ବଦଳିଲେ ୪୧ ଓଏଏସ ଅଫିସର

ଭୁବନେଶ୍ବର :  ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ମଧ୍ୟରେ  ଏକ ବଡଧରଣର ଅଦଳବଦଳ କରିଛନ୍ତି  | ଏହି ଅଦଳବଦଳ ଅନ୍ତର୍ଗତ ୪୧ଜଣ ଓଏଏସ୍ ଅଫିସର ବଦଳି କରାଯାଇ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି |ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ଟେକ୍ସଟ ବୁକ୍…

ଗାନ୍ଧୀ ଜୟନ୍ତୀ ପୂର୍ବରୁ ଗାନ୍ଧୀପିଡ଼ିଆ ଉନ୍ମୋଚନ କରିବାକୁ ଗାନ୍ଧିବାଦୀଙ୍କ ଦାବି

ଭୁବନେଶ୍ୱର, (ଶାସକ ପ୍ରଶାସକ): ଜାତିର ଜନକ ମହାମାନବ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ, ଚିନ୍ତାଧାରା, ରଚନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଦେଶ ବିଦେଶରେ ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ କେନ୍ଦ୍ର ସରକାର ‘ଗାନ୍ଧୀପିଡ଼ିଆ’ ପ୍ରସ୍ତୁତ କରିବାକୁ ଯେଉଁ ଘୋଷଣା କରିଛନ୍ତି ତାହାକୁ ଗାନ୍ଧୀ…

ଆଖି ଖୋଲିଦେଲା ଦଇତାରୀଙ୍କ ଦାରିଦ୍ର୍ୟ : ଗୁରୁତ୍ୱ ପୁର୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଆର୍ଥିକ ଅନଗ୍ରସର ପଦ୍ମ ବିଜେତାଙ୍କୁ ମିଳିବ ୧୦୦୦୦ ଟଙ୍କାର ମାସିକ ସହାୟତା ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟର ଆର୍ଥିକ  ଅନଗ୍ରସର  ପଦ୍ମ ଶ୍ରୀବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତିା ସଂସ୍କୃତିବିଭାଗର ଏହି…

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ସିବିଆଇ ତଦନ୍ତ ଦାବି

 ୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବିପତ୍ର ପ୍ରଦାନ ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନଙ୍କ ମାଆକୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି । ଖୁଦ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତରେ ଥିବା ଗୃହ ବିଭାଗର…

ବିଜୁଙ୍କ ନାଁରେ ଘୋଟାଲା : ହାତରେ ଟେକିଲେ ପିଚୁ ଉଠିଲା

ଗାଇସିଲେଟ/କେଦାର ନାଥ ସାହୁ:ବିଜୁସେତୁ ନିର୍ମାଣରେ ମହାଦୁର୍ନୀତିର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ;ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତରେ । ତାଲପାଲି ପଞ୍ଚାୟତ ଏବଂ ପଦ୍ମପୁର ଉପଖଣ୍ଡସ୍ଥ ଜମଳା ପଞ୍ଚାୟତକୁ ମଝିରେ ଥିବା ଅଙ୍ଗନଦୀ ଗମନାଗମନକୁ…

ବିଶ୍ୱର ୧୭ଟି ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ କୋଣାର୍କ ଓ ପୁରୀ ସ୍ଥାନ ନପାଇବା ଦୁର୍ଭାଗ୍ୟଜନକ…

ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥଧାମ ପୁରୀକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଐତିହ୍ୟସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରା ନ କରିବା  ଦୁର୍ଭାଗ୍ୟଜନକ…

ଚୋରା ନିଶା କାରବାର କରୁଥିବା ବେପାରୀ ଗିରଫ

ପଦ୍ମପୁର(ନୀଳାମ୍ବର ଦୀପ): ବେନିୟମ ଭାବରେ ଚାଲିଥିବା ନିଶା କାରବାରକୁ ରୋକିବା ପାଇଁ ପଦ୍ମପୁର ପୋଲିସ ପକ୍ଷରୁ ଅବ୍ୟହାତ ରହିଥିବା ବେଳେ ପୋଲିସ ପୁଣି ଏକ ନିଶା ବେପାରୀ କୁ ଗିରଫ କରିଛି। ଆଇ.ଆଇ.ସି ଙ୍କ ସୂଚନା ଅନୁଯାୟୀ  ବେନିୟମ କଫସିରପ ବ୍ୟାପାର କରୁଥିବା ଅଭିଯୋଗରେ ଚିତ୍ତରଞ୍ଜନ ଦାସ ନାମକ…

ସକାଳୁ ସକାଳୁ ବୁଲେଟ ଗର୍ଜ୍ଜିଲା, ଟାର୍ଗେଟ ହେଲେ ଦୁଇ ଭାଇ

ଦୁର୍ବୁତ୍ତଙ୍କ ଗୁଳି ମାଡରେ ୨ ଭାଇ ଗୁତୁତ୍ତର, ବ୍ୟବସାୟୀକ ଶତ୍ରୁତାରୁ ଗୁଳିମାଡ଼ ସନ୍ଦେହ । ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦର ୧୫ ନମ୍ବର ୱାର୍ଡ ଲିଙ୍କ ରୋଡ଼ରେ ଜୁଲାଇ ୮ ପ୍ରାତଃ ପ୍ରାୟ ସାଢ଼େ ୬ ପାଖାପାଖି ସମୟରେ ଅଜଣା ଦୁର୍ବୁତ୍ତ'ଙ୍କ…

ଅପାରଗ ପ୍ରଶାସନ : ଲୋକଙ୍କ ପାଇଁ ତିଆରି ହେଲା, ହେଲେ ସବୁଠି ତାଲା

ଘୁ. ଉଦୟଗିରି/ ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ ଯାହାକି ଆତି ପୁରୁଣା. କିନ୍ତୁ ଏହି ଏନ. ଏ.ସି ର ଅବସ୍ଥା ଅତ୍ୟନ୍ତ ଦୁର୍ଦ୍ଦିନରେ ଗତି କରୁଛି| ଯାହା ପାଇଁ ହନ୍ତସନ୍ତ ହେଉ ଛନ୍ତି ସାଧାରଣ ଜନତା |  ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହୁଥିଲେ…

ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‍ଘାଟନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବ୍ରହ୍ମପୁର ଲୋକ ସଭା ସାଂସଦ ଚନ୍ଦ୍ର ଶେଖର ସାହୁ ଏକଦିନିଆ ପାରଳାଖେମୁଣ୍ଡି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦ୍‍ଘାଟନ କରିଥିଲେ । ସାଂସଦ ଶ୍ରୀ…