Sign in
Sign in
Recover your password.
A password will be e-mailed to you.
ଶାସକ ପ୍ରଶାସକର ପ୍ରଭାବ : ପିଲାଙ୍କୁ ମନ୍ଦିରରେ ଭୋଗ ଖୁଆ ଘଟଣାରେ ହେଡମାଷ୍ଟର ନିଲମ୍ବିତ
ମଧ୍ୟାହ୍ନ ଭୋଜନ ଅର୍ଥ ବାଟମାରଣା : ଏବିଇଓଙ୍କ ତଦନ୍ତ ରିପୋର୍ଟରେ ପ୍ରମାଣିତ ହେଲା ସତ୍ୟ
ବିଇଙ୍କ ସୁପାରିଶ ପରେ କଦଳୀଗଡ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷାଧିକାରୀ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ…
ବିଜେପୁର ଉପନିର୍ବାଚନ, ପ୍ରଚାରରେ ବିଜେଡି ଆଗୁଆ
ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି - ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ଯେତେ ପାଖକୁ ଆସୁଛି ରାଜନୈତିକ ଦଳ ମାନଙ୍କର ପ୍ରଚାର ସେତେ ବେଶି ଜୋର ଧରୁଛି । ଏବେ ପୁନର୍ବାର ଗଡ଼ ଦଖଲ କରିବା ପାଇଁ ବିଜେଡି ତୃଣମୂଳ ସ୍ତରରୁ…
ବାରିପଦା ପୌର ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ସଫେଇ କାର୍ଯ୍ୟ ଠପ୍
ବାରିପଦା(ଦିଲ୍ଲୀପ ମହାନ୍ତି)- ଗତ ଅକ୍ଟୋବର ୭ରେ ବାରିପଦା ପୌରପରିଷଦର ସଫେଇ କର୍ମଚାରୀ ତଥା ସ୍ଥାନୀୟ ୱାଡର଼୍ ନଂ ୧୪ ତୁଳସୀଚଉରା ଅଞ୍ଚଳର ରଞ୍ଜିତ ମୁଖୀ ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ ସମୟରେ୨୩ ନଂ ୱାଡର଼୍ରେ ସଫେଇ କାର୍ଯ୍ୟ ଜାରି ରଖିଥିବା ବେଳେ ୩ ଜଣ ଲୋକ ସେଠାରେ ଥିବା ଏକ ପୌରପରିଷଦର…
“ଅଥର୍ବ ବେଦ ପୈପ୍ପଲାଦ ସଂହିତା ବିଂଶତି-କାଣ୍ଡ’’ର ଦୁର୍ଲଭ ଓଡିଆ ଲିପି ଉନ୍ମୋଚିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ଏମ.କେ.ସି. ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତଶିକ୍ଷକ ପଣ୍ଡିତ ଆଦିତ୍ୟ କୁମାର ପ୍ରହରାଜଙ୍କ ଲିଖିତ ଅଥର୍ବବେଦ ପୈପ୍ପଲାଦ ସଂହିତା ବିଂଶତି-କାଣ୍ଡର ଦୁର୍ଲଭ ଓଡିଆ ଲିପି ଗ୍ରନ୍ଥଟି ପୁରୀସ୍ଥିତ ଗୋବର୍ଦ୍ଧନ ମଠାଧୀଶ ସ୍ୱାମୀପାଦ ଶ୍ରୀଶଙ୍କରାଚାର୍ଯ୍ୟ…
ବିଜେଡି ପାଇଁ ପ୍ରଚାର ଆରମ୍ଭ କଲେ ଅଶୋକ ପାଣିଗ୍ରାହୀ
ବରଗଡ :- ଗତ ଦୁଇ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିଜେପୁର ଉପନିର୍ବାଚନ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ଗତକାଲି ଘୋଷଣା କରିଥିବା ପୂର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ସିଧାସଳଖ ମଇଦାନକୁ ଓହ୍ଲାଇଛନ୍ତି | ଆଜି…
କେମିତି ଚାଲିଛି ମୋ ସରକାର ,ସ୍ଥିତି ପରଖିଲେ ୫-ଟି ସଚିବ
ଆସିବା ଆଗରୁ ସଜେଇ ହୋଇ ଯାଇଥିଲା, ସମସ୍ୟା ଦିଶିଲା କି ନାହିଁ କେଜାଣି !
ବାରିପଦା(Dillip Mohanty)- କେମିତି ଚାଲିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ସରକାର କାର୍ଯ୍ୟକ୍ରମ । ସ୍ଥିତି ପରଖିବା ନିମନ୍ତେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ…
ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହେବ : ଧର୍ମେନ୍ଦ୍ର ପ୍ରଧାନ
ଇଣ୍ଡିଆନ୍ ଏନର୍ଜୀ ଫୋରମର ଉଦଘାଟନ ଉତ୍ସବ
ଆଜି ଦିନରେ ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଉର୍ଜା ବ୍ୟବହାରକାରୀ
ବିଶ୍ୱର ଅଗ୍ରଣୀ ତୈଳ ଓ ଗ୍ୟାସ୍ କମ୍ପାନୀମାନେ ଭାରତରେ ପୁଂଜି ନିବେଶ ପାଇଁ ଆଗ୍ରହୀ
ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପ୍ରାଥମିକତା
ଭାରତର…
ବିଧାୟକଙ୍କ ରୋମାଣ୍ଟିକ ଅନ୍ଦାଜ଼…….!(SEE VIDEO)
ଜଗତସିଂପୁର(ରମେଶ ମହାନ୍ତି) ଏକ ପଂଚାୟତ ସ୍ତରୀୟ ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯାଇ ସମସ୍ତଙ୍କ ଆଗରେ ନିଜ ପ୍ରତିଭା ଦେଖାଇଥିବା ପାରାଦୀପ ବିଧାୟକ ସଂବିତ ରାଉତରାୟଙ୍କ ଗୀତକୁ ନେଇ ଏବେ ଚର୍ଚା | ଆଗରୁ ଷାଠିଏ ପଉଟି ଭୋଗରୁ ତୁମର ଗାଈ ଥିବାବେଲେ ଏବେ ତାଙ୍କର ରୋମାଣ୍ଟିକ ଗୀତ…
ଭେଡେନ୍ ଗଣଦୁଷ୍କର୍ମକୁ ରାଜ୍ୟ ସରକାର ଜାଣିଶୁଣି ଚାପିଥିଲେ :କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୧୬, ମଇ ମାସରେ ବରଗଡ ଜିଲ୍ଲା ଭେଡେନ୍ ଥାନା ଅର୍ନ୍ତଗତ ରୁପାପାଲି ଗାଁରେ ତିନି ଜଣ ଦଳିତ ମହିଳାଙ୍କୁ କରାଯାଇଥିବା ଗଣଦୁଷ୍କର୍ମ ଘଟଣାକୁ ରାଜ୍ୟ ସରକାର ଜାଣିଶୁଣି ଚପାଇ ଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ପ୍ରକାଶଯୋଗ୍ୟ…
ସରିଲା ଛତରଯାତ୍ରା,ରକ୍ତ ଛିଟାରେ ଭିଜିଲା ସୁନାବେଡା ଶକ୍ତିପୀଠ
କୋମନା ରୁ ଭାଗିରଥି ଭୋଇ- ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଇଙ୍କ ଛତରଯାତ୍ରା ସମ୍ପନ୍ନ ହୋଇଛି । ଶହ ଶହ ବୋଦା ବଳିରେ ଭିଜିଛି ମାଙ୍କ ଗଡ । ଏଥର ମାଙ୍କ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।…