Sign in
Sign in
Recover your password.
A password will be e-mailed to you.
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ୩ ଗୁରୁତର
ନୂଆପଡା.(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ଧରମବନ୍ଧା ଗ୍ରାମର ବ୍ରାହ୍ମଣୀ ନାଳା ନିକଟରେ ୨ ଟି ବାଇକ୍ ମୁହାଁମୁହିଁ ଧକା ହେବାରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ଧରମବନ୍ଧା ଥାନା ଭାରପ୍ରାପ୍ତ ଅଧିକାରୀ ଦିଲିପ ଲାକ୍ରାଙ୍କ ସୂଚନା ଅନୁସାରେ…
ବୌଦ୍ଧ ବନବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର
(ବୌଦ୍ଧ /ମୋତିଲାଲ୍ ଯୋଶୀରା) : ବୌଦ୍ଧ ବନବିଭାଗ ଦ୍ୱାରା ଏକ ବିଲୁପ୍ତ ପ୍ରାୟ ବିରଳ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବୌଦ୍ଧ ରେଞ୍ଜ ଅଫିସର ଆଶିଷ କଂହରଙ୍କ ନେତୃତ୍ୱରେ ଫରେଷ୍ଟର ଗୋବର୍ଦ୍ଧନ ମେହେର, ଚିତ୍ତରଞ୍ଜନ ପ୍ରଧାନ, ପୁଷ୍ପାଞ୍ଜଳି ମେହେର ଏବଂ ଫରେଷ୍ଟ ଗାର୍ଡ ସୁଶାନ୍ତ କୁମାର…
ଅଚାନକ ବୌଦ୍ଧ ଜିଲ୍ଲା ଗସ୍ତରେ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ
(ବୌଦ୍ଧ / ମୋତୀଲାଲ ଯୋଶୀରା ): ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଚାନକ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିଲେ | ବୋୖଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ କଣ୍ଟମାଲ ବିଧାୟକ ମହିଧର ରଣାଙ୍କ ସହ ମିଶି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ବ୍ୟବସ୍ଥା ଯାଞ୍ଚ…
ଗାଁ ସାଥୀଙ୍କ ନିଯୁକ୍ତି ପ୍ରସଙ୍ଗ : ୪ ନଭେମ୍ବର ଭୁବନେଶ୍ୱର ଚାଲ
ଭଦ୍ରକ : ଆଜି ଭଦ୍ରକ ଜିଲ୍ଲା ଗାଁସାଥୀ (ମେଟ୍) ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ସଂଗଠନର ଆହ୍ୱାନକ୍ରମେ ଆଜି ଭଦ୍ରକ ଜିଲ୍ଲା ସଂଘ ତରଫରୁ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମ କରାଯାଇ ଭଦ୍ରକ ଜିଲ୍ଲାର ପି.ଡି. ଡି.ଆର୍.ଡି.ଏ. ଜିଲ୍ଲା ଓ ରାଜ୍ୟସ୍ତରୀୟ ସ୍ମାରକପତ୍ର ପ୍ରଦାନ କରାଯାଇଛି…
ଓଡ଼ଗାଁ : ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
୯୦ଟି ଅଭିଯୋଗର ଫଇସଲା, ୩ ଭିନ୍ନକ୍ଷମଙ୍କୁ ସାଇକେଲ ପ୍ରଦାନ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର ): ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ଏସ୍ ପି ଶଶୀଭୁଷଣ ଶତପଥିଙ୍କ ଉପସ୍ଥିତିରେ ଓଡଗାଁ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସିବିର ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ…
ଶ୍ରୀ ରଘୁନାଥ ପୀଠରେ ଗିରି ଗୋବର୍ଦ୍ଧନ ପୂଜା ଓ ଚୂଡାଲାଗି ନୀତି
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁର ପ୍ରସିଦ୍ଧ ଶ୍ରୀ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ପୂଜା ଓ ଚୂଡାଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ସମସ୍ତ ନୀତିକାନ୍ତି ସହ ପୂଜାର୍ଚ୍ଚନା ପରେ ଶ୍ରୀ ଜିଉଙ୍କୁ ଶ୍ରଦ୍ଧାଳୁମାନେ ରାଇଦାମୋଦର ବେଶରେ ଦର୍ଶନ କରିଥିଲେ । ଆଜ୍ଞାମାଳ ପାଇ…
ପ୍ରଶ୍ନପତ୍ର ପହଁଚିବାରେ ବିଭ୍ରାଟ : ଘୁଂଚିଲା ଅର୍ଦ୍ଧବାର୍ଷିକ ପରୀକ୍ଷା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସାରା ଓଡିଶାରେ ଏକା ସମୟରେ ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ କରିବା ପାଇଁ ଶିକ୍ଷାମନ୍ତ୍ରୀ ବହୁ ଉଦ୍ୟମ କରିବା ପରେ ମଧ୍ୟ ତାହା ଶୃଙ୍ଖଳିତ ହୋଇ ପାରିଲା ନାହିଁ । ବିଭିନ୍ନ ଜିଲ୍ଲା ଏବଂ ବ୍ଲକକୁ ଠିକ ସମୟରେ ଆବଶ୍ୟକ ପରିମାଣର ପ୍ରଶ୍ନପତ୍ର ପହଁଚିପାରିଲା ନାହିଁ…
ସ୍ୱର୍ଗତା ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବି : ୩୧ରେ ରାଜଭବନ ସମ୍ମୁଖରେ କଂଗ୍ରେସ ଦେବ…
ଭୁବନେଶ୍ୱର . ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଂଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ତା ୩୧.୧୦.୨୦୧୯ ରିଖ ଗୁରୁବାର ପୂର୍ବାହ୍ନ ୧୦ ଘଂଟା ଠାରୁ ଦିବା ୧ ଘଂଟା…
ବୋଡାସମ୍ବର ଲୋକ ମହୋତ୍ସବ ଉଦଘାଟିତ
ପଦ୍ମପୁର- ସାର୍ବଜନୀନ ମା ଶ୍ୟାମା କାଳୀଙ୍କ ପୂଜନୋତ୍ସଵ ଅବସରରେ ପଦ୍ମପୁର ହନୁମାନ ପଡ଼ାଠାରେ ଗତ କାଲି ବୋଡାସମ୍ବର ଲୋକ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ତ୍ରିପୁରାସୁର ଦରବାର ତଥା ଲୋକ ମହୋତ୍ସବକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ…