ନବ ନିଯୁକ୍ତ ଓଡ଼ିଶା  କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷଙ୍କୁ ବାରିପଦାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତାମାନଙ୍କୁ ରାଜ୍ୟର ବିଭିନ୍ନ ନିଗମ, ବୋଡର଼୍, ପରିଷଦ ଆଦିର ଅଧ୍ୟକ୍ଷ ପଦ ପଦବୀରେ ଥଇଥାନ ଉପରେ ମୋହର ଲଗାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ କେତେକ ହାରିଥିବା…

ନବୀନ ଗଢିଲେ ନୂଆ ପର୍ଯ୍ୟବେକ୍ଷକ ଟିମ: ଅରୁଣଙ୍କ ଜାଗାରେ ବବି, ଅତନୁଙ୍କ ଜାଗା ନେଲେ ପ୍ରତାପ

ଭୁବନେଶ୍ୱର :ପୂର୍ବରୁ ଜାରି ହୋଇଥିବା ସମସ୍ତ ଆଦେଶକୁ ବାତିଲ କରି  ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସାନି ଜିଲ୍ଲା ପର୍ଯ୍ୟବେକ୍ଷକ  ନିଯୁକ୍ତ କରିଛନ୍ତି  । ଆଜି ଏହି ମର୍ମରେ ଦଳ ପକ୍ଷରୁ ପ୍ରକାଶ ପାଇଛି ସୂଚୀ | ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସଞ୍ଜୟ ଦାସବର୍ମା, ନବାଗତ ନଳିନୀ…

ନିଶୁଳ୍କ ଡାଇଲେସିସ ସେବାର ଉଦଘାଟନ

ବରଗଡ :- ଆଜି ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଭଟଲି ବ୍ଲକର ତୁକୁର୍ଲା ରେ ଅବସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ନିଶୁଳ୍କ ଡାଇଲେସିସ ସେବାର ଉଦଘାଟନ କରିଥିଲେ । ଦିନକୁ ଦିନ କିଡନୀ ରୋଗୀଙ୍କର ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ।…

ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନ୨ରୁ, ଗଢ଼ାହେଲା ରାଜ୍ୟ ସ୍ତରୀୟ ମନିଟରିଂ କମିଟି 

ଭୁବନେଶ୍ୱର (ଶାସକ ପ୍ରଶାସକ):  ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ  ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହେଉଥିବା ବେଳେ ଏହାର ତଦାରଖ କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ସ୍ତରୀୟ ମନିଟରିଂ କମିଟି ଗଠନ କରିଛନ୍ତି | ଏହି କମିଟିର ଆବାହକ ଭାବେ  ବିଧାୟକ ଦେବୀ…

15 ଦିନ ହେଲା ଟ୍ରାନ୍ସଫରମର ଅଚଳ:ରୋଗୀ ହନ୍ତସନ୍ତ.

ନୂତନ ଟ୍ରାନ୍ସଫରମର ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ   ବରଗଡ :ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା  ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଟ୍ରାନ୍ସଫରମର ଦୀର୍ଘ 15 ଦିନ ହେଲା ଅଚଳ ହୋଇପଡ଼ିଛି ଯାହାଦ୍ୱାରା ରୋଗୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି.…

ଅନ୍ତଃରାଜ୍ୟ ବ୍ୟାଘ୍ର ସଂରକ୍ଷଣ ସମ୍ବନ୍ଧୀୟ କର୍ମଶାଳା

ନୂଆପଡା.(ଅମିତ ପୁରୋହିତ); ସ୍ଥାନୀୟ ସଦ୍ଦ୍ଭାବନା ସଭାଗୃହରେ ସୁନାବେଡା ବନଖଣ୍ଡ ବିଭାଗ ତରଫରୁ ଏକ ଅନ୍ତଃରାଜ୍ୟ ବ୍ୟାଘ୍ର ସଂରକ୍ଷଣ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୁନାବେଡା ଅଭୟାରଣ୍ୟ ଏବଂ ଉଦନ୍ତି ସୀତାନଦୀ ବ୍ୟାଘ୍ର ସଂରକ୍ଷିତ ଅଂଚଳ ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା…

ବାଃ.. ଡାକ୍ତର ହିତାକାଂକ୍ଷୀ : ନାଁ ଯେମିତି କାମ ବି ସେମିତି 

ଗର୍ଭବତୀ  ମହିଳାଙ୍କୁ ରକ୍ତ ଦେଇ ପ୍ରମାଣିତ କଲେ ନିଜ ମଣିଷ ପଣିଆ  ବରଗଡ :- ଡାକ୍ତର ମାନେ ହେଉଛନ୍ତି ଭଗବାନ । ରୋଗୀ ମାନଙ୍କର ଉପଯୁକ୍ତ ଚିକିତ୍ସା କରି ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିବା ଯୋଗୁ ଡାକ୍ତର ମାନଙ୍କୁ ଭଗବାନ ଙ୍କର ରୂପ ବୋଲି କୁହାଯାଏ । ବିଶ୍ୱାସର ଅନ୍ୟ ନାମ ଡାକ୍ତର |…

ଖଡିଆଳ କଲେଜ ଅଧ୍ୟକ୍ଷ ଙ୍କ ମନମାନି ଅଭିଯୋଗ: ଆନ୍ଦୋଳନକୁ ଓଲ୍ଲାଇଲେ ଛାତ୍ରଛାତ୍ରୀ

ନୂଆପଡ଼ା;ନୂଆପଡା ଜିଲ୍ଲା ର ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଜିଲ୍ଲାର ଏକ ମାତ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ଏକ ବର୍ଷ ରେ ବିଭିନ୍ନ ସମୟରେ ଅଧ୍ୟକ୍ଷ ଡ. ହରେନ୍ଦ୍ର ପଣ୍ଡାଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ…

ଜୁନାଗଡର ଅଗ୍ରଣୀ ଅନୁଷ୍ଠାନ ମାଁ ମାଟି ମମତା ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ଦାବି ପତ୍ର 

ଜୁନାଗଡ଼(ଆଦିତ୍ୟ ମହାନ୍ତି)  କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ହଜାରେ ବର୍ଷ ର ସହର ଏବଂ ଏହା ପୂର୍ବ ରୁ କଳାହାଣ୍ଡି ର ରାଜଧାନୀ ମଧ୍ୟ ଥିଲା l ଏବଂ ଜୁନାଗଡ ର ଅଧିଷ୍ଠିତ ଦେବୀ ମାଁ ଲଙ୍କେଶ୍ଵରୀ ହୋଇ ଥିବାରୁ ହୀରାଖଣ୍ଡ ଏକ୍ସପ୍ରେସ କୁ ଲଙ୍କେଶ୍ଵରୀ ଏକ୍ସପ୍ରେସ ନାମ ରେ ନାମିତ କରି ବା ଏବଂ…

ମୃତ୍ୟୁ ଦୂତ ସାଜିଛି ପଳପଳା ନଦୀ : ମୁଖ୍ୟମନ୍ତ୍ରୀଙ୍କ ନଜର ପଡିଲେ ବଂଚି ଯାଆନ୍ତା ଆଉ କିଛି ଜୀବନ 

କେତେ ଜୀବନ ଯିବା ପରେ ପ୍ରଶାସନର ଚେତା ପଶିବ ବାରିପଦା(ଦିଲ୍ଲୀପ ମହାନ୍ତି)-  ଶାମାଖୁଣ୍ଟା ବ୍ଲକ ତଥା କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ପୋଲ ନିକଟରେ ଦୁଇ ଦିନ ତଳେ ପଳପଳା ନଦୀ ପାର ହେଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବାରିପଦା ସଦର ଥାନା ଅଧୀନରେ ଥିବା…