ନବନିର୍ମିତ ଆୟୁର୍ବେଦ ଡାକ୍ତରଖାନା ଗୃହ ଉଦଘାଟିତ

 ବରଗଡ :- ଆଜି ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମରେ ରାଜ୍ୟ ସରକାରଙ୍କର ଦ୍ୱାରା ନବନିର୍ମିତ ଆୟୁର୍ବେଦ ଡାକ୍ତରଖାନାକୁ ପଦ୍ମପୁରର  ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା  ଉଦଘାଟନ କରିଛନ୍ତି । ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଏହି ଅଂଚଳରେ ବହୁ…

ସୁସ୍ଥ ପରିବେଶ ଗଠନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ମାଧ୍ୟମ

ଜିଲ୍ଲା ସ୍ତରୀୟ ୭୦ତମ ବନମହୋତ୍ସବ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ରା ଓ ଓଡିଶା ସୀମାନ୍ତରେ ଥିବା ବୃନ୍ଦାବନ ପେଲେସ ପରିସରରେ ଜିଲ୍ଲା ବନବିଭାଗ ପକ୍ଷରୁ ୭୦ତମ ବନମହୋତ୍ସବ ପାଳନ  ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।…

ଶେଷରେ ମୁକ୍ତି : ସର୍ତ୍ତରେ ବାହାରିଲେ ମେହେର

ବଲାଙ୍ଗିର ( ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ଆଜି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜାମିନ୍ ଆବଦେନର ଶୁଣାଣି ହେବାପରେ ତାଙ୍କୁ ମିଳିଛି ଜାମିନ । ଭୁବନେଶ୍ବର ସ୍ବତନ୍ତ୍ର ଏଡି.ଜେ .କୋର୍ଟ-୨ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨୫ ହଜାର ଟଙ୍କା ଓ ୨ ଜାମିନଦାରଙ୍କ…

ଦଲାଲ୍ ଚଳାଉଛନ୍ତି ତିର୍ତୋଲ ଯୋଗାଣ କାର୍ଯ୍ୟାଳୟ

ଏମ୍. ଆଇ. କୁଆଡେ ଚାନ୍ଦା ଆଦାୟରେ ବ୍ୟସ୍ତ, ବିକ୍ରି ହେଉଛି ରାସନ୍ କାର୍ଡ !! ଜଗତସିଂହପୁର(ରମେଶ ମହାନ୍ତି) – ତିର୍ତୋଲ ବ୍ଲକ ଯୋଗାଣ କାର୍ଯ୍ୟାଳୟକୁ ଜନୈକ ଦଲାଲ୍ ହାତରେ ଟେକିଦେଇ ଦାୟୀତ୍ୱରେ ଥିବା ଯୋଗାଣ ଅଧିକାରୀ (ଏମ୍. ଆଇ.) ବେଳେ ବେଳେ ଅଫିସ୍କୁ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।…

ଜଗତସିଂହପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଉଳ ମହାଘୋଟାଲା

ପ୍ରାୟ ୬୧ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ହେର୍ ଫେର୍: ଅଡିଟ ରିପୋର୍ଟ ଜଗତସିଂହପୁର,(ରମେଶ ମହାନ୍ତି)- ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନ(ଏମ୍ ଡି ଏମ୍)ରେ ମହା ଘୋଟଲା ହୋଇଥିବା ଅଡିଟି ରିପୋର୍ଟରୁ ଜଣାପଡିଛି। ତା.୦୧.୦୪.୨୦୧୫ରିଖ ଠାରୁ ତା ୩୧.୧୦.୨୦୧୭ରିଖ…

ସିନାପାଲି ଜଙ୍ଗଲ ବିଭାଗ ତରଫରୁ ୭୦ତମ ବନ ମହୋତ୍ସବ ସପ୍ତାହ

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆଜି ସିନାପାଲି ଅଗ୍ନିଶମ ବିଭାଗ କେନ୍ଦ୍ରରେ ବୃକ୍ଷ ରୋପଣ ଆରମ୍ଭ ହେଇଛି ! ଏହି ବୃକ୍ଷ ରୋପଣ ମହୋତ୍ସବ ରେ ସିନାପାଲି ବନ ବିଭାଗ ଅଧିକାରୀ, ସିନାପାଲି ଅଗ୍ନିଶମ ବିଭାଗ,ଓ ଜର୍ନାଲିଷ୍ଟ ତରଫ ରୁ ୭୦ତମ…

ମହିଳା ଟାଣନ୍ତି ସୁଭଦ୍ରାଙ୍କ ରଥ, ୧୪ ବର୍ଷରୁ କମ ପିଲା ଟାଣନ୍ତି ସାନ ଜଗନ୍ନାଥ

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା, ବିଜେ ଯହିଁ ଶ୍ରୀ ଶ୍ରୀ ହରି ବଳଦେବ ଜୀଉ    ||ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନକରି ସେହିଠାରୁ ନିଜ ଗଡ଼କୁ ଫେରି ଆସିବାର ନିଷ୍ପତ୍ତି ନେଇ ନିଜ ଅନ୍ତରର ଗଭୀର ଦୁଃଖ , କ୍ଷୋଭ ଓ ନୈରାଶ୍ୟ ଭାବ ମହାପ୍ରଭୂଙ୍କୁ ଜଣାଇଥିଲେ । ନିଜ ଭକ୍ତର ବେଦନାକୁ ସହ୍ୟ…

ନବବଧୁ ମୃତଦେହ ଉଦ୍ଧାର ,ଯୌତୁକ ହତ୍ୟା ଅଭିଯୋଗ

କଳାହାଣ୍ଡି/ତୁଳମଣି ନାଗ: ଏକ ନବବଧୁର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି। ବିବାହର ତିନିମାସ ନ ପୁରୁଣୁ  ନବ ବିବାହିତାଙ୍କ  ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏନେଇ ଝିଅର ବାପଘର ପକ୍ଷରୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ବିବାହ ପର ଠାରୁ ଅଧିକ ମାନସିକ…

ଅଣ ତାଲିମ ପ୍ରାପ୍ତ ସ୍କାଉଟ ଶିକ୍ଷକଙ୍କ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗତ୭ଦିନ ଧରି ଚାଲିଥିବା ଅଣ ତାଲିମ ପ୍ରାପ୍ତ ସ୍କାଉଟ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏହି କାର୍ଯ୍ୟକ୍ରମ…

ଗଣିତ ପ୍ରଶିକ୍ଷଣ ଶିବିର ଉଦଯାପିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାର କାର୍ଯ୍ୟରତ ଗଣିତ ଶିକ୍ଷକ  ମାନଙ୍କ  ଗଣିତ ବିଷୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ…