି ଗ୍ରାମର ସ୍ମରଜିତ ନାୟକ…
ଛାମୁ ଯାହା ଦେଲେ ହରସେ ,ପାଉ ପାଉ ଗଲା ବରଷେ
ପଦ୍ମପୁର/ ନିଳାମ୍ବର ଦୀପ
ସ୍ଥାନୀୟ ମହୁଲପାଳି ଗ୍ରାମ ପଞ୍ଚାୟତ ରାଜୀବ ଭବନ ଠାରେ ରାଜବୋରାସମ୍ବର କୃଷକ ସଙ୍ଗଠନର ସଭାପତି ଶ୍ରୀଯୁକ୍ତ ବାଞ୍ଛାନିଧି ପଣ୍ଡା ଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭା ରେ ଗତ ୨୦୧୮ଖରିଫ ଋତୁ ରେ ଓରିଏଣ୍ଟାଲ୍ ବୀମା କମ୍ପାନୀ ତରଫରୁ…
ଦିନ ଦ୍ୱିପହରରେ ୧୦ ଲକ୍ଷ ଲୁଟ ଘଟଣା,୨ଯୁବକ ଜଣେ ନାବାଳକ ଗିରଫ
୭.୭୦ଲକ୍ଷ,୨ବାଇକ,୨୭ମୋବାଇଲ ଫୋନ ଜବତ
ନୂଆପଡ଼ା,(ଅମିତ ପୁରୋହିତ); ନୂଆପଡ଼ା ସହର ଭିତରେ ଗତ ୧୮ତାରିଖ ଦିନ ଦ୍ୱିପହରରେ ୧୦ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହେଲା ପରେ ଏହି ଘଟଣାରେ ସଦର ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା । ଦୁଇ ଜଣ ଯୁବକ ସହିତ ଜଣେ ନାବାଳକ କୁ…
ପୋଲିସ ଚଳାଇଛି ଦମନ ଲୀଳା : ବିଧାୟିକା କୁସୁମ
ସୁନ୍ଦରଗଡ଼ ସଦର ବିଧାୟିକା ଙ୍କ ସାମ୍ବାଦିକ ସମ୍ମିଳନୀସୁନ୍ଦରଗଡ଼ ଜିଲ୍ଲାର ହେମଗିର ଥାନା ଅଧୀନରେ ଥିବା କନିକା ବିଟହାଉସ ଘଟଣାରେ ପୋଲିସ ର୍ କାର୍ଯ୍ୟାନୁଷ୍ଠାନ କୁ ବିରୋଧ। |
ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ : ଏକ ଦୁର୍ଘଟଣା ଘଟିଥିବା ଜଣେ ବ୍ୟକ୍ତିଙ୍କମୃତ୍ୟୁ କୁନେଇ ୪ ତାରିଖରେ ଉତ୍ୟକ୍ତ…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ଜନ୍ମବେଦୀରେ ପହଁଞ୍ଚିଲେ ଚତୁର୍ଦ୍ଧାମୂର୍ତ୍ତି
ବାରିପଦା (ଦିଲ୍ଲୀପ ମହାନ୍ତି/ ଅରବିନ୍ଦ ଦାସ )- ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ମହାପ୍ରଭୂଙ୍କର ସାନ୍ନିଧ୍ୟ ଲାଭ ବଡ଼ଦାଣ୍ଡରେ ହିଁ ସମସ୍ତ ଭକ୍ତଙ୍କୁ ମିଳିଥାଏ, ଯାହା ଶ୍ରୀମନ୍ଦିର ମଧ୍ୟରେ ସମ୍ଭବ ହୋଇ ପାରି ନଥାଏ…
ହେ ଭଗବାନ… ଇଏ କି ପ୍ରକାର ମାନସିକତା : ଏଟା ମଣିଷ ନା ପଶୁ !!!
୧୭ ମାସ କନ୍ୟା ସନ୍ତାନକୁ ଦୁଷ୍କର୍ମ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ଖୁଣ୍ଟା ଥାନା ଅଞ୍ଚଳରେ ଏକ ଯୁବକ ୧୭ ମାସର କନ୍ୟା ସନ୍ତାନ ସହ ଦୁଷ୍କର୍ମ କରିଥିବା ବିଷୟକୁ ନେଇ ଥାନାରେ ଜୁଲାଇ ୫ରେ ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ…
ପରିବେଶ ସଚେତନତା ସୃଷ୍ଟି କଲେ ସ୍କୁଲ ଛାତ୍ରଛାତ୍ରୀ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ପ୍ରମୁଖ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ପରବେଶ ସମ୍ପର୍କିତ ପଥପ୍ରାନ୍ତ ନାଟକ ଓ ସଭା ଅନୁଷ୍ଠିତ ହୋଇଯାଇଛି । ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଲୋଗାନ…
ଉଦାସୀନ ଓଡଗାଁ ଏନଏସି କର୍ତ୍ତୃପକ୍ଷ, ଚିନ୍ତାରେ ଜନସାଧାରଣ
ସବୁ ଜାଗାରେ କୁଢ଼ କୁଢ଼ ଅଳିଆ, ଘଟିପାରେ କିଛି ବି ଅଘଟଣ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ ଗଠନହେବା ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଧା ଆବର୍ଜନା ମୁକ୍ତ ହୋଇ ପାରିଲା ନାହିଁ ଓଡଗାଁ ଏନଏସି । ସଫେଇ କର୍ମଚାରୀ ଓ ଠିକା ସଂସ୍ଥା ମଧ୍ୟରେ…
ଦୃଢ ସଂଗଠନ ଲୋକଙ୍କ ବିଶ୍ୱାସ ଜିତିବ – ଧର୍ମେନ୍ଦ୍ର ପ୍ରଧାନ
ଓଡିଶାରେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
୩୭ ହଜାର ବୁଥରେ ଦଳ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟ ବିଜେପି ୨୧ ଲୋକସଭା ଓ ବିଧାନସଭା ୧୨୦+ ମିଶନ ପୂରା କରିବାକୁ ହେଲେରାଜ୍ୟରେ ସଦସ୍ୟ ସଂଖ୍ୟା ୫୦ ଲକ୍ଷରେ ପହଁଚେଇବାକୁ ହେବ ରାଜ୍ୟରେ ବିଜେପି ସରକାର…