Sign in
Sign in
Recover your password.
A password will be e-mailed to you.
ସ୍ୱଚ୍ଛ ଭାରତ ପାଇଖାନା ବିବାଦ ନେଲା ଜୀବନ !(SEE VIDEO)
ତରଣୀ ସେନ ହତ୍ୟା ଘଟଣାରେ ବିଜେପୁର ପୋଲିସ ତିନି ଅଭିଯୁକ୍ତକୁ ଧରିବାରେ ସଫଳ
ବରଗଡ :- ବରଗଡ଼ ଜିଲ୍ଳା ବିଜେପୁର ବ୍ଳକ RWSS ରେ ସଂଯୋଜକ ଭାବରେ କମକରୁଥିବା ତରଣୀ ସେନ ମହାଲାଙ୍କ ହତ୍ୟା ଘଟଣାରେ ବିଜେପୁର ପୋଲିସ ତିନିଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ …
ଗିତ ଗାଇ ମନ ମୋହିଲେ ପଦ୍ମନାଭ
ନୂଆପଡା/କୋମନା:-ପଦ୍ମନାଭ ଗୀତ ଗାଆନ୍ତି, ସେତ ଆମେ ଜାଣିଥିଲୁ | ହେଲେ ଏବେ ବହୁଦିନ ପରେ ଖୋଲାମଞ୍ଚରେ ଉପସ୍ଥିତ ସହଶ୍ରୟାଧିକ ଦର୍ଶକଙ୍କ ଗହଣରେ ଗାଇବାର ଦେଖିବାକୁ ମିଳିଥିଲା | ଆମେ ଏଠି କହୁଛୁ ଆମେ ମଂତ୍ରୀ ପଦ୍ମନାଭ ବେହେରାଙ୍କ ସମ୍ପର୍କରେ |ଲକ୍ଷ୍ମୀପୂଜା ଅବସରରେ ବାଣିଜ୍ୟ ଓ ପରିବହନ…
ଗୁଣପୁର ଉପଖଣ୍ଡ ପୋଲିସକୁ ବଡ଼ ସଫଳତା : ଗୁଡାରୀ ପୋଲିସ ଦ୍ୱାରା ୨୨୪ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ
ଗୁଣୁପୁର/ ସିଦ୍ଧାର୍ଥ ଦାଶ - ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଗୁଡାରୀ ଠାରେ ପୋଲିସ ବିଭାଗ କୁ ଗତକାଲି ଏକ ବଡ଼ ସଫଳତା ମିଳିଛି । ଗୁଡାରୀ ପୋଲିସ ୨୨୪ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଉକ୍ତ ଗଞ୍ଜେଇ ୪ ଗୋଟି ଧଳା ରଙ୍ଗ ର ଜରି ବ୍ୟାଗ ରେ ଭରି ହୋଇ ଓଡ଼ି ୧୮ ଏଫ୍ ୨୨୬୩…
ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଗୁଣପୁର ର ବାର୍ଷିକ ସାଧାରଣ ସଭା
ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡ ଜିଲ୍ଲା ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଗୁଣପୁର ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ସ୍ଥିତ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା କୁ ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ…
ମମତାଙ୍କ କୁଶ ପୁତ୍ତଳିକା ଜାଳିଲେ ବଜରଙ୍ଗ ଦଳ
ବଲାଙ୍ଗିର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ବଜରଙ୍ଗ ଦଲ ପକ୍ଷରୁ ସ୍ଥାନୀୟ କଚେରି ଛକଠାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ ଓ ଜିଲ୍ଲା କଲେକ୍ଟରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।
ପଶ୍ଚିମବଙ୍ଗରେ…
ଜଗନ୍ନାଥ ଷ୍ଟିଲ ବିରୁଦ୍ଧରେ ତେଜିଲା ଆନ୍ଦୋଳନ
୮ ଦଫା ଦାବିନେଇ ରାସ୍ତାରୋକ କଲେ ଶତାଧିକ ପୁରୁଷ ଓ ମହିଳା
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ନିକଟସ୍ଥ ଉଲିବୁରୁ ଗ୍ରାମରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଆଜି ଶତାଧିକ ପୁରୁଷ ଓ ମହିଳା ୮ ଦଫା ଦାବି ନେଇ…
ମୁଖ୍ୟମନ୍ତ୍ରୀ ପାଳିବେନି ଜନ୍ମ ଦିନ : ଭିନ୍ନକ୍ଷମଙ୍କ ପାଖକୁ ଯାଅ, ଅନାଥାଶ୍ରମରେ ସମୟ ବିତାଅ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ଅର୍ଥାତ ୧୬ ଅକ୍ଟୋବରରେ ଜନ୍ମଦିନ | ହେଲେ ଓଡ଼ିଶାରେ ଫନି ବାତ୍ୟା ବିପୁଳ କ୍ଷତି କରିଥିବା ଯୋଗୁ ସେ ଜନ୍ମଦିନ ପାଳିବେନି | ଆଉ ନବୀନ ନିବାସ ନ ଆସବାକୁ ସମର୍ଥକମାନଙ୍କୁ କହିଛନ୍ତି | ସେ କହିଛନ୍ତି ନବୀନ ନିବାସ ନଆସି ଅନାଥାଶ୍ରମ ଓ…
ବିଜେପୁର : ଗଡ଼ିଲା ମୁଣ୍ଡ, ହତ୍ୟାର କାରଣକୁ ନେଇ ଚାଲିଛି ଖୋଳତାଡ଼
ବରଗଡ :-ଗତ ରାତିରେ ବିଜେପୁର ସୋହେଲା ରାସ୍ତା ବାଉଁଶପୁଲା ନିକଟ ଏକ ମଇଳା ଗଦା ଭିତରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ସକାଳେ ମୃତଦେହଟି ଗାଇସିଲେଟ ଥାନା ଶରଧାପାଲି ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ଗ୍ରାମର ତରଣିସେନ ମହଲା (୩୮) ଙ୍କର ବୋଲି ଜଣା ପଡିଥିଲା । ତରଣୀ …
ଡିଏମ୍ଏଫ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ଭେଟିଲା ଦି ମଦର ଆର୍ଥ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ବା ଚଗକକକଣ ଅନ୍ତର୍ଭୁକ୍ତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (PMKKKY) ସଂକ୍ରାନ୍ତରେ ଦୁଇଟି ଜାତୀୟ ଆଲୋଚନା ଚକ୍ର ଆୟୋଜନ କରିଥିବା “ଭୂମି : ଦି ମଦର ଆର୍ଥ” ସାମାଜିକ ସଂଗଠନ ଆଦି ଉପରୋକ୍ତ ଆଲୋଚନ ଚକ୍ରରେ ନିର୍ଯ୍ୟାସ ସବୁ ରାଜ୍ୟପାଳ…
ମଉକା କାଢି ଅମରେଶଙ୍କ ଚୌକା !
ବରମୁଣ୍ଡାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବରଗଡ :- ବିଜେପୁରରେ ଏବେ ନିର୍ବାଚନୀ ବାତାବରଣ ସରଗରମ ହୋଇଥିବା ବେଳେ ନେତାମାନଙ୍କ ସଙ୍ଗମ ହୋଇଛି ସେଠାରେ | ନିଜ ଦଳ ପାଇଁ ପ୍ରଚାର କରିବା ସହ ଅନ୍ୟାନ୍ୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଯାଉଛନ୍ତି…