Sign in
Sign in
Recover your password.
A password will be e-mailed to you.
ଶ୍ରୀ ରଘୁନାଥଙ୍କ କାଳୀୟଦଳନ ଏକାଦଶୀ ନୀତି ପାଳିତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ତିଥିରେ ଶ୍ରୀରଘୁନାଥ ଜିଉଙ୍କ କାଳୀୟଦଳନ ଏକାଦଶୀ ନୀତି ସଂପନ୍ନ ହୋଇଛି । ସକାଳୁ ବର୍ଷା ଲାଗିରହିଥିବା ସତ୍ୱେ ଶ୍ରୀଜିଉଙ୍କ ଦର୍ଶନ ପାଇ ସାନିଧ୍ୟ ଲାଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା । ସନ୍ଧ୍ୟାରେ ସମସ୍ତ…
ମନେ ପଡିଲେ ଗାଁ ଗୌନ୍ତିଆ :ସ୍ମୃତିରେ ବୃକ୍ଷ ରୋପଣ
ଅନାଥ ଆଶ୍ରମରେ ପାଳିଲେ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ପୂର୍ବତନ ଗୌନ୍ତିଆ ସ୍ବର୍ଗତ ପ୍ରଫୁଲ୍ଲ କୁମାର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କ ପରିବାର ତଥା ଗ୍ରାମବାସୀଙ୍କ ଉଦ୍ୟମରେ…
କାର କିଣିବାକୁ ଯାଇ ଯୁବତୀ ନିଖୋଜ : ମା ଦେଲେ ଏତଲା, ଓଡ଼ଗାଁ ପୋଲିସର ତନାଘନା
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ): ଓଡଗାଁ ଥାନା ଅଖାରିୟା ଗାଁର ଜଣେ ଯୁବତୀ ନିଖୋଜ ହେବା ନେଇ ତାଙ୍କ ମା ଓଡଗାଁ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଓଡଗାଁ ପୋଲିସ ଏତଲାକୁ ପଞ୍ଜିକୃତ କରି ଅନୁସନ୍ଧାନ ଆରମ୍ଭ କରିଥିଲେ । ତେବେ ନିଖୋଜ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯୁବତୀ…
୯ଜଣ କୁନି ବୈଜ୍ଞାନିକ ରାଜ୍ୟ ସ୍ତରକୁ ମନୋନୀତ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବର୍ଗ, ବାଲ ବର୍ଗ ଏବଂ କିଶୋର ବର୍ଗରୁ ମୋଟ ୪୨ଜଣ କୁନି ବୈଜ୍ଞାନିକ ଭାଗନେଇଥିବା ବେଳେ ବିଭିନ୍ନ ବିଭାଗରେ ସଫଳତା ଅର୍ଜନ କରି ୨୮ଜଣ ଶିଶୁ ପୁରସ୍କୃତ…
କଂଗ୍ରେସର ସମସ୍ତ ପଦବୀ ଓ ଦାୟିତ୍ବରୁ ଇସ୍ତଫା ଦେଲେ ପୁରୁଖା ନେତା କୈଳାସ ଆଚାର୍ଯ୍ୟ ।
ଭୁବନେଶ୍ୱର : ଗୋଟିଏ ପଟେ ପିସିସି ସଭାପତି ଭାବେ ନିରଂଜନ ପଟ୍ଟନାୟକ ପୁଣି ନିଯୁକ୍ତ ପୁରୁଣା କମିଟି ଭଙ୍ଗ ହେଉଥିବା ବେଳେ କଂଗ୍ରେସର ସମସ୍ତ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି ପୁରୁଖା କଂଗ୍ରେସ ନେତା ଶ୍ରୀ କୈଳାସ ଚନ୍ଦ୍ର ଆଚାର୍ଯ୍ୟ । ସେ କଂଗ୍ରେସର ସମସ୍ତ ପଦବୀ ଓ ଦାୟିତ୍ବରୁ ଇସ୍ତଫା…
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହଟିଲେ ବେଆଇନ୍ କାର୍ଯ୍ୟରେ ଲିପ୍ତଥିବା କିରାଣୀ
ଭୁବନେଶ୍ୱର(ଶାସକ ପ୍ରଶାସକ): ଚୌଦ୍ୱାର ମହାବିଦ୍ୟାଳୟର କନିଷ୍ଠ କିରାଣି ଶ୍ରୀ ରବୀନ୍ଦ୍ର ପୃଷ୍ଟିଙ୍କୁ ପ୍ରଶାସନିକ କାରଣରୁ ବଦଳି କରାଯାଇଛି | ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ବଦଳି ଆଦେଶବଳରେ ଶ୍ରୀ ପୃଷ୍ଟିଙ୍କୁ ନରସିଂହ ପୁର ମହାବିଦ୍ୟାଳୟକୁ ବଦଳି…
“ଇତିଶ୍ରୀକୁ ମାରିଲା ଭଳି ତତେ ମାରିଦେବୁ”
ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ଓ ଶାରିରୀକ ଏବଂ ମାନସିକ ନିର୍ଯାତନା ଅଭିଯୋଗ
କ.ନୂଆଗାଁ ଥାନାରେ ଏତଲା ଦେଲେ ଶିକ୍ଷୟତ୍ରୀ
ଘୁ. ଉଦୟଗିରି /ଗଗନ କୁମାର ପ୍ରଧାନ: କନ୍ଧମାଳ ଜ଼ିଲ୍ଲାରେ ଜିଲ୍ଲାରେ ଅସୁରକ୍ଷିତ ମହିଳା କର୍ମଜୀବି । ଏହି ପରି ଘଟଣାକୁ ନେଇ…
ଜଳଜୀବନ ମିଶନ ବୈଠକରେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା
ମିଶନ କାର୍ଯ୍ୟକାରୀ କରିବା ପାଇଁ ଆନୁସଙ୍ଗିକ ସହଯୋଗ କେନ୍ଦ୍ର ଯୋଗାଇ ଦେବାକୁ ଦାବି
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ନୂଆଦିଲ୍ଲୀ ଠାରେ ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ପାନୀୟ ଜଳ ବିଭାଗ ମନ୍ତ୍ରୀମାନଙ୍କୁନେଇ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ, ପାନୀୟ ଜଳ ବିଭାଗ ପକ୍ଷରୁ…
କି ବର୍ବର ଏଇ ସ୍ୱାମୀ
ବାରିପଦା/ ଦିଲ୍ଲୀପ ମହାନ୍ତି : ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଲା ସ୍ୱାମୀ।। ଧରା ନ ପଡିବା ପାଇଁ ମୃତ୍ୟୁ ଶରୀରକୁ ପାଖ ଜଙ୍ଗଲରେ ଫୋପାଡ଼ି ଦେଲା।। ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା, ମୋରଡ଼ା ଥାନା ଅଧିନ ପୂର୍ଣଚନ୍ଦ୍ରପୁର ଅଂଚଳରେ।। ସୂଚନା କ୍ରମେ…
ଟାଏକୁଣ୍ଡୁ ବେଲ୍ଟ ପରୀକ୍ଷା ଅନୁଷ୍ଠିତ
ଜୁନାଗଡ/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଜିଲ୍ଲା ଟାଏକୁଣ୍ଡୁ ପକ୍ଷରୁ ବେଲ୍ଟ ପରୀକ୍ଷା ଜିଲ୍ଲା ତାଇ ଟାଏକୁଣ୍ଡୁ ତାଲିମ୍ କେନ୍ଦ୍ର ଜୁନାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଭବାନୀ ପାଟନା ଜେ କେ ଡାନ୍ସ ସ୍କୁଲର୍ ଶିବାମ୍ବିକା ନନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା…