ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗୀରର ଝିଅ On Jan 13, 2020 8 Share ପାଟଣାଗଡ଼ରୁ ସଚିନ ସାହୁ : ବଲାଙ୍ଗୀର ଜିଲ୍ଲା ସଇତଳା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ରଘୁମଣି ନନ୍ଦ ଓ ତିଳୋତ୍ତମା ନନ୍ଦଙ୍କ ଝିଅ ଅର୍ପିତା ନନ୍ଦ (୧୭) ଚଳିତ ବର୍ଷ ମିସ୍ ଇଣ୍ତିଆ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। 8 Share FacebookTwitterGoogle+ReddItWhatsAppPinterestEmail