Sign in
Sign in
Recover your password.
A password will be e-mailed to you.
ବିଜୟ ଯଦି ଫେଲ ମାରିଲେ, ଦୋଷ ଠେଲା ପାଇଁ ମୁଣ୍ଡ ରେଡି !!
ପାଟକୁରା/ ଭୁବନେଶ୍ୱର(Girija shankar Dash) : ସରିଗଲା ପ୍ରଚାର, ଅପପ୍ରଚାର ଆତ୍ମ ପ୍ରଚାର, ମିଛ ସ୍ୱାଭିମାନ ଓ ଲୋକପ୍ରିୟତାର ପର୍ବ । ଭୋଟ ସରିଗଲା ପରେ ୨୪ରେ ଗଣତି ନିର୍ଣୟ ହେବ ଭାଗ୍ୟଫଳ ବିଜୟ ମହାପାତ୍ର ଆଉ ସାବିତ୍ରୀ ଅଗ୍ରୱାଲଙ୍କ ଭିତରେ | ପ୍ରଥମରୁ ହାତ ଟେକି ଦେଇଥିବା କଂଗ୍ରେସ କଥା…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ
ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରି ମହାରାଷ୍ଟ୍ରର ସମଗ୍ର ବିକାଶ ଉପରେ ଗୁରୁତ୍ୱ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, – କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ସାକ୍ଷାତ…
ଖଣିଜ ପାଣ୍ଠି : ଆଦାୟ ୭୪୯୬ କୋଟି, ଖର୍ଚ୍ଚ ମାତ୍ର ୧୬୭୨ କୋଟି
ଭୁବନେଶ୍ୱର, : ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିକୁ ବର୍ତମାନ ସୁଦ୍ଧା ମୋଟ ୭୪୯୬.୭୩ କୋଟି ଟଙ୍କା ଆଦାୟ ହୋଇଛି । ଗତ ତିନିବର୍ଷ ମଧ୍ୟରେ ଏହି ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୬୭୨.୩୪ କୋଟି ଟଙ୍କା । ତେବେ ବିଡ଼ମ୍ବନାର ବିଷୟ ଯେ ଖଣିଖାଦାନ ଅଂଚଳର ଅଗ୍ରାଧିକାର କ୍ଷେତ୍ର ଭାବେ…
ଏଣିକି ପତିପତ୍ନୀଙ୍କ ନାମରେ ଜମି ରେକର୍ଡ
ଭୁବନେଶ୍ୱର: ଏଣିକି ଉଭୟ ପତି ଓ ପତ୍ନୀଙ୍କ ନାମରେ ଜମିଜମା ରେକର୍ଡ କରାଯିବ । ଏଥିପାଇଁ ସରକାର କ୍ଷେତ୍ରାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ…
ଜୁଲାଇ ୨୧ ତାରିଖରେ ବାପା ପକ୍ଷରୁ ସମ୍ବର୍ଦ୍ଧିତ ହେବେ ଜଳସେଚନ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ
ଭୁବନେଶ୍ୱର,:ଆଗାମୀ ଜୁଲାଇ ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱର ଜୟଦେବ ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନ ସଭାଗୃହରେ ଓଡ଼ିଶା ରାଜ୍ୟ ସରକାରଙ୍କ ଜଳସେଚନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ବାଲିକୁଦା ଏରସମା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରୟାସୀ…
କୋଉ ରେଟରେ ଢୋକିଲେ ଏମିତିକା କୋଠା ହେବ !!!
ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱ ଓ ବାଲେଶ୍ୱର ୟୁନିଟ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟଙ୍କ ସହଯୋଗରେ ଆଜି ପୂର୍ବାହ୍ନରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର…
ଶତାୟୁ ସ୍ୱାଧିନତା ସଂଗ୍ରାମୀଙ୍କ ପରଲୋକ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ବଡପୁଟ ଗ୍ରାମର ଶତାୟୁ ସ୍ୱାଧିନତା ସଂଗ୍ରାମୀ ବିରଭଦ୍ର ଆଚାରୀ(୧୦୩) ବୁଧବାର ବିଳମ୍ବିତ ରାତିରେ ସ୍ୱଗୃହରେ ପରଲୋକ ଗମନ କରିଥିଲେ । ନୟାଗଡ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଂଶ ଗ୍ରହଣ କରି ସେ କାରାବରଣ କରିଥିଲେ । ତାଙ୍କର ଜିବଶୈଳି ଓ…
କଲ୍ୟାଣପୁର ରବି ପ୍ରଧାନ ହତ୍ୟାଘଟଣା : ୬ଜଣ ଅଭିଯୁକ୍ତଙ୍କ ଆତ୍ମସମର୍ପଣ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : : ନୟାଗଡଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ରବି ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସହିତ ୬ଜଣ ଓଡଗାଁ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏହି ଥାନା ଜାମୁଝୋଲାର ଜ୍ୟୋତିର୍ମୟ ମହାନ୍ତି(୩୫), ଶ୍ରୀନିବାସ…
ଯୁବତୀକୁ ଅପହରଣ ଉଦ୍ୟମ କରି ଯୁବକ ଗିରଫ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : : ଓଡଗାଁ ଥାନା କୋମଣ୍ଡ ଗାଁର ରବି ନୟକ(୨୧) କୁ ଯୁବତୀକୁ ଅପହରଣ କରିବା ଅଭିଯୋଗରେ ଗିରଫ କରି ଓଡଗାଁ ପୋଲିସ ଆଜି କୋର୍ଟଚାଲାଣ କରିଥିଲେ । ଜାମିନି ଖାରଜ ହେବାରୁ ଅଭିଯୁକ୍ତ ଯୁବକକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋମଣ୍ଡ ନିକଟସ୍ଥ ବାଦଭୁଇଁ…
ଧୁର୍ତ୍ତଙ୍କ କବଜାରେ ସୁନ୍ଦରଗଡ ପୂର୍ତ୍ତ ବିଭାଗ !
ନିର୍ବାହୀ ଯନ୍ତ୍ରୀଂକ ନିରାବତାକୁ ନେଇ ପ୍ରଶ୍ନବାଚୀ
ଜିଲ୍ଲା ପ୍ରଶାସନ, ସରକାର ଓ ଭିଜିଲାନ୍ସ ବିଭାଗର ନଜର ପଡିବ କି
ସୁନ୍ଦରଗଡ/ହୋରଚାନ୍ଦ ଦେଉରିଆ:- ସୁନ୍ଦରଗଡ଼ ଜିଲ୍ଲାର ବିକାଶ ଏବେ ସରକାରୀ ବ୍ୟବସ୍ଥା ପାଖରେ ମୁଣ୍ଡ ନୁଆଁଇ ଯାଇଛି, କାରଣ ଖୋଜିଲେ ବହୁ ତଥ୍ୟ ସାମ୍ନାକୁ ଆସୁଛି । ସାଧାରଣ…