Sign in
Sign in
Recover your password.
A password will be e-mailed to you.
480 ପରିବାରକୁ ଜଙ୍ଗଲ ଜମି ପ୍ରଦାନ ପାଇଁ ଦାବି
ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଅଧୀନସ୍ଥ କୋଟଗଡ ବ୍ଳକର କୃଷି ଭବନଠାରେ ଏକତା ପରିଷଦ ଦ୍ୱାରା ଇଣ୍ଟର୍ ଫେସ୍ ପ୍ରଗ୍ରାମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଏକତା ପରିଷଦର କାର୍ଯ୍ୟକ୍ରମ ଜିଲ୍ଲା ସଯୋଜିକା ଶ୍ରୀମତୀ ବିବିନିକା ପ୍ରଧାନ ଙ୍କ ଦ୍ଵାରା ପରିଚାଳିତ…
କଥା ଦେଇଥିଲେ , ପୂରଣ ବି କଲେ
ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍ଘାଟନ କଲେ ଦୁଇଟି ଆରଆଇ କାର୍ଯ୍ୟାଳୟ
ଗାଇସିଲେଟ/କେଦାରନାଥ ସାହୁ :- କଥା ଦେଇଥିଲେ, ଆଉ ଦେଇଥିବା କଥା ବି ରଖିଲେ | ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ର ତାଳପାଳି ଓ ଡାଙ୍ଗବାହାଲ ଠାରେ ୨ ଗୋଟି ଆରଆଇ ଅଫିସର ଉଦ୍ଘାଟନ…
ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ସ୍ୱଭାବ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା…
କୋମନାରେ ଜନ୍ମାଷ୍ଟମୀ, ରାଧାକୃଷ୍ଣ ପ୍ରେମରେ ବିଭୋର ବୃଦ୍ଧବନୀତା
କୋମନା/bhagirathi bhoi - ନୂଆପଡା ଜିଲା କୋମନା ବ୍ଲକରେ ବେଶ ଧୁମଧାମ ସହ ପାଳିତ ହୋଇଛି ଜନ୍ମାଷ୍ଟମୀ । ବିଭିନ୍ନ ବିଦ୍ୟାଳୟରେ କୁନିକୁନି ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ ଦର୍ଶକଙ୍କୁ ବିଭୋର କରିଥିଲା । ମନ୍ଦିରମାନଙ୍କରେ ମଧ୍ୟ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ ହୋଇଛି ।…
ଭଦ୍ରକ ଜିଲ୍ଲା ଯାଦବ ମହାସଭା ଓ ଜିଲ୍ଲା ଯୁବ-ଯାଦବ ମହାସଭା ପକ୍ଷରୁ ନନ୍ଦ ଉତ୍ସବ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲା ଯାଦବ ମହାସଭା ଓ ଜିଲ୍ଲା ଯୁବ ଯାଦବ ସଂଗଠନ ତରଫରୁ ଭଦ୍ରକ ଚୁନିଦା ବଜାର ସ୍ଥିତ ଜିଲ୍ଲା ଯାଦବ ଭବନ ଠାରେ ଦୁଇଦିନ ବ୍ୟାପୀ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଯାଇଅଛି । ଆଜି ଦ୍ୱିତୀୟ ଦିବସରେ ନନ୍ଦଉତ୍ସବ ମହାସମାରୋହରେ ପାଳନ ହୋଇଯାଇଅଛି ।…
ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଜୁନାଗଡ ଶିଶୁ ମନ୍ଦିର ଛାତ୍ରୀଙ୍କ ସଫଳତା
ଜୁନାଗଡ (ଆଦିତ୍ୟ ମହାନ୍ତି): ଶିକ୍ଷା ବିକାଶ ସମିତି ଦ୍ଵାରା ପରିଚାଳିତ ଉପଖଣ୍ଡ (ସଂକୁଳ ସ୍ତରୀୟ) ଜ୍ଞାନ ବିଜ୍ଞାନ ମେଳା ରେ ଜୁନାଗଡ ଶିଶୁ ମନ୍ଦିର ର ପଞ୍ଚମ ଶ୍ରେଣି ର ଛାତ୍ରୀ ଅର୍ଚିତା ଦାଶ ପିତା ସଞ୍ଜୀବ ଦାସ, ଶୋଭନା ବାରିକ ପିତା ଅଜିତ ବାରିକ ଏବଂ ଓମ୍ ଶର୍ମା ପିତା ଅନିଲ ଶର୍ମା ମିଳିତ…
କାମକୁ ଆସିଲେନି ବନ୍ଧୁ ବର୍ଗ….କୁଆଡେ ଗଲା ବନ୍ଧୁମାନଙ୍କ ମଣିଷପଣିଆ
ଅସହାୟ ବୃଦ୍ଧଙ୍କ ଶବ ସକ୍ରାର ପାଇଁ ଆଗେଇ ଆସିଲେ ଯୁବ ଗୋଷ୍ଠୀ
ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସନିମାଲ ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଜଣେ ଅସହାୟ ବୃଦ୍ଧା ଡୋଲାମଣି ବରିହାଙ୍କ ଶୁକ୍ରବାର ଦିନ ମୃତ୍ୟୁ ହୋଇଥିଲା । ଶବଟି ଦିର୍ଘ…
ବିପର୍ଯୟ ଅନିଷ୍ଟ ଆଶଙ୍କା ହ୍ରାସ ସମ୍ପର୍କିତ ଜିଲ୍ଲା-ସ୍ତରୀୟ କର୍ମଶାଳା
Gajapati/Balakrusna Panigrahi : ଯେ କୌଣସି ପ୍ରାକୃତିକ ବିପର୍ଯୟ ସମୟରେ ଅନିଷ୍ଟ ହେବାକୁ ଥିବା ଆଶଙ୍କାକୁ କିଭଳି ହ୍ରାସ କରିହେବ ଏବଂ ଜଳବାୟୁ ପରିବର୍ତ୍ତନକୁ କିଭଳି ବିକାଶର ମୁଖ୍ୟ-ସ୍ରୋତରେ ଉପଯୋଗୀ କରିହେବ , ସେ ସମ୍ପର୍କିତ ଏକ ଜିଲ୍ଲା-ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି…
ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ଯାଦବ ମହାସଭା ତରଫରୁ ନନ୍ଦଉତ୍ସଵ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଆଜି ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ଯାଦବ ମହାସଭା ତରଫ ରୁ ନନ୍ଦଉତ୍ସଵ ଆୟୋଜନ କରାଯାଇଥିଲା ଏହି ଉତ୍ସବ ରେ ଶତାଧିକ ଯାଦବ ପୁରୁଷ ଓ ମହିଳା ମାନେ ଯୋଗଦେଇ ଧର୍ମଗଡ଼ ସ୍ଥିତ ରାଧାକୃଷ୍ଣ ମନ୍ଦିର ରୁ ଏକ ବିଶାଳ ଶୋଭାଯାତ୍ରା କରି…
ଜୁନାଗଡ ରୁ ସିଧାସଳଖ ଭୁବନେଶ୍ବରକୁ ରେଳ ଚଳାଚଳ ଆରମ୍ଭ
Junagada/ Aditya mohanty : ଆଜି ସିଧାସଳଖ ଜୁନାଗଡ଼ ରୁ ଭୁବନେଶ୍ୱର ପାଇଁ ରେଳ ସେବା ଆରମ୍ଭ ହୋଇଛି. କଳାହାଣ୍ଡି ଜୁନାଗଡ ରୁ ସିଧାସଳଖ ଭୁବନେଶ୍ବର କୁ ରେଳ ଚଳାଚଳ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରି ବାର ଥିଲା |…