କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ଠାରେ ଷଡ଼ବଂଶୀୟ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଂଘା ବଡ଼ଦେଓଙ୍କ ପୂଜା ପାଳିତ ହୋଇଯାଇଛି l ଏହି ଅବସରରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଓ ବୀରବାଦ୍ୟ ସହ ଗାଁ ପରିଭ୍ରମଣ କରିଥିଲେ l ଭକ୍ତଙ୍କ ପ୍ରବଳ ଭିଡ଼ ରହିଥିଲା l
Sign in
Sign in
Recover your password.
A password will be e-mailed to you.
Prev Post
Next Post