ଆରଏସପି କ୍ବାର୍ଟର ବେଶ୍ୟାଳୟ, ରେଡ ହାଣ୍ଡ ଧଇଲା ପୋଲିସ 

ରାଉରକେଲା(ହୋରାଚାନ୍ଦ ଦେହୁରୀଆ) : ରାଉରକେଲା ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟରରେ ଦେହ ବେପାର ଚାଲିଛି ବୋଲି ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବେଶ୍ୟାଳୟ ବା ଦେହ ବେପାରର କେନ୍ଦ୍ରସ୍ଥଳ ପାଲଟିଥିବା ଏକ ଆରଏସପି କ୍ବାର୍ଟରକୁ ଠାବ କରିଛି | ଅନୈତିକ ଦେହ ବେପାର ଚାଲିଥିବା ବେଲେ ପୋଲିସ ଆଜି ଚଢ଼ାଉ…

ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଛି ପାରଳାଖେମୁଣ୍ଡି ରେଳ ଷ୍ଟେସନ

Paralakhemundi/Balakrusna Panigrahi : ଗତ ୧୦ ବର୍ଷହେଲାଣି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଛି । ୧୯୦୦ ମସିହା ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହା ନେରୋଗେଜ ରେଳପଥ ଥିଲା । ବ୍ରଡଗେଜରେ ପରିଣିତ କରିବା ପାଇଁ ଏହି ନେରୋଗେଜ ରେଳପଥକୁ  ୨୦୦୦ମସିହାରେ  ଉଠାଇ…

ଜାତୀୟ ପୁରସ୍କାର ବିଜେତା ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

 ଭୁବନେଶ୍ୱର : ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ଟୁଇଟ କରି ଜଣାଇଛନ୍ତି ଯେ "କୋରାପୁଟ ଜିଲ୍ଲା ଖଟାଲୁଗୁଡ଼ା ପିୟୁପିଏସର ସହକାରୀ ଶିକ୍ଷକ ପବିତ୍ର ମୋହନ ଦାଶଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।…

ଶାସକ ପ୍ରଶାସକର ପ୍ରଭାବ: ଅରକ୍ଷିତଙ୍କୁ  ମିଳିଲା ବିଜୁ ପକ୍କାଘର କାର୍ଯ୍ୟାଦେଶ 

ଧନ୍ୟବାଦ ସିଏମଓ ଆଉ ପ୍ରଶାସନ, ଗୋଟିଏ ଦିନ ଭିତରେ ଆକ୍ସନ  ଯେଉଁଠି ବ୍ଲକକୁ ଦୌଡ଼ି ଦୌଡ଼ି ପାଦରୁ ଚମଡା ଛିଡି ଯାଏ, ହାତ ଯୋଡି ଯୋଡି ହାତ ବେଣ୍ଡି ପଡ଼ିଯାଏ, ଯେଉଁଠି ଲାଞ୍ଚ ନଦେଲେ ଯୋଜନା ସୁଫଳ ହିତାଧିକାରୀ ନିକଟରେ ପହଁଚେନି, ସେଇଠି ନିଜେ ପ୍ରଶାସନ ହିତାଧିକାରୀ ପାଖକୁ ଆସିବା, ନିଜେ…

ଇଲେକ୍ଟରାଲ  ଯାଞ୍ଚ ପ୍ରକ୍ରିୟାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି "ସମରି ରିଭିଜନ-୨୦୨୦" ଅବସରରେ   ଇଲେକ୍ଟର୍ ଯାଞ୍ଚ ପ୍ରକ୍ରିୟାର  ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ  ଯାଇଛି ।     ଜିଲ୍ଲାପାଳ ଅନୁପମ ଶାହା…

ରଘୁନାଥ ବିଦ୍ୟାପୀଠ ୧୯୮୫ ବ୍ୟାଚ୍ ଛାତ୍ରମାନଙ୍କ ବନ୍ଧୁମିଳନ 

ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ହାଇସ୍କୁଲର ୧୯୮୫ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ନିକଟସ୍ଥ ପଥପ୍ରାନ୍ତ ସୁବିଧାକେନ୍ଦ୍ର ନିକଟରେ ଅନୁଷ୍ଠିତ  ହୋଇଯାଇଛି । ରଘୁନାଥ ବିଦ୍ୟାପୀଠରେ ୧୯୮୫ ବ୍ୟାଚରେ ଅଧୟନ କରୁଥିବା ବହୁ ପୁରାତନ ଛାତ୍ର ବିଭିନ୍ନ ଜାଗାରେ କାର୍ଯ୍ୟ କ୍ଷେତ୍ରରୁ…

ଜିଲ୍ଲାପାଳଙ୍କର ପ୍ରଥମ ପାଇକମାଲ ଗସ୍ତ

ମହାପ୍ରଭୁ ନୃସିଂହନାଥଙ୍କର ଦର୍ଶନ ପରେ ସମ୍ଭାଳିଲେ ଆୟୁର୍ବେଦ କଲେଜ ର ସଭାପତି ପଦ ବରଗଡ :- ଆଜି ବରଗଡ଼ ଜିଲ୍ଲା ର ଜିଲ୍ଲାପାଳ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ ପାଇକମାଲ ଆସି ପ୍ରଥମେ ନୃସିଂହନାଥ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ । ଶ୍ରୀ ଶ୍ରୀ ନୃସିଂହନାଥ ପରିସରରେ ପଦ୍ମପୁର ନିର୍ବାଚନ…

ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ : ଡ଼ ଅରୁଣ 

ଓଡଗାଁରେ ସ୍ୱାୟତ ଶାସନ ଦିବସ ପାଳିତ ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ସ୍ଥାନୀୟ  ଇନଣ୍ଡୋର ଷ୍ଟାଡିୟମ୍ ଠାରେ ବିଜ୍ଞାପିତ ଅଂଚଳ ଓଡଗାଁର ପକ୍ଷରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ସମାରୋହ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି । ଏହି ଅବସରରେ ପ୍ରାତଃକାଳରେ ରାମଧୁନ୍,…

ଛାତ୍ରୀଙ୍କ ଅକାଳ ବିୟୋଗ

ଓଡଗାଁ(ଶ୍ରୀକାନ୍ତ ମିଶ୍ର ) : ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡଗାଁର ନବମ ଶ୍ରେଣୀର ଛାତ୍ରୀ ନିକିତା ସାମଲ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ଵାସ ରୋଗ ଯାଗୁଁ ଅସୁସ୍ଥ ନିକିତାର ସ୍ଥାନୀୟ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଯାଉଥିଲା । ଗୁରୁତର…

ସିନାପାଲିରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ     

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ଥାନା ରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି ! ଆଜି ସିନାପାଲି ପୋଲିସ ର ସହାୟତା ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ପଲିଥିନ ମୁକ୍ତ କରିବା ସହିତ ପରିବେଶ ସୁରକ୍ଷା କରିବା ତଥା ପରିବେଶ ସନ୍ତୁଲନ ରଖିବା ପାଇଁ ଜଣେ…