Sign in
Sign in
Recover your password.
A password will be e-mailed to you.
ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା : ଧର୍ମେନ୍ଦ୍ର ପ୍ରଧାନ
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର– ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି ବିଜେପିର ବରିଷ୍ଠ ନେତା, ଆଇନଜୀବୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଭଦ୍ରକ ଜିଲ୍ଲା ସ୍ତରୀୟ ୫ ‘ଟି’ କର୍ମଶାଳା ଅନୁଷ୍ଠିତ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଓଡିଶା ସରକାରଙ୍କ ଲୋକାଭିମୁଖୀ ଶାସନର ନୂଆ ମନ୍ତ୍ର ୫ ‘ଟି’ ଅର୍ଥାତ ଜନହିତ ପାଇଁ ବୈଷୟିକ ଜ୍ଞାନର ବ୍ୟବହାର, ଦଳଗତ ପରିଚାଳନା ଏବଂ ଶାସନର ପ୍ରତି ସ୍ତରରେ ସ୍ୱଚ୍ଛତା ଓ ପାରଦର୍ଶିତା ରହିଲେ ସମୟ କ୍ରମେ ବ୍ୟବସ୍ଥାର ରୂପାନ୍ତରଣ ହୋଇ ପାରିବ । ଏଥି ନିମନ୍ତେ…
ବିଧାୟକଙ୍କ ଦ୍ୱାରା ଆବାସ କାର୍ଯ୍ୟଦେଶ ଓ ଭତ୍ତା ବଣ୍ଟନ
ନୂଆପଡା/ପ୍ରିୟବ୍ରତ ପଣ୍ଡା , ଆଜି ବୋଡେ଼ନ ବ୍ଲକ ରେ ବର୍ଧ୍ୟକ୍ୟ ଭତ୍ତା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ ହୋଇଥିଲା ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ଯୋଗଦେଇଥିଲେ । ସରକାର ଙ୍କ ଜନ ହିତକର କାର୍ଯ୍ୟକ୍ରମ ବାବଦ ରେ…
ବରିଷ୍ଠ ସାମ୍ବାଦିକ ମାୟାଧର ସରାଫ ଅସୁସ୍ଥ
ନୂଆପଡା /ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ଜାନ ର ସଭାପତି ଶ୍ରୀଯୁକ୍ତ ମାୟାଧର ସରାଫ ହୃଦଘାତ ର ସମ୍ମୁଖିନ ହୋଇ ରାୟପୁର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀ ସରାଫ ନୂଆପଡା ଜିଲ୍ଲା ପାଇଁ otv ର ପ୍ରତିନିଧି ରୂପେ ଅନେକ ଦିନରୁ କାର୍ଯ୍ୟରତ ଥିଲେ ।…
ଖୁର୍ସେଲଗୁଡ଼ା ଠାରେ ଶ୍ରୀକୃଷ୍ଣଙ୍କ ଜନ୍ମୁୋତ୍ସବ
ଜୁନାଗଡ/ ଆଦିତ୍ୟ ମହାନ୍ତି : ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ପଞ୍ଚୟତ ଅନ୍ତର୍ଗତ ଖୁର୍ସେଲଗୁଡ଼ା ଗ୍ରାମରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୁୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।ସ୍ଥାନୀୟ ଯାଦବ ସମ୍ପଦାୟର ପକ୍ଷରୁ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ କରାଯାଇଥିଲା । ପୂର୍ବତନ ଜିଲା ଯାଦବ ମହାସଭା…
ଅସ୍ତ ହୋଇଗଲେ ଅରୁଣ
ଭୁବନେଶ୍ୱର / ନୂଆଦିଲ୍ଲୀ :- ଶେଷରେ ଅରୁଣ ଅସ୍ତାଚଳକୁ ଚାଲିଯାଇଛନ୍ତି | ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ବିଜେପିର ପୁରୁଖା ନେତା ତଥା ଜଣାଶୁଣା ଅଧିବକ୍ତା ଶ୍ରୀ ଅରୁଣ ଜେଟଲୀଙ୍କର ଆଜି ମଧ୍ୟାହ୍ନ12ଟା 7 ମିନିଟରେ ଦିଲ୍ଲୀ ଏମ୍ସରେ ନିଧନ ହେଇଯାଇଛି । ସେ ଗତ 9 ତାରିଖ ରୁ ଦିଲ୍ଲୀ…
ଚୋରି ମାମଲାରେ କମ୍ପ୍ୟୁଟର ଶିକ୍ଷକ ସହ ୩ ଗିରଫ
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ କୁଞ୍ଜାମୁରା ସାଲେଇଢିପ୍ ହାଇସ୍କୁଲ ରୁ ଆଲମିରା ଭାଙ୍ଗି ୮୦ ହଜାର ଟଙ୍କା ଚୋରି ଘଟଣାରେ ନାକଟିଦେଉଳ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ମାନେ ହେଲେ ବାଟଗାଁ ର…
ପଶ୍ଚିମ ଓଡିଶା ର ଗଣ ପର୍ବ ପାଇଁ ସମୟ ନିର୍ଦ୍ଧାରିତ: 3ରେ ନବାନ୍ନ ଭକ୍ଷଣ
ଜୁନାଗଡ/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଜୁନାଗଡ ଦଧିବାମନ ମନ୍ଦିର ପରି ସର ରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆ ଖାଇ ପାଇଁ ସମୟ ନିର୍ଧାରଣ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ମଙ୍ଗଳ ବାର (ତା 03/09/2019) ଦିନ 08.56 ଗତେ 09.10 ମଧ୍ୟ ରେ ନବାର୍ଣ୍ଣ ଲଗ୍ନ ସ୍ତିରୀ କୃତ ହୋଇଛି…
କୁସୁମଖୁଣ୍ଟି ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : -ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଲନ ଅବସରରେ କୋକସରା ବ୍ଲକ୍ କୁସୁମଖୁଣ୍ଟି ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀ ଜନାର୍ଦ୍ଧନ ପଣ୍ଡା ଯୋଗଦେଇଥିଲେ।ଏହି ଶିକ୍ଷାନୁଷ୍ଠାନ ତରଫରୁ ଆୟୋଜିତ ଜନ୍ମାଷ୍ଟମୀ କାର୍ଯ୍ୟ…
ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ଦୁର୍ଘଟଣା : ୨ ମୃତ, ୧୩ ଆହତ
ବଡ଼ବିଲ: (ଶାସକ ପ୍ରଶାସକ) : ଆଜି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ କିରିବୁରୁ ନିକଟରେ ଏକ କ୍ୟାମ୍ପର ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ କିରିବୁରୁ ଆର ସି ହଟିଂ ଅଞ୍ଚଳର କିଛି ବ୍ୟକ୍ତି ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର କରି ଏକ…