କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା

କଳାହାଣ୍ଡି/ତୁଳମଣି ନାଗ ଝାରଖଣ୍ଡରେ ଅମାନବୀୟଭାବରେ ମବ ଲିଚିଙ୍ଗ ନାମରେ ST.SC.OBC ଏବଂ Minority ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଭବାନୀପାଟଣା ଠାରେ ଧାରଣା ପ୍ରଦର୍ଶନ କରିଥିଲା I ଦିଗତ ଚାରି ବର୍ଷ…

କୁଖ୍ୟାତ ଅପରାଧିକୁ ଗିରଫ କଲା ପୋଲିସ

ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ ରେଢ଼ାଖୋଲ ପୋଲିସ ଫେରାର୍ ଥିବା ଜଣେ କୁଖ୍ୟାତ ଅପରାଧି କୁ ଗିରଫ କରିଛି I ପ୍ରକାଶ ଯେ ରେଢ଼ାଖୋଲ ଅଞ୍ଚଳର ବହୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ଶୁଣ୍ଢିମୁଣ୍ଡା ନୂଆସାହି ର କାର୍ତ୍ତିକ ଓରଫ କାର୍ତ୍ତିକେଶ୍ୱର ନାଏକ (୩୨) ବିରୋଧ ରେ ୧୮ ଟି…

ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦ୍ଦେଶ : ଅଧ୍ୟାପକ ଓ ଅଧ୍ୟାପିକା ମାନେ ୭ ଘଣ୍ଟା ଡିଉଟି କରିବେ

 ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ୭୫% ଉପସ୍ଥାନ ନହେଲେ ବର୍ଷ ଶେଷ ପରୀକ୍ଷାରୁ ବଂଚିତ ହେବେ ଛାତ୍ରଛାତ୍ରୀ ଅନିୟମିତ ପିଲାଙ୍କ ଅଭିଭାବକଙ୍କୁ ଫୋନ ଏସଏମଏସ ରେ ଦିଆଯିବ ସୂଚନା ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ) ଉଚଶିକ୍ଷା କ୍ଷେତ୍ରରେ ସଂସ୍କାର…

ମୀନ ଓ କସ୍ୟପ ଅବତାରରେ ଦର୍ଶନ ଦେଲେ ଠାକୁର

ଗାଇସିଲେଟ/କେଦାର ନାଥ ସାହୁ ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ରଥ ଟଣା ହୋଇଥିଲା।ବ୍ଲକର କଟାବାହାଲ ପଞ୍ଚାୟତରେ ଆଜି ଘୋଷଯାତ୍ରା ଅନୁଷ୍ଠିତ ହୋଇଥିବାବେଲେ , ଗତକାଲି ତାଲପାଲି ଠାରେ ମାଉସୀ ମନ୍ଦିରକୁ ପହଞ୍ଚିଥିବା ଚତୁର୍ଦ୍ଦା ମୁରତୀଙ୍କ ଅବତାର ଆଜି ଆରମ୍ଭ…

କୁଆଡେ ଯାଇଛି ବିକାଶ : ଦଦରା ଘରେ ଜୀବନ ବିତାଉଛନ୍ତି ଅସହାୟ ବିଧବା ପୁତନା ଓ ମାନସିକ ରୋଗାକ୍ରାନ୍ତ ପୁଅ

ସିନାପାଲି/ ନିରାକାର ମେହେର ନୁଆପଡା ଜିଲ୍ଳା ସିନାପାଲି ବ୍ଳକ ର କେନ୍ଦୁମୁଣ୍ଡା ଗ୍ରାମର ପୁତନା ଜଗତ ,ବୟସ ପାଖା ପାଖୀ 60 ଟପିଲାଣି , ଆଉ ଜମିବାଡି ବଲି କିଛି ନାହି ତାଙ୍କପାଖରେ  ଭଙ୍ଗା ଦଦରା ଘରେ ବିଧବା ପୁତନା ଜଗତ,  ସେବା କରି ଚାଲିଛନ୍ତି  ନିଜ ଭେଣ୍ଡିଆ ପୁଅର ମାଁ, କାରଣ ପୁଅ ଜନ୍ମ…

ମଧ୍ୟବିତ୍ତଶ୍ରେଣୀର ଜନସାଧାରଣଙ୍କୁ ନିରାଶ କରିଛନ୍ତି : ପ୍ରଦୀପ ଦେବତା

ବରଗଡ଼ : ପରମ୍ପରା ରହିଛି, ପ୍ରଥମବର୍ଷରେ ନିରାଶାଜନକ ବଜେଟ ଓ ପଞ୍ଚମବର୍ଷରେ ବିଭିନ୍ନ ଯୋଜନାରେ ଭରପୂର ନିର୍ବାଚନୀ ବଜେଟ । ଅର୍ଥମନ୍ତ୍ରୀ ସୀତାରମଣ ସେଇ ପରମ୍ପରାକୁ ଆଉପାଦେ ଆଗକୁ ବଢାଇ, ଯାହାଙ୍କ ଭୋଟରେ ବିପୁଳ ବିଜୟ ହାସଲକରି ଦ୍ୱିତୀୟଥର ପାଇଁ ଶାସନକୁ ଆସିଛନ୍ତି, ସେଇ…

ନୂଆ ଭାରତ ଓ ନୂଆ ଓଡିଶାର ମୂଳଦୁଆ ପକେଇବାର ବଜେଟ୍ – ଧର୍ମେନ୍ଦ୍ର ପ୍ରଧାନ

  ୨୦୧୯-୨୦ ପାଇଁ କେନ୍ଦ୍ର ବଜେଟକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା  ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭ ପାଇବ ଭାରତବର୍ଷର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁନର୍ବାର ଯେଉଁ ଜନାଦେଶ…

ଶ୍ରଦ୍ଧାଳୁ ଭକ୍ତଙ୍କ ଅପୂର୍ବ ଶ୍ରଦ୍ଧା ଭିତରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଘୋଷଯାତ୍ରା

୨୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ରଥ ଟାଣି ନେଲେ ଦିବ୍ୟ ଅନୁଭବ ରାୟଗଡା (ସରୋଜ ସାହୁ) –ଶ୍ରଦ୍ଧାଳୁ ଭକ୍ତଙ୍କ ଅପୂର୍ବ ଶ୍ରଦ୍ଧା ଭିତରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରେ ପାଳିତ ହୋଇଯାଇଛି  ପବିତ୍ର ଘୋଷଯାତ୍ରା ।   ଧାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ସକାଳ ୫ଟାରେ ମଙ୍ଗଳ ଆଳତୀ, ତଡପ ଲାଗି ଓ ଗୋପାଳ…

ସିଆରପିଏଫ ୪ର୍ଥ ବାଟାଲିୟନ କ୍ୟାମ୍ପ ପାଳିତ ହେଲା ରଥ ଯାତ୍ରା

ରାୟଗଡା (ସରୋଜ ସାହୁ) – ପବିତ୍ର ଘୋଷ ଯାତ୍ରା ଅବସରରେ ରାୟଗଡା ସହରସ୍ଥିତ ସିଆରପିଏଫର ୪ର୍ଥ ବାଟାଲିୟନ ଠାରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି ଶ୍ରୀଜୀଉଙ୍କ ଘୋଷଯାତ୍ରା । ସକାଳୁ ସକାଳୁ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ପହଣ୍ଡି ବିଜେ କରି ଠାକୁରଙ୍କୁ ରଥାରୂଢ କରାଯାଇଥିଲା ।…

ଜନ୍ମ ବେଦିକୁ ବିରାଜିଲେ ମହାବାହୁ

ରେଢ଼ାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ  : ରେଢ଼ାଖୋଲ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମରେ ରେଢ଼ାଖୋଲ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି I ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୦ ହଜାର ରୁ ଉର୍ଦ୍ଧ ଭକ୍ତ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରିଥିଲେ I ଗୁରୁବାର…