ଚୋରା ନିଶା କାରବାର କରୁଥିବା ବେପାରୀ ଗିରଫ

ପଦ୍ମପୁର(ନୀଳାମ୍ବର ଦୀପ): ବେନିୟମ ଭାବରେ ଚାଲିଥିବା ନିଶା କାରବାରକୁ ରୋକିବା ପାଇଁ ପଦ୍ମପୁର ପୋଲିସ ପକ୍ଷରୁ ଅବ୍ୟହାତ ରହିଥିବା ବେଳେ ପୋଲିସ ପୁଣି ଏକ ନିଶା ବେପାରୀ କୁ ଗିରଫ କରିଛି। ଆଇ.ଆଇ.ସି ଙ୍କ ସୂଚନା ଅନୁଯାୟୀ  ବେନିୟମ କଫସିରପ ବ୍ୟାପାର କରୁଥିବା ଅଭିଯୋଗରେ ଚିତ୍ତରଞ୍ଜନ ଦାସ ନାମକ…

ସକାଳୁ ସକାଳୁ ବୁଲେଟ ଗର୍ଜ୍ଜିଲା, ଟାର୍ଗେଟ ହେଲେ ଦୁଇ ଭାଇ

ଦୁର୍ବୁତ୍ତଙ୍କ ଗୁଳି ମାଡରେ ୨ ଭାଇ ଗୁତୁତ୍ତର, ବ୍ୟବସାୟୀକ ଶତ୍ରୁତାରୁ ଗୁଳିମାଡ଼ ସନ୍ଦେହ । ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦର ୧୫ ନମ୍ବର ୱାର୍ଡ ଲିଙ୍କ ରୋଡ଼ରେ ଜୁଲାଇ ୮ ପ୍ରାତଃ ପ୍ରାୟ ସାଢ଼େ ୬ ପାଖାପାଖି ସମୟରେ ଅଜଣା ଦୁର୍ବୁତ୍ତ'ଙ୍କ…

ଅପାରଗ ପ୍ରଶାସନ : ଲୋକଙ୍କ ପାଇଁ ତିଆରି ହେଲା, ହେଲେ ସବୁଠି ତାଲା

ଘୁ. ଉଦୟଗିରି/ ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ ଯାହାକି ଆତି ପୁରୁଣା. କିନ୍ତୁ ଏହି ଏନ. ଏ.ସି ର ଅବସ୍ଥା ଅତ୍ୟନ୍ତ ଦୁର୍ଦ୍ଦିନରେ ଗତି କରୁଛି| ଯାହା ପାଇଁ ହନ୍ତସନ୍ତ ହେଉ ଛନ୍ତି ସାଧାରଣ ଜନତା |  ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହୁଥିଲେ…

ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‍ଘାଟନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବ୍ରହ୍ମପୁର ଲୋକ ସଭା ସାଂସଦ ଚନ୍ଦ୍ର ଶେଖର ସାହୁ ଏକଦିନିଆ ପାରଳାଖେମୁଣ୍ଡି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦ୍‍ଘାଟନ କରିଥିଲେ । ସାଂସଦ ଶ୍ରୀ…

ଜଗତସିଂହପୁର : ଏସ୍ ଭି ଏମ୍ କଲେଜ ପରିଚାଳନା କମିଟି ଅଧ୍ୟକ୍ଷଙ୍କ ପ୍ରତିନିଧି ହେଲେ ସମିତ୍

ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାର ସମ୍ମାନଜନକ ମହାବିଦ୍ୟାଳୟ ଭାବେ ଜଣାଶୁଣା ଜଗତସିଂହପୁର ସ୍ୱୟଂ ଶାସିତ ଏସ୍ ଭି ଏମ୍ ମହାବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷଙ୍କ ପ୍ରତିନିଧି ଭାବେ ଇଂ ସମିତ୍ କୁମାର ଲେଙ୍କା ଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି।କଲେଜ ପରିଚାଳନା…

ହଳଦୀକୁଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - ଲହୁଣୀପଡା ପଞ୍ଚାୟତ ସମିତି ଅନ୍ତର୍ଗତ ହଲଦିକୁଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ  ଶନିବାର ସମ୍ପାଦକ ଶ୍ରୀ ଯୁଗଳ କିଶୋର ମହାନ୍ତ ଙ୍କ ତତ୍ତ୍ୱାବଧାନରେ  ବନ ମହୋତ୍ସବ ଅନୁଷ୍ଠିତ ହୋଇଛି |ଶ୍ରୀ କୈଳାସ ଚନ୍ଦ୍ର କିଷାନ (ବନପାଳ କୁଳିପୋଷ) ମୁଖ୍ୟ…

କୁସୁମଙ୍କ ହସ୍ତକ୍ଷେପ ପରେ ମିଳିଲା ଆଶାବାଡି : ଏବେ ବିଦ୍ୟାଳୟକୁ ପାଠ ପଢିବାକୁ ଯିବ ଆଲବନ

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - ଏକ ସଡକ ଦୁର୍ଘଟଣାର ଶିକାର ହୋଇ ସମ୍ପୁର୍ଣ୍ଣ ରୁପେ ଗୋଟିଏ ଗୋଡ ହରାଇଥିବା ଗୁରୁଣ୍ଡିଆ ବ୍ଳକ୍ କୁଚେଇତା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମର ବିଧବା  ହାନା ଟପ୍ନୋଙ୍କ ଗୋଟିଏ ବୋଲି ପୁଅ ଆଲବନ ଟପ୍ନୋ(୧୩) ମିଳିଛି ଆଶାବାଡି। ଆଶାବାଡି ମିଳିଲା ପରେ…

ମହାପ୍ରଭୂଙ୍କ ମତ୍ସ୍ୟକଚ୍ଛପ ବେଶକୁ ଦର୍ଶନ କଲେ ହଜାର ହଜାର ଭକ୍ତ

ବାରିପଦା(ଦିଲ୍ଲୀପ ମହାନ୍ତି )-  ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଘୋଷ ଯାତ୍ରାରେ ବାହରି ନିଜର ଜନ୍ମ ବେଦୀ ମାଉସୀ ମାଙ୍କ ଘରେ ଅବସ୍ଥାନ କରୁଛନ୍ତି । ଏହି ସମୟରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଦଶ ଅବତାର ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ସମୟରେ ଜୁଲାଇ ୭ ରବିବାର ମହାପ୍ରଭୂ…

ମାଓ ସଂଗଠନର ସମର୍ଥକ ସିକୁନ ଗିରଫ

ରାୟଗଡା (ସରୋଜ ସାହୁ)  –ରାୟଗଡା ପୋଲିସ ଜଣେ ମାଓ ସମର୍ଥକ ସିକୁନ ସିକୋକକୁ  ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଂଚଳରୁ  ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ସିକୁନ କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଂଚାୟତ ଅନ୍ତର୍ଗତ ମାୟାବାଲି ଗ୍ରାମର ବୋଲି…

ବରିଷ୍ଠ ଆଇନଜୀବି ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ

ରାୟଗଡା (ସରୋଜ ସାହୁ ) –ରାୟଗଡା ସହର ବରିଷ୍ଠ  ଆଇନଜୀବି ତଥା ଜଣାଶୁଣା କଂଗ୍ରେସ ନେତା ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୯୩ ବର୍ଷ ହୋଇଥିଲା । ଗୋପାଳକୃଷ୍ଣ ପାଢୀଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ରାୟଗଡା ସହରରେ ଶୋକର ଛାୟା ଖେଳିଯାଇଛି ।  ଜଣେ ଧର୍ମପରାୟଣ ଓ…