Sign in
Sign in
Recover your password.
A password will be e-mailed to you.
କୋମନା ବ୍ଲକରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା
ସାମିଲ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ ସୁବାସ ଚୌହାନ
ନୂଆପଡ଼ା :- ନୂଆପଡ଼ା ବିଧାନସଭା ଅନ୍ତଗତ କୋମନା ବ୍ଲକ ର ବିଭିନ୍ନ ପଞ୍ଚାୟତରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ଏହି ପଦଯାତ୍ରା ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ଶ୍ରୀଯୁକ୍ତ ସୁବାସ…
ଚାଷୀ କଲବଲ : ବାରହା ଉଜାଡୁଛନ୍ତି ଧାନ ଫସଲ
ଆଗଲପୁର ( ସୁଶିଲ କୁମାର ବିଶ୍ବାଲ ):- ବର୍ଷା ଶୀତ କୁ ଖାତିର ନକରି କାଦୁଅ ରେ ବହୁତ କଠିନ ପରିଶ୍ରମ କରି କୃଷକ ତାର ବିଲବାଡିରେ ଧାନଚାଷ କରିଥାଏ । ତାର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଅନେକ କଷ୍ଟ ଅନୁଭବ କରୁଥାଏ । କିନ୍ତୁ ତାର ପରିଶ୍ରମ ର ଫଳ ସ୍ବରୂପ ତାର ବିଲବାଡିରେ ଯେତେବେଳେ ସୁନା ରୂପି…
କାୟସ୍ତ କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା
ଧର୍ମଗଡ଼ ରୁ ସୁଶାନ୍ତ ରାଉତ-କୋକସରା ବ୍ଳକ୍ ଝରିଆଗୁଡା ଗ୍ରାମ ଠାରେ କାୟସ୍ତ କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ପୂଜାରେ ଆଜି ସାମୁହିକ ପ୍ରସାଦ ସେବନ ଓ ସମାପନ ହୋଇଯାଇଛି।ଏହି ପୂଜା କାର୍ଯ୍ୟରେ କର୍ତ୍ତା ରୂପେ ଲୋକନାଥ ପଟ୍ଟନାୟକ ଓ…
ଝର କଳୀପୂଜା ଯୁଗାର ଯାତ୍ରା ସମ୍ପନ୍ନ : ୩୫୦ ରୁ ଉର୍ଧ୍ଵ ଜୁଗାର ସାମିଲ, ୨୧ ଖଣ୍ଡି ଖଇ ଓ ନଡିଆ ର ଜୁଗାର ମୁଖ୍ୟ…
ମେଲଛାମୁଣ୍ଡା(ମନୋଜ ଭୋଇ) ଯୁଗ ପରିବର୍ତନ ସହ ବଳି କୁସଂସ୍କାର ଠାରୁ ଦୁରେଇ ଯିବା ପାଇଁ ଲୋକେ ଅଂଟା ଭିଡିଲେଣି । ମାଁ କେବେ ଭକ୍ତ ଠାରୁ ରକ୍ତ ଚାହାନ୍ତି ନାହିଁ । ସେ ମଙ୍ଗଳମୟ ସଂସାରର ପାଳନକର୍ତା ,ବଳି କେବଳ ଭ୍ରମ ମାନସିକତା । ଏହି ବିଶ୍ୱାଶକୁ ଦୃଢ କରି ବରଗଡ ଜିଲା ଝର ଗ୍ରାମର କାଲୀପୁଜା…
ଜିଲ୍ଲା-ସ୍ତରୀୟ କଳା ପ୍ରତିଯୋଗିତା
ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସଭା ଗୃହ ଠାରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ବିଭାଗ ଆନୁକୂଲ୍ୟରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସହଯୋଗରେ ଜିଲ୍ଲା ସ୍ତରୀୟ କଳା ଉତ୍ସଵ କାର୍ଯ୍ୟକ୍ରମ…
ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ପରିବେଶ ଉପରେ ଜନ-ସଚେତନ କରାଇଲେ ଗ୍ରୀନ ଆକ୍ଟିଭିଷ୍ଟ ଲୁସି ପ୍ରିୟା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ପାରଳା ସ୍ୱାଭିମାନ ମଞ୍ଚ ପକ୍ଷରୁ ପରିବେଶ ଉପରେ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ "ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା…
ଅସହାୟତା ଆଉ ଦାରିଦ୍ର୍ୟ ଯନ୍ତାରେ ୧୨ ପ୍ରାଣୀ କୁଟୁମ୍ବ, ପ୍ରଶାସନ ବୁଝୁଛି ଘୋଡାଡିମ୍ବ
"ମୋ ସରକାର"ଙ୍କ ୫-ଟିର ସୁଫଳ କେବେ ପାଇବେ ଚଉରାର ପରାଭୋଇ ପରିବାର
ସିନାପାଲିରୁ ନିରାକାର ମେହେର:-ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାସଗୃହ, ରାସନ କାର୍ଡ, ବିକଳାଙ୍ଗ ଭତ୍ତା ପ୍ରଦାନ କରୁଛନ୍ତି !…
ନକଲି ନମ୍ବର ଥିବା ବାଇକ୍ ଜବତ ଓ ଜଣେ ଗିରଫ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢାଖୋଲ-ବୌଦ୍ଧ ରାସ୍ତାରେ ରେଢାଖୋଲ ପୋଲିସ୍ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ନକଲି ନମ୍ବର ଥିବା ବାଇକ୍ କୁ ଜବତ୍ କରିବା ସହ ବାଇକ୍ ଚାଳକକୁ ଗିରଫ କରାଯାଇଛି I ଗିରଫ ଜଣକ ହେଲେ ରେଢାଖୋଲ ଥାନା କଦଳୀଗଡ ପଞ୍ଚାୟତ ବିଶିପାଲି ଗାଁର…
ଓରମାସ୍ ତାଲିମପ୍ରାପ୍ତ ଯୁବବର୍ଗଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଉଛି: ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ
ଭୁବନେଶ୍ୱର : ଓରମାସ ସାରା ରାଜ୍ୟରେ ବେରୋଜଗାର ଯୁବକଯୁବତୀମାନଙ୍କୁ ଦକ୍ଷତା ବିକାଶ କରି ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇ ପ୍ରମୁଖ ଭୂମିକା ଗ୍ରହଣ କରିଛିା ସଂପ୍ରତି ରାଜ୍ୟରେ ୭୫ଟି ସଂସ୍ଥା ସହଯୋଗରେ ୧୪୬ଟି ଭିନ୍ନ ଭିନ୍ନ ଟ୍ରେଡରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରୁଛିା ଗରିବ…