ଜଗତସିଂହପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଉଳ ମହାଘୋଟାଲା

ପ୍ରାୟ ୬୧ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ହେର୍ ଫେର୍: ଅଡିଟ ରିପୋର୍ଟ ଜଗତସିଂହପୁର,(ରମେଶ ମହାନ୍ତି)- ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନ(ଏମ୍ ଡି ଏମ୍)ରେ ମହା ଘୋଟଲା ହୋଇଥିବା ଅଡିଟି ରିପୋର୍ଟରୁ ଜଣାପଡିଛି। ତା.୦୧.୦୪.୨୦୧୫ରିଖ ଠାରୁ ତା ୩୧.୧୦.୨୦୧୭ରିଖ…

ସିନାପାଲି ଜଙ୍ଗଲ ବିଭାଗ ତରଫରୁ ୭୦ତମ ବନ ମହୋତ୍ସବ ସପ୍ତାହ

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆଜି ସିନାପାଲି ଅଗ୍ନିଶମ ବିଭାଗ କେନ୍ଦ୍ରରେ ବୃକ୍ଷ ରୋପଣ ଆରମ୍ଭ ହେଇଛି ! ଏହି ବୃକ୍ଷ ରୋପଣ ମହୋତ୍ସବ ରେ ସିନାପାଲି ବନ ବିଭାଗ ଅଧିକାରୀ, ସିନାପାଲି ଅଗ୍ନିଶମ ବିଭାଗ,ଓ ଜର୍ନାଲିଷ୍ଟ ତରଫ ରୁ ୭୦ତମ…

ମହିଳା ଟାଣନ୍ତି ସୁଭଦ୍ରାଙ୍କ ରଥ, ୧୪ ବର୍ଷରୁ କମ ପିଲା ଟାଣନ୍ତି ସାନ ଜଗନ୍ନାଥ

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା, ବିଜେ ଯହିଁ ଶ୍ରୀ ଶ୍ରୀ ହରି ବଳଦେବ ଜୀଉ    ||ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନକରି ସେହିଠାରୁ ନିଜ ଗଡ଼କୁ ଫେରି ଆସିବାର ନିଷ୍ପତ୍ତି ନେଇ ନିଜ ଅନ୍ତରର ଗଭୀର ଦୁଃଖ , କ୍ଷୋଭ ଓ ନୈରାଶ୍ୟ ଭାବ ମହାପ୍ରଭୂଙ୍କୁ ଜଣାଇଥିଲେ । ନିଜ ଭକ୍ତର ବେଦନାକୁ ସହ୍ୟ…

ନବବଧୁ ମୃତଦେହ ଉଦ୍ଧାର ,ଯୌତୁକ ହତ୍ୟା ଅଭିଯୋଗ

କଳାହାଣ୍ଡି/ତୁଳମଣି ନାଗ: ଏକ ନବବଧୁର ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି। ବିବାହର ତିନିମାସ ନ ପୁରୁଣୁ  ନବ ବିବାହିତାଙ୍କ  ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏନେଇ ଝିଅର ବାପଘର ପକ୍ଷରୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ବିବାହ ପର ଠାରୁ ଅଧିକ ମାନସିକ…

ଅଣ ତାଲିମ ପ୍ରାପ୍ତ ସ୍କାଉଟ ଶିକ୍ଷକଙ୍କ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗତ୭ଦିନ ଧରି ଚାଲିଥିବା ଅଣ ତାଲିମ ପ୍ରାପ୍ତ ସ୍କାଉଟ ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏହି କାର୍ଯ୍ୟକ୍ରମ…

ଗଣିତ ପ୍ରଶିକ୍ଷଣ ଶିବିର ଉଦଯାପିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାର କାର୍ଯ୍ୟରତ ଗଣିତ ଶିକ୍ଷକ  ମାନଙ୍କ  ଗଣିତ ବିଷୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ…

୧୫ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ଲକ୍ଷ୍ୟ ପୁରଣ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଭୁବନେଶ୍ୱର:ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଅଧ୍ୟକ୍ଷତା କରିବା ସହିତ ନିର୍ବାଚନ ଇସ୍ତାହାର ଦିଆ ଯାଇଥିବା  ପ୍ରତିଶ୍ରୁତି ଓ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ…

ବାଲେଶ୍ୱରରେ ରଥଟଣା ଶେଷ : ବାଲିଘାଟରେ ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ

ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱରର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚିଛି । ଗତକାଲି ବିଗ୍ରହମାନଙ୍କୁ ପହଣ୍ଡି ବିଜେ ସହ ରଥାଋଢ଼ କରାଯିବା ପରେ ଆଜି ଭକ୍ତମାନେ ରଥଟାଣି ମହାପ୍ରଭୁଙ୍କୁ ମାଉସୀମା ମନ୍ଦିର ନିକଟରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ସହର…

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉଙ୍କ ଘୋଷ ଯାତ୍ରା

ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ଟାଣିଲେ ହଜାର ହଜାର ମହିଳା ଭକ୍ତ । ବାରିପଦା(ଦିଲ୍ଲୀପ ମହାନ୍ତି )- ଜନ ସମୂଦ୍ରରେ ଦିଶୁ ନ ଥିଲା ପଥ । ଲକ୍ଷାଧିକ ଭକ୍ତଙ୍କ ଗହଳିଚହଳିରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ । ଜୟ ଜଗନ୍ନାଥ ଧ୍ୱନୀ ସହିତ ଶଙ୍ଖ, ମୃଦଙ୍ଗ, ସଂକୀର୍ତ୍ତନ ଚତୁର୍ଦ୍ଧିଗର ଗଗନ…

ବର୍ତ୍ତମାନର ଆବଶ୍ୟକତା ପାଇଁ ଭବିଷ୍ୟତକୁ ଉପେକ୍ଷା କରନାହିଁ : ହନୁମନ୍ତ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଏମିତି ଏକ ଦିନ ଆସିବ ସେତେବେଳେ ଗଛ ନଥିବ । ଫୁଲ ନଥିବ କି ଫଳ ନଥିବ । ପାଣି ନଥିବ କି ପ୍ରାଣୀ ମଧ୍ୟ ନଥିବେ । ତେଣୁ ବର୍ତ୍ତମାନର ଆବଶ୍ୟକତା ପୁରଣ କରିବା ପାଇଁ ଭବିଷ୍ୟତକୁ ଉପେକ୍ଷା କରନାହିଁ  । ପରିବେଶ ସପ୍ତାହ ପାଳନ ଅବସରରେ ଓଡଗାଁ ରଘୁନାଥ ସମବାୟ…