Sign in
Sign in
Recover your password.
A password will be e-mailed to you.
ନୂଆପଡାର ଗୌରବ ବୃଦ୍ଧି କଲେ ଆକାଶ ଅଗ୍ରୱାଲ
ଆଇ.ଇ.ଏସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୩ ନଂ ସ୍ଥାନରେ ରହି କୃତିତ୍ୱ ଅର୍ଜନ କରିଛନ୍ତି
ପିଲା ବେଳେ ପଢୁଥିବା ବିଦ୍ୟାଳୟରେ ମିଳିଲା ସମ୍ବର୍ଦ୍ଧନା
ନୂଆପଡ଼ା,(ଅମିତ ପୁରୋହିତ) : ନୂଆପଡାର ବିଶିଷ୍ଟ ସମାଜସେବୀ ସୁରେଶ ଚନ୍ଦ୍ର ଅଗ୍ରୱାଲଙ୍କ ସୁପୁତ୍ର ଆଇ.ଇ.ଏସ ପରୀକ୍ଷାରେ…
କଂଗ୍ରେସକୁ ଫେରିଲା ପୁରୁଣା ରୋଗ,ସକ୍ରିୟ ହେଲା ଭାଇରସ PCCPH
ଭୁବନେଶ୍ୱର/ ସ୍ୱତନ୍ତ୍ର ପ୍ରତିନିଧି : ବିନା ସିଜନରେ କଂଗ୍ରେସରେ ପୁଣି ପୁରୁଣା ରୋଗ ମୁଣ୍ଡ ଟେକିଛି | ଏବେ ଅଖା ମୂଷା କାଟିଦେଲେଣି, ବିରି ପୋକ ଖାଇଯାଇଛି | ବୁଣିଲେ ଏବେ କିଛି ଗଜା ହେବାର ବି ନାହିଁ, ହେଲେ ଟାଙ୍ଗରା ଭୁଇଁରେ ବିହନ ବୁଣିବାର ପ୍ରଚେଷ୍ଟା ଆରମ୍ଭ ହୋଇଛି | ଏବେ ମୁଣ୍ଡ…
“ପ୍ରତି ୪ ଜଣରେ ଜଣେ ବ୍ୟକ୍ତି ମସ୍ତିଷ୍କାଘାତରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ "ବିଶ୍ବ ମସ୍ତିଷ୍କଘାତ(ଷ୍ଟ୍ରୋକ) ଦିବସ --୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସର…
ନେହେରୁ ଯୁବକ ସଂଗଠନ ଓ ଶିବମ୍ ୟୁଥ୍ କ୍ଲବ ପକ୍ଷରୁ ଭିଜିଲାନ୍ସ ଡେ ଅନୁଷ୍ଠିତ
କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅର୍ଡାବାହଲ ଠାରେ ଭିଜିଲାନ୍ସ ଡେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦୁର୍ନୀତି କୁ କିପରି ରୋକାଯାଇ ପାରିବ ତାହାନେଇ ଏକ ବୈଠକ ହୋଇଥିଲା ତାହା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…
ବାଲି ମାଫିଆଙ୍କ ଗୁଣ୍ଡାରାଜ, କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ
ଥାନାରେ ଲିଖିତ ଏତଲା ଦେଲେ ସାମ୍ବାଦିକ
ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନକୁ ଓହ୍ଲାଇପାରେ ମିଡିଆ ସଂଘ
ଜୁନାଗଡ(ଆଦିତ୍ୟ ପ୍ରସାଦ ମହାନ୍ତି) : ଖବର ସଂଗ୍ରହ ପାଇଁ ନଦୀପଠାକୁ ଯାଇଥିବା ସମୟରେ ବାଲି ମାଫିଆ ମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଦୁଇଜଣ…
ସାମାନ୍ୟ ବିସ୍କୁଟ ଡାକି ଆଣିଲା ମରଣ
ମାମୁ ଘର ଭଣଜା ପାଇଁ ହେଲା କାଳ !
ସିନାପାଲିରୁ ନିରାକାର ମେହେର ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ତାଲ ପଦର ଗାଁ ରେ !ସାମାନ୍ୟ ବିସ୍କୁଟ ପାଇଁ ଏକ ନିରୀହ ଜୀବନ ବଳି ପଡିଲା ! ଜିତେନ୍ଦ୍ର ମାଝୀ ( ୬) ପିତା -ଜେମାମଣି ମାଝୀ, ଗାଁ ଝାରବନ୍ଧ…
ମହିଳା କମିଶନ କାର୍ଯ୍ୟାଳୟ ଘେରିଲା ବିଜେପି ମହିଳା ମୋର୍ଚ୍ଚା : କଲା ମିନତିଙ୍କ ଇସ୍ତଫା ଦାବି
ସାମ୍ବିଧାନିକ ପଦବୀର ମର୍ଯ୍ୟାଦାହାନୀ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା
ମହିଳା କମିଶନ ଅଧ୍ୟକ୍ଷାଙ୍କ ରିପୋର୍ଟ ସାର୍ବଜନୀନ ନହେଲେ ରାଜ୍ୟବ୍ୟାପୀ ବିରୋଧ କରାଯିବ
ମହିଳା କମିଶନ ସାଜିଛନ୍ତି ଶାସକ ବିଜେଡି ଦଳର ପ୍ରବକ୍ତା
ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟ ମହିଳା କମିଶନ…
ରଘୁନାଥପୁର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ,୫ଟି ଅଭିଯୋଗର ତତ୍କାଳ ଫଇସଲା
ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲା ପ୍ରଶାସନ ତରଫରୁ ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ…
ନଭେମ୍ବର୨୭ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀର ପୁର୍ତ୍ତୀ ଉତ୍ସବ
ନଭେମ୍ବର୨୪ରେ ଆଲୁମନି ମିଟ୍ ନେଇ ଅକ୍ଟୋବର ୩୧ରେ କୁଳପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ।
ଭୁବନେଶ୍ୱର (ଶାସକ ପ୍ରଶାସକ):ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୭୫ ବର୍ଷ ଉପଲକ୍ଷେ ବର୍ଷବ୍ୟାପୀ ପାଳନ କରାଯାଉଥିବା ପ୍ଲାଟିନମ ଜୟନ୍ତୀର ପୁର୍ତ୍ତୀ ଉତ୍ସବ ଆଗାମୀ ନଭେମ୍ବର ମାସ ୨୭…
ଦୁଇଟି ଜୁଆ ଆଡ୍ଡା ଉପରେ ଚଢଉ,୧୦ ଜୁଆଡି ଗିରଫ
ନୂଆପଡା.(ଅମିତ ପୁରୋହିତ); ନୂଆପଡା ପୋଲିସ ୨ଟି ଜୁଆ ଆଡ୍ଡା ଉପରେ ଚଢଉ କରି ୧୦ ଜୁଆଡି ଙ୍କୁ ଗିରଫ କରିବା ସହ ୧୯ ହଜାର ଟଙ୍କା, ୯ ଟି ମୋଟର ସାଇକଲ, ଓ ୭ ଟି ମୋବାଇଲ ଫୋନ ଜବତ କରିଛି । ନୂଆପଡା ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାକୁଡ ଙ୍କ ସୂଚନା ଅନୁସାରେ ଦିପାବଳୀ ଓ ଗୋବର୍ଦ୍ଧନ…