Sign in
Sign in
Recover your password.
A password will be e-mailed to you.
ଭଦ୍ରକ ମଦମୃତ୍ୟୁ ପଛରେ ସ୍ଥାନୀୟ ପ୍ରଶାସନ ଓ ବିଜେଡି : କଂଗ୍ରେସ
ଭୁବନେଶ୍ୱର (ଶାସକ ପ୍ରଶାସକ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣା ପଛରେ ସିଧାସଳଖ ଭାବରେ ସ୍ଥାନୀୟ ପ୍ରଶାସନ ଓ ବିଜୁ ଜନତା ଦଳକୁ ଦାୟୀ କରିଛି କଂଗ୍ରେସ । ଚଳିତ ବର୍ଷ ଫେବୃଆରୀ ମାସ ଉତରପ୍ରଦେଶର ସାହାରଙ୍ଗପୁର ଠାରେ ହୋଇଥିବା ମଦମୃତ୍ୟୁ ପରେ…
“ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଭ୍ରଷ୍ଟ, ଶାସକ ଦଳ ପାଇଁ କରୁଛନ୍ତି ଷଡଯନ୍ତ୍ର”
ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ
ପାଟକୁରା ତାରିଖ ପରିବର୍ତନ ଦାବୀ ବିଜେଡିର ପରାଜୟ ଡର
ବିଜେପି କର୍ମୀଙ୍କ ଉପରେ ଶାସକ ଦଳ ପକ୍ଷରୁ ହୋଇଛି ହିଂସା
ପାଟକୁରା ନିର୍ବାଚନ ତାରିଖ ପରିବର୍ତନ ପାଇଁ ବିଜେଡି ଦାବୀକୁ ବିରୋଧ…
‘ଫୋନି’ ଦ୍ୱାରା ସମ୍ଭାବିତ କ୍ଷୟକ୍ଷତି ଆକଳନ, ପୁନରୁଦ୍ଧାର, ସମନ୍ୱୟ ଓ ପ୍ରତିକାର ନିମନ୍ତେ କଂଗ୍ରେସର ୧୯ ଜଣିଆ…
ଭୁବନେଶ୍ୱର: ଭୟଙ୍କର ସାମୁଦି୍ରକ ଝଡ ‘ଫୋନି’ ଦ୍ୱାରା ହେବାକୁ ଯାଉଥିବା ସମ୍ଭାବ୍ୟ କ୍ଷୟକ୍ଷତି ଆକଳନ, ପୁନରୁଦ୍ଧାର, ସମନ୍ୱୟ ଓ ଆଶୁ ପ୍ରତିକାର ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ୧୯ ଜଣିଆ ସଦସ୍ୟଙ୍କୁ ନେଇ ଏକ ବାତ୍ୟା ଅନୁଧ୍ୟାନ ସମନ୍ୱୟ କମିଟି ଗଠନ…
ବାତ୍ୟା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ, ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କର ଛୁଟି ବାତିଲ
ମହଜୁଦ ରଖାଯାଇଛି ଆବଶ୍ୟକୀୟ ଔଷଧ , ଖୋଲାଯିବ ଡାକ୍ତରୀ ରିଲିଫ କେନ୍ଦ୍ର ,ମୁତୟନ ହେବେ ଡାକ୍ତରୀ ଦଳ
ଭୁବନେଶ୍ୱର(ଶାସକ ପ୍ରଶାସକ) - ସମ୍ଭାବ୍ୟ ବାତ୍ୟା ""ଫୋନି''କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ…
ଗଜପତି:– ଘୁର୍ଣି ଝଡ଼ “ଫନି”ର କଡା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଘୁର୍ଣିଝଡ " ଫନି " ଓଡିଶା ଉପକୂଳରେ ବାତ୍ୟାର ରୁପ ନେବା ଜଣାପଡିବା ପରେ ଏହାର କଡ଼ା ମୁକାବିଲା କରିବାର ପ୍ରସ୍ତୁତି ନେଇ ଗଜପତି ଜିଲ୍ଲାପାଳଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । …
ବଳାତ୍କାର ମାମଲା : ଅଭିଯୁକ୍ତକୁ ଧରି ଜେଲ ପଠାଇଲା ପୋଲିସ
ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ବନଡେଗା ଏରିଆରେ ଗତ୨୪ତାରିଖରେ ଘଟିଯାଇଛି ଗୋଟେ ଲଜ୍ଜ୍ୟାଜନକ ଘଟଣା | ସୁନ୍ଦରଗଡ଼ ଜିଲ୍ଲାକୁ ଲାଗିରହିଥିବା ଛତିଶଗଡ଼ ରାଜ୍ୟ ସେଇଥି ପାଇଁ ପ୍ରାୟତଃ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଝିଅ ପୁଅ ବାହାଘର ମଧ୍ୟ ହୋଇଥାଏ |…
ସତ୍ୟସାଇ ବିଦ୍ୟା ବିହାରର ୨୬ତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ସତ୍ୟସାଇ ବିଦ୍ୟା ବିହାର ବିଦ୍ୟାଳୟ ୨୬ତମ ବାର୍ଷିକ ଉତ୍ସବ ମହାଆଡମ୍ୱରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଆର. ସୌମ୍ୟାଲୁଙ୍କ ଅଧ୍ୟକ୍ଷତାରେ ସତ୍ୟସାଇ ସେବା ସଂସ୍ଥାର ରାଜ୍ୟ ସଭାପତି ନାରାୟଣ…
ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ : ଜାତୀୟ ସ୍ତରର କଳାକାର ମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମରେ ଶ୍ୟାମ ସୁନ୍ଦର ସ୍ମୃତି ସମାରୋହ ୨୦୧୯ ଜାତୀୟ ସ୍ତରର କଳାକାରମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଚରତି ଶିକ୍ଷା ଓ ସାଂସ୍କୃତିକ ସଦନ…
ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ସତର୍କ ରହିବାକୁ ନିବେଦନ
ସମ୍ଭାବ୍ୟ ବାତ୍ୟା ‘ଫୋନି’କୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ
ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ ) : ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସଭାପତିତ୍ୱରେ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ…
ବନ ବିଭାଗର ଉଦାସୀନତା : ଲଗାମଛଡ଼ା ଶିକାରୀ
କଟା ମୁଣ୍ଡ ସହିତ ୧୦୦ କେଜି ସମ୍ବର ମାଂସ ଜବତ, ଜଣେ ଗିରଫ‘
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶରେ ବାହାଡାଝୋଲା ବନପାଳ ସରିତା ବରାଡଙ୍କ ନେତୃତ୍ୱରେ ବନରକ୍ଷୀ ଧରଣୀଧର ନାୟକ, ଶୁଭେନ୍ଦୁ ପ୍ରସାଦ ନାୟକ ଓ ଆଂଟିଡିପ୍ରେଡେସନ୍…