ରାଜ ବୋଡ଼ାସମ୍ବର ହାଇସ୍କୁଲ ରେ ବିଶ୍ବ ଏଡସ୍ ଦିବସ ପାଳିତ

3

ପଦ୍ମପୁର/ଶାସକ ପ୍ରଶାସକ- ସ୍ଥାନୀୟ ରାଜ ବୋଡ଼ାସମ୍ବର ହାଇସ୍କୁଲ ରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବ୍କକରୁ ୧୬୦ ଛାତ୍ର ଛାତ୍ରୀଙ୍କ ସହ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରୁଦ୍ର ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ବିଦ୍ୟାଳୟ ରାଜେଶ କୁମାର ଖମାରୀ ଏଡସ୍  ରୋଗର ଉୟାବହତା ବିଷୟରେ ବୁଝାଇ ଥିଲେ। ବିଦ୍ୟାଳୟ ର ସୁନୀଲ ସିହ୍ନା, କ୍ଷୀରସିନ୍ଧୁ ସୁନା, ପ୍ରଶାନ୍ତ ସାହୁ, ହରେକୃଷ୍ଣ ମେହେର, କାର୍ତ୍ତିକ ଦାଶ,ଜିତେନ୍ଦ୍ର ପଣ୍ଡା  ଓ କର୍ମଚାରୀ କୃଷ୍ଣ ପ୍ରଧାନ, ପଦ୍କନାଭ ବୁଡେକ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷ ରେ ଅଭିଳାଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.