କାଙ୍କେରମଂଜି ଓ ହଲୁଆପାଲି ଗାଁର ବନବାସୀଙ୍କୁ ଶହେ ସଲାମ 

ଗୁହାରି କରି କରି ପ୍ରସାଶନ  କଲାନି, ଗାଁ ଲୋକେ କଲେ ପଥର, କାଠ, ମାଟିରେ ୮୦ ଫୁଟର ପୋଲ ନିର୍ମାଣ କଲେ ଗାଁ ଲୋକେ ଏତେଦିନ ନିଘୋଡ଼ ନିଦରେ ଶୋଇଲା ପ୍ରଶାସନ, ଏବେ ତା ଆଖି ଖୋଲି ଦେଖୁ  ନୂଆପଡ଼ା,(ଅମିତ ପୁରୋହିତ) : ଏକତା ହିଁ ବଳ । ଗାଁ ଲୋକେ ଏକତ୍ରିତ ହୋଇ କୌଣସି ଅସାଧ୍ୟ କାମକୁ ହାସଲ …

ମନ୍ତ୍ରୀ ସୁଶାନ୍ତ ସିଂ ବାଣ୍ଟିଲେ ୫୭୦ ଆବାସ କାର୍ଯ୍ୟାଦେଶ 

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର  ଗାଇସିଲେଟ ବ୍ଲକ ପରିସରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ, ବିଜୁ ପକ୍କା ଘରର କାର୍ଯ୍ୟାଦେଶ ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି…

ବିଧାୟକ ବାଣ୍ଟିଲେ ୧୪୯୫  ଜଣଙ୍କୁ ଗ୍ରାମୀଣ ଆବାସ କାର୍ଯ୍ୟାଦେଶ 

Jamseth/ Rajendra Pradhan  :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ପାଇକମାଲ ବ୍ଲକ ର ଜାମସେଠ ଓ ଝିଟିକି ଠାରେ ଦୁଇ ଗୋଟି ଭିନ୍ନ ଭିନ୍ନ କାର୍ଯକ୍ରମ ରେ ବରତୁଣ୍ଡା , ଜାମସେଠ , ମାଣ୍ଡୋସିଲ , ଚିଂଦେଇକେଲା , ଝାରବନ୍ଧ , ଝିଟିକି , ଭୁବନେଶ୍ୱରପୁର ଓ…

ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଶ୍ଚିତ କୋଇଲି ବ୍ଲକ ଗସ୍ତ : ବାଣ୍ଟିଲେ ୩୭୯ ଘର କାର୍ଯ୍ୟାଦେଶ ଓ ପ୍ରାୟ ୧୭ କୋଟିର ଫନି…

  କଟକ( ଶାସକ ପ୍ରଶାସକ) ନିଶ୍ଚନ୍ତକୋଇଲି ବ୍ଲକ ପରିସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଆବାସ ଯୋଜନା,ବିଜୁ ପକ୍କା ଘରର କାର୍ଯ୍ୟାଦେଶ , ଫନିର ସହାୟତା ରାଶି ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି  ଉତ୍ସବରେ …

ବ୍ରହ୍ମପୁର ସାଂସଦଙ୍କ ରା.ଉଦୟଗିରି ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର  ସମୀକ୍ଷା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ଗଜପତି ଜିଲ୍ଲାର ରା:ଉଦୟଗିରି ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟର ସମ୍ଭାବନା ଗୃହଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି ।       ଆୟୋଜିତ ସମୀକ୍ଷା ବୈଠକରେ ସାଂସଦ ଶ୍ରୀ ସାହୁ…

ଉନ୍ନତ ବଳଦ-ଟଣାକୃଷି ଯନ୍ତ୍ରପାତି’ର କ୍ଷେତ୍ର ପ୍ରଦର୍ଶନ 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ ଅଧିନସ୍ଥ ପଶୁ-ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ଆର:ଉଦୟଗିରି ସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଙ୍କ ସହାୟତାରେ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ…

ଗୁମ୍ମା ବ୍ଲକ-ସ୍ତରୀୟ  ବିଦ୍ୟାଳୟ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ

   Paralakhemundi/ Balakrusna Panigrahi : ଗୁମ୍ମାସ୍ଥିତ  ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ବ୍ଲକ ସ୍ତରୀୟ ବିଦ୍ୟାଳୟ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା  ଉଦ୍ ଯାପିତ ହୋଇଯାଇଛି ।        ବ୍ଳକ  ହିସାବ-ରକ୍ଷକ  ଲକ୍ଷ୍ମଣ ଚରଣ ଟୁଡୁ  ମୁଖ୍ୟଅତିଥି ଭାବେ ଯୋଗଦେଇ…

 “ହିନ୍ଦୁ ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଶ୍ୱହିନ୍ଦୁ ପରିଷଦ ହିଁ ଶେଷ ଆଶା”

ଲହୁଣୀପଡାରେ ଭିଏଚପିର ପ୍ରତିଷ୍ଠା ଦିବସ  ଲହୁଣୀପଡା/ସୁନ୍ଦରଗଡ( ହୋରାଚାନ୍ଦ ଦେଉରିଆ)- 1857 ମସିହାରେ ହିନ୍ଦୁତ୍ୱର ସୁରକ୍ଷା ପ୍ରସଙ୍ଗକୁ ନେଇ ଭାରତରେ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପଡ଼ିଥିବା ବେଳେ,ସ୍ୱାଧୀନତା ପ୍ରାପ୍ତିର 73 ବର୍ଷପରେ ମଧ୍ୟ ହିନ୍ଦୁ ଏ ଦେଶରେ ଦୟାର ପାତ୍ର ହୋଇ…

ଦାୟିତ୍ୱ ନେଲେ ବରଗଡର ନୂଆ ଜିଲ୍ଲାପାଳ : ଜ୍ୟୋତିରଞ୍ଜନଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ ଇନ୍ଦ୍ରମଣି 

ବରଗଡ : ବରଗଡର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ | ବିଦାୟୀ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଠାରୁ ଶ୍ରୀ ପ୍ରଧାନ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି | ଏହାପୂର୍ବରୁ ଶ୍ରୀ ପ୍ରଧାନ ଝାରସୁଗୁଡା ଜିଲ୍ଲାପାଳ ଭାବେ ଦାୟିତ୍ୱ…

୫ ବର୍ଷ ହେବ ଭଙ୍ଗ କଲଭର୍ଟ ସଜାଡି ପାରୁନି ପ୍ରଶାସନ : ପଟା ପକାଇ ଯାଉଛନ୍ତି ଲୋକେ 

କେତେବେଳେ କଣ ହେବ କହି ହେବନି   ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧୀନସ୍ଥ କୋଟଗଡ ବ୍ଲକର ପାରିଗଡ଼ ଗ୍ରାମ ପଞ୍ଚଯାତ | ଏହି ଗ୍ରାମ ପଞ୍ଚାୟତରେ ରହିଅଛି ବୋରିକିଆ ଗ୍ରାମ.| ପ୍ରାୟ 5ବର୍ଷରୁ ଉର୍ଦ୍ଧ ହେବ ବରିକିଆ ଗ୍ରାମରେ ଥିବା କଲଭର୍ଟ ଭାଙ୍ଗି ଯାଇଥିଲା.ଘଟଣା…