Sign in
Sign in
Recover your password.
A password will be e-mailed to you.
୧୫ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ଲକ୍ଷ୍ୟ ପୁରଣ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର:ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଅଧ୍ୟକ୍ଷତା କରିବା ସହିତ ନିର୍ବାଚନ ଇସ୍ତାହାର ଦିଆ ଯାଇଥିବା ପ୍ରତିଶ୍ରୁତି ଓ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ…
ବାଲେଶ୍ୱରରେ ରଥଟଣା ଶେଷ : ବାଲିଘାଟରେ ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ
ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱରର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚିଛି । ଗତକାଲି ବିଗ୍ରହମାନଙ୍କୁ ପହଣ୍ଡି ବିଜେ ସହ ରଥାଋଢ଼ କରାଯିବା ପରେ ଆଜି ଭକ୍ତମାନେ ରଥଟାଣି ମହାପ୍ରଭୁଙ୍କୁ ମାଉସୀମା ମନ୍ଦିର ନିକଟରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ସହର…
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉଙ୍କ ଘୋଷ ଯାତ୍ରା
ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ଟାଣିଲେ ହଜାର ହଜାର ମହିଳା ଭକ୍ତ ।
ବାରିପଦା(ଦିଲ୍ଲୀପ ମହାନ୍ତି )- ଜନ ସମୂଦ୍ରରେ ଦିଶୁ ନ ଥିଲା ପଥ । ଲକ୍ଷାଧିକ ଭକ୍ତଙ୍କ ଗହଳିଚହଳିରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ । ଜୟ ଜଗନ୍ନାଥ ଧ୍ୱନୀ ସହିତ ଶଙ୍ଖ, ମୃଦଙ୍ଗ, ସଂକୀର୍ତ୍ତନ ଚତୁର୍ଦ୍ଧିଗର ଗଗନ…
ବର୍ତ୍ତମାନର ଆବଶ୍ୟକତା ପାଇଁ ଭବିଷ୍ୟତକୁ ଉପେକ୍ଷା କରନାହିଁ : ହନୁମନ୍ତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଏମିତି ଏକ ଦିନ ଆସିବ ସେତେବେଳେ ଗଛ ନଥିବ । ଫୁଲ ନଥିବ କି ଫଳ ନଥିବ । ପାଣି ନଥିବ କି ପ୍ରାଣୀ ମଧ୍ୟ ନଥିବେ । ତେଣୁ ବର୍ତ୍ତମାନର ଆବଶ୍ୟକତା ପୁରଣ କରିବା ପାଇଁ ଭବିଷ୍ୟତକୁ ଉପେକ୍ଷା କରନାହିଁ । ପରିବେଶ ସପ୍ତାହ ପାଳନ ଅବସରରେ ଓଡଗାଁ ରଘୁନାଥ ସମବାୟ…
କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା
କଳାହାଣ୍ଡି/ତୁଳମଣି ନାଗ
ଝାରଖଣ୍ଡରେ ଅମାନବୀୟଭାବରେ ମବ ଲିଚିଙ୍ଗ ନାମରେ ST.SC.OBC ଏବଂ Minority ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଭବାନୀପାଟଣା ଠାରେ ଧାରଣା ପ୍ରଦର୍ଶନ କରିଥିଲା I ଦିଗତ ଚାରି ବର୍ଷ…
କୁଖ୍ୟାତ ଅପରାଧିକୁ ଗିରଫ କଲା ପୋଲିସ
ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ
ରେଢ଼ାଖୋଲ ପୋଲିସ ଫେରାର୍ ଥିବା ଜଣେ କୁଖ୍ୟାତ ଅପରାଧି କୁ ଗିରଫ କରିଛି I ପ୍ରକାଶ ଯେ ରେଢ଼ାଖୋଲ ଅଞ୍ଚଳର ବହୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ଶୁଣ୍ଢିମୁଣ୍ଡା ନୂଆସାହି ର କାର୍ତ୍ତିକ ଓରଫ କାର୍ତ୍ତିକେଶ୍ୱର ନାଏକ (୩୨) ବିରୋଧ ରେ ୧୮ ଟି…
ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦ୍ଦେଶ : ଅଧ୍ୟାପକ ଓ ଅଧ୍ୟାପିକା ମାନେ ୭ ଘଣ୍ଟା ଡିଉଟି କରିବେ
ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀରେ ୭୫% ଉପସ୍ଥାନ ବାଧ୍ୟତାମୂଳକ
୭୫% ଉପସ୍ଥାନ ନହେଲେ ବର୍ଷ ଶେଷ ପରୀକ୍ଷାରୁ ବଂଚିତ ହେବେ ଛାତ୍ରଛାତ୍ରୀ
ଅନିୟମିତ ପିଲାଙ୍କ ଅଭିଭାବକଙ୍କୁ ଫୋନ ଏସଏମଏସ ରେ ଦିଆଯିବ ସୂଚନା
ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ)
ଉଚଶିକ୍ଷା କ୍ଷେତ୍ରରେ ସଂସ୍କାର…
ମୀନ ଓ କସ୍ୟପ ଅବତାରରେ ଦର୍ଶନ ଦେଲେ ଠାକୁର
ଗାଇସିଲେଟ/କେଦାର ନାଥ ସାହୁ
ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ରଥ ଟଣା ହୋଇଥିଲା।ବ୍ଲକର କଟାବାହାଲ ପଞ୍ଚାୟତରେ ଆଜି ଘୋଷଯାତ୍ରା ଅନୁଷ୍ଠିତ ହୋଇଥିବାବେଲେ , ଗତକାଲି ତାଲପାଲି ଠାରେ ମାଉସୀ ମନ୍ଦିରକୁ ପହଞ୍ଚିଥିବା ଚତୁର୍ଦ୍ଦା ମୁରତୀଙ୍କ ଅବତାର ଆଜି ଆରମ୍ଭ…
କୁଆଡେ ଯାଇଛି ବିକାଶ : ଦଦରା ଘରେ ଜୀବନ ବିତାଉଛନ୍ତି ଅସହାୟ ବିଧବା ପୁତନା ଓ ମାନସିକ ରୋଗାକ୍ରାନ୍ତ ପୁଅ
ସିନାପାଲି/ ନିରାକାର ମେହେର
ନୁଆପଡା ଜିଲ୍ଳା ସିନାପାଲି ବ୍ଳକ ର କେନ୍ଦୁମୁଣ୍ଡା ଗ୍ରାମର ପୁତନା ଜଗତ ,ବୟସ ପାଖା ପାଖୀ 60 ଟପିଲାଣି , ଆଉ ଜମିବାଡି ବଲି କିଛି ନାହି ତାଙ୍କପାଖରେ ଭଙ୍ଗା ଦଦରା ଘରେ ବିଧବା ପୁତନା ଜଗତ, ସେବା କରି ଚାଲିଛନ୍ତି ନିଜ ଭେଣ୍ଡିଆ ପୁଅର ମାଁ, କାରଣ ପୁଅ ଜନ୍ମ…
ମଧ୍ୟବିତ୍ତଶ୍ରେଣୀର ଜନସାଧାରଣଙ୍କୁ ନିରାଶ କରିଛନ୍ତି : ପ୍ରଦୀପ ଦେବତା
ବରଗଡ଼ : ପରମ୍ପରା ରହିଛି, ପ୍ରଥମବର୍ଷରେ ନିରାଶାଜନକ ବଜେଟ ଓ ପଞ୍ଚମବର୍ଷରେ ବିଭିନ୍ନ ଯୋଜନାରେ ଭରପୂର ନିର୍ବାଚନୀ ବଜେଟ । ଅର୍ଥମନ୍ତ୍ରୀ ସୀତାରମଣ ସେଇ ପରମ୍ପରାକୁ ଆଉପାଦେ ଆଗକୁ ବଢାଇ, ଯାହାଙ୍କ ଭୋଟରେ ବିପୁଳ ବିଜୟ ହାସଲକରି ଦ୍ୱିତୀୟଥର ପାଇଁ ଶାସନକୁ ଆସିଛନ୍ତି, ସେଇ…