Sign in
Sign in
Recover your password.
A password will be e-mailed to you.
ଦାଉ ସାଧିଛି ଦଇବ, ବେଦରଦି ପ୍ରଶାସନ : ଦୁଇ ଭିନ୍ନକ୍ଷମ ପୁଅଙ୍କ ସେବାରେ କଟୁଛି ମାଗେଙ୍କ ଜୀବନ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ମା ସ୍ନେହ-ମମତାର ତୁଳନା ନାହିଁ । ନିଜର ସବୁ କିଛି ଉତ୍ସର୍ଗ କରୁଥିବା ମାଟିଏ ପାଇଁ ସନ୍ତାନର ମଙ୍ଗଳ ହିଁ ସବୁକିଛି । ଛୁଆଟିକୁ ଛୋଟରୁ ବଡ କରିବାକୁୁ ମା କୁ ବହୁତ କିଛି ତ୍ୟାଗ କରିବାକୁ ପଡେ । ଛୁଆକୁ ନେଇ ମା ସ୍ୱପ୍ନ ଦେଖେ । ତାକୁ ଡାକ୍ତର…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ-ବିଜ୍ଞାନ ମେଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟା ମନ୍ଦିର ପରିସରରେ ଜ୍ଞାନ-ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ଉଦ୍ ଘାଟନ କରିଥିଲେ…
ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବଡ଼-ରାଧାକାନ୍ତ ମଠ ପରିସରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ବାଲ୍ୟଲୀଳା ସମ୍ପର୍କିତ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରିଷଦର…
ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ୨୦୧୯
ନୂଆପଡ଼ା,(ଅମିତ ପୁରୋହିତ): ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ରାଜ୍ୟ ସରକାର ଓ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ‘ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ୨୦୧୯’ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ରାଜ୍ୟ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ପାଇଁ ସଙ୍ଗୀତ ଓ ନୃତ୍ୟ…
ବଡ଼ବିଲରେ ପୁଣି ସଡକ ଦୁର୍ଘଟଣା: ବୃଦ୍ଧାଙ୍କ ଉପରେ ଟ୍ରକ ଚଢ଼ିଗଲା
ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ପୋୖରାଞ୍ଚଳରେ ସଡକ ଦୁର୍ଘଟଣା ଚିନ୍ତାର ବିଷୟ ହୋଇଛି। ଆଜି ନାଲଦାଠାରେ ରାସ୍ତା ଅତିକ୍ରମ କରୁଥିବା ଜୈନେକ ବୃଦ୍ଧାଙ୍କ ଉପରେ ଏକ ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ପୋୖରାଞ୍ଚଳର ୧ ନଂ ୱାର୍ଡରେ…
କୋକସରା ଠାରେ ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଜେଏମଏଫସି କୋର୍ଟ
ଜୁନାଗଡ/ ଆଦିତ୍ୟ ମହାନ୍ତି :କଳାହାଣ୍ଡି ଜିଲ୍ଲା କୋକସରା ଠାରେ ଆଜି ଜେଏମଏଫସି କୋର୍ଟ ଉଦଘାଟନ ହୋଇ ଯାଇ ଅଛି । ଅଞ୍ଚଳବାସି ଙ୍କ ଦିର୍ଘଦିନର ଦାବି ଆଜି ପୁରଣ ହୋଇଥିବାରୁ ଅଞ୍ଚଳବାସି ଙ୍କମନରେ ଖୁସିର ଲହରି ଖେଲିଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସେସନସ ଜଜ୍ ଶ୍ରୀ …
ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟ-ସ୍ତରୀୟ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ କାଳଜୟୀ ସାରସ୍ୱତ ସାଧକ ତଥା ଓଡ଼ିଆ ସାହିତ୍ୟର ଅନନ୍ୟ ପ୍ରତିଭା ପଣ୍ଡିତ- ଗୋପୀନାଥ ନନ୍ଦଙ୍କ ରାଜ୍ୟ- ସ୍ତରୀୟ ଜୟନ୍ତୀ ଏବଂ ଆମ ଗାଁ ଆମ ସାହିତ୍ୟ" କାର୍ଯ୍ୟକ୍ରମ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ …
ଶିକ୍ଷକ ଅଭାବ: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ
(ଆଠମଲ୍ଲିକ ପ୍ରତିନିଧି -ସନ୍ତୋଷ ମେହେରଙ୍କ ରିପୋର୍ଟ )
ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଂଚାୟତ ର କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବକୁ ନେଇ ଆଜି ଅଭିଭାବକ ମନେ ବିଦ୍ୟାଳୟ ଗେଟରେ ତାଲାଦେଇ ଧାରଣାରେ ବସିଛନ୍ତି | ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…
ଅଟୋରେ ଯାଇ ଲୋକଙ୍କ ଦୁଃଖବୁଝିଲେ ବିଧାୟକ ରମେଶ ସାଏ
ଆଠମଲ୍ଲିକ ପ୍ରତିନିଧି (ସନ୍ତୋଷ ମେହେରଙ୍କ ରିପୋର୍ଟ )
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ର ସାପଘେରା ପଞ୍ଚାୟତର ପୂର୍ତ୍ତ ରାସ୍ତା ଦେଇ ପ୍ରାୟ ୭ କିଲୋମିଟର ଘଞ୍ଚ ଜଙ୍ଗଲ ,ଅଙ୍କା ବଙ୍କା ରାସ୍ତା ଦେଇ ଗଲେ ପଡିଥାଏ ଟେଣ୍ଟୁଲି ଗାଁ । ଗାଁ ଟି ଅପହଞ୍ଚ,ମାଓ ପ୍ରବଣ ଅଞ୍ଚଳ ରେ ଅନ୍ତର୍ଭୁକ୍ତ…
କଳାହାଣ୍ଡି ଜିଲ୍ଲା ଏନ୍ ଏଚ୍ 26 ଜାରିଙ୍ଗ ନିକଟ ରେ ଦୁର୍ଘଟଣା ଦୁଇ ମୃତ.
Junagarh/ Aditya Mohanty :କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଏନ୍ ଏଚ୍26 ଜାରିଙ୍ଗ ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଯାଇଛି ଦୁଇଟି ଜୀବନ । ଜାରିଙ୍ଗି ନିକଟରେ ଠିଆ ହୋଇ ଥିବା ଟ୍ରକ କୁ ଭବାନୀ ପାଟନା ଆଡୁ ଆସୁ ଥିବା ଦୁଇ ଜଣ ବାଇକ ଆରୋହି ଗୁଞ୍ଜ ଗୁଡା…