Sign in
Sign in
Recover your password.
A password will be e-mailed to you.
ବିଶ୍ୱ ଆର୍ଥିକ ଫୋରମର ସ୍କିଲ୍ ଗ୍ୟାପ୍ ଟ୍ୟାସ୍କଫୋର୍ସ ସମାପନ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସ୍କିଲ୍ ଗ୍ୟାପ୍ ହ୍ରାସ କରିବା ଉପରେ ଦେଲେ ଗୁରୁତ୍ୱ
ନୂଆଦିଲ୍ଲୀ/ଭୁବନେଶ୍ୱର,– ସ୍କିଲ୍ ଗ୍ୟାପ୍ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା…
ବିଭିନ୍ନ ବିଭାଗ ଅଧିକାରୀଙ୍କୁ ତାଗିଦ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା
ବାଲେଶ୍ୱର(ଉଜ୍ଜ୍ୱଳ କର) : କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ, ପ୍ରାଣୀ ବିକାଶ ଏବଂ ଗୋପାଳ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ…
ବାରବାଟୀ ଠାରେ ସଦସ୍ୟତା ଅଭିଯାନରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଓ ସଦର ବିଧାୟକ
ଜିଲ୍ଲା ସଂଗଠନକୁ ମଜବୁତ କରିବା ପାଇଁ ନେତାଙ୍କ ଆହ୍ୱାନ
ବାଲେଶ୍ୱର(ଉଜ୍ଜ୍ୱଳ କର): ଭାରତୀୟ ଜନତା ପାର୍ଟିିର ସଂଗଠନ ପର୍ବ ଅନ୍ତର୍ଗତ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଚାଲୁଥିବା ବେଳେ ଅନୁରୂପ ବାଲେଶ୍ୱର ସହରର ବାରବାଟୀଠାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ଜିଲ୍ଲା…
ତର୍ଜୁମାନ ସାହିତ୍ୟ ସଭାରେ କବି ଶ୍ରୀଦେବ ସମ୍ବର୍ଦ୍ଧିତ
ବାଲେଶ୍ୱର,(ଉଜ୍ଜ୍ୱଳ କର) : ବାଲେଶ୍ୱରର ଆଞ୍ଚଳିକ ବୈଦ୍ୟୁତିକ ଗଣମାଧ୍ୟମ ‘ଅପନା ତର୍ଜୁମାନ’ ଷ୍ଟୁଡିଓରେ ଆୟୋଜିତ ପାକ୍ଷିକ କବିତା ଆସର ‘୧୮ତମ ତର୍ଜୁମାନ ସାହିତ୍ୟ ସଭା’ରେ ବାଲେଶ୍ୱରର ବରିଷ୍ଠ କବି ଓ ସଂଗଠକ କବି ଶ୍ରୀଦେବଙ୍କୁ ତାଙ୍କର ସୁଦୀର୍ଘ ସାହତ୍ୟ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି…
ବଦଳିଲେ ୪୧ ଓଏଏସ ଅଫିସର
ଭୁବନେଶ୍ବର : ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ମଧ୍ୟରେ ଏକ ବଡଧରଣର ଅଦଳବଦଳ କରିଛନ୍ତି | ଏହି ଅଦଳବଦଳ ଅନ୍ତର୍ଗତ ୪୧ଜଣ ଓଏଏସ୍ ଅଫିସର ବଦଳି କରାଯାଇ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି |ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ଟେକ୍ସଟ ବୁକ୍…
ଗାନ୍ଧୀ ଜୟନ୍ତୀ ପୂର୍ବରୁ ଗାନ୍ଧୀପିଡ଼ିଆ ଉନ୍ମୋଚନ କରିବାକୁ ଗାନ୍ଧିବାଦୀଙ୍କ ଦାବି
ଭୁବନେଶ୍ୱର, (ଶାସକ ପ୍ରଶାସକ): ଜାତିର ଜନକ ମହାମାନବ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ, ଚିନ୍ତାଧାରା, ରଚନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଦେଶ ବିଦେଶରେ ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ କେନ୍ଦ୍ର ସରକାର ‘ଗାନ୍ଧୀପିଡ଼ିଆ’ ପ୍ରସ୍ତୁତ କରିବାକୁ ଯେଉଁ ଘୋଷଣା କରିଛନ୍ତି ତାହାକୁ ଗାନ୍ଧୀ…
ଆଖି ଖୋଲିଦେଲା ଦଇତାରୀଙ୍କ ଦାରିଦ୍ର୍ୟ : ଗୁରୁତ୍ୱ ପୁର୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର
ଆର୍ଥିକ ଅନଗ୍ରସର ପଦ୍ମ ବିଜେତାଙ୍କୁ ମିଳିବ ୧୦୦୦୦ ଟଙ୍କାର ମାସିକ ସହାୟତା
ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମ ଶ୍ରୀବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତିା ସଂସ୍କୃତିବିଭାଗର ଏହି…
ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ସିବିଆଇ ତଦନ୍ତ ଦାବି
୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନଙ୍କ ମାଆକୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି । ଖୁଦ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତରେ ଥିବା ଗୃହ ବିଭାଗର…
ବିଜୁଙ୍କ ନାଁରେ ଘୋଟାଲା : ହାତରେ ଟେକିଲେ ପିଚୁ ଉଠିଲା
ଗାଇସିଲେଟ/କେଦାର ନାଥ ସାହୁ:ବିଜୁସେତୁ ନିର୍ମାଣରେ ମହାଦୁର୍ନୀତିର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ;ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ । ତାଲପାଲି ପଞ୍ଚାୟତ ଏବଂ ପଦ୍ମପୁର ଉପଖଣ୍ଡସ୍ଥ ଜମଳା ପଞ୍ଚାୟତକୁ ମଝିରେ ଥିବା ଅଙ୍ଗନଦୀ ଗମନାଗମନକୁ…
ବିଶ୍ୱର ୧୭ଟି ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ କୋଣାର୍କ ଓ ପୁରୀ ସ୍ଥାନ ନପାଇବା ଦୁର୍ଭାଗ୍ୟଜନକ…
ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି
ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥଧାମ ପୁରୀକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଐତିହ୍ୟସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରା ନ କରିବା ଦୁର୍ଭାଗ୍ୟଜନକ…