Sign in
Sign in
Recover your password.
A password will be e-mailed to you.
ରାୟଗଡା ପୌରପାଳିକା କାର୍ଯ୍ୟାଳୟରେ ସ୍ୱାୟତ ଶାସନ ଦିବସ ପାଳିତ
ରାୟଗଡା /ସରୋଜ କୁମାର ସାହୁ – ପୌରପାଳିକା ଆନୁକୁଲ୍ୟରେ ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଅଛି । ପତାକା ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଏହି…
ମାରୱାଡି ମହିଳା ସମିତି ତରଫରୁ ଅଙ୍ଗଦାନ ମହତ ଦାନ, ସଚେତନତାର ବାର୍ତା ବାଂଟିଲେ ମହିଳା
ରାୟଗଡା (ସରୋଜ ସାହୁ ) – ଅଙ୍ଗ ଦାନ ମହତ ଦାନ ଏହି ବାର୍ତା ନେଇ ଆଜି ରାୟଗଡା ମାରୱାଡି ମହିଳା ସମିତି ତରଫରୁ ଏକ ସଚେତନତା ରାଲି ଆୟୋଜନ ହୋଇଥିଲା । ରାୟଗଡା ରେଳ ଷ୍ଟେସନ ଠାରୁ କପିଲାସ ଛକ ପର୍ଯ୍ୟନ୍ତ ଶତାଧିକ ମହିଳା ହାତରେ ପ୍ଲା କାର୍ଡ ଧରି ସଚେତନା ରାଲି ରେ ବାହାରି ଥିଲେ । ବିଭିନ୍ନ…
ଜଗତସିଂହପୁର ଠାରେ ୱାନ୍ ଷ୍ଟପ୍ ସେଣ୍ଟର(ସଖି)ଉଦଘାଟନ,ପୀଡିତା ମହିଳାଙ୍କୁ ନ୍ୟାୟ ପାଇଁ ମିଳିବ ସହାୟତା
ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାରେ ହେଉଥିବା ସମସ୍ଥ ପ୍ରକାର ମହିଳା ହିଂସାରେ ପୀଡିତା ମାନେ ୱାନଷ୍ଟପ୍ ସେଣ୍ଟର "ସଖି" ରେ ତ୍ୱରିତ ସହାୟତା,ପୋଲିସ ସହାୟତା, ଡାକ୍ତରୀ ଚିକିତ୍ସା ଓ ପରିକ୍ଷା, ମନସ୍ତାତ୍ୱୀକ-ସାମାଜିକ ପରାମର୍ଶ ଆଇନ ସହାୟତା, ସ୍ୱଳ୍ପକାଳୀନ ରହଣୀ ଇତ୍ୟାଦି ସୁବିଧା…
ତିନି ଆଇପିଏସ ଅଧିକାରୀ ପାଇଲେ ଡିଜି ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି, ମନୋଜ ଛାବ୍ରା ଓ ସୁରେନ୍ଦ୍ର ପନୱାରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି | ଆଜି ଏ ମର୍ମରେ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି | ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରୀ ମହାନ୍ତି ଓ ଶ୍ରୀ…
ଜୁନାଗଡ ରେ ସ୍ଵାୟତ ଶାସନ ଦିବସ ପାଳିତ
ଜୁନାଗଡ଼/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ସ୍ଵାୟତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି. ମୁଖ୍ୟ ଅତିଥି ଜୁନାଗଡ ବିଡିଓ ମୁଖ୍ୟ ବକ୍ତା ଭାବେ ପୂର୍ବ ତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଶ୍ଵର ପୁଝାରୀ. ପୂର୍ବ ତନ ନଗର୍ ପାଲ୍…
ମଦୁଆ ଚାଳକ ସାବଧାନ
ପୋଲିସ ଡ଼ିଜିଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି,
ଭୁବନେଶ୍ୱର : ମଦ୍ୟପ ଗାଡି ଚାଲକ ସାବଧାନ ହୋଇ ଯାଆନ୍ତୁ । ମଦ ପିଇ ଗାଡି ଚଲାଉଥିଲା ଡ୍ରାଇଭର ମାନଙ୍କ ପାଇଁ କଡା କଡ଼ି ଆଇନ କାଲିଠାରୁ ଲାଗୁ କରିବା ପାଇଁ ପୋଲିସ ମହା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ…
ଭବାନୀପାଟଣା ଟାଉନ ଥାନାରେ ନୂତନ ଥାନା ଅଧିକାରୀ
ଜୁନାଗଡ/ ଆଦିତ୍ୟ ମହାନ୍ତି :ଭବାନୀପାଟଣା ଟାଉନ ଥାନା ରେ ନୂତନ ଥାନା ଅଧିକାରୀ ଭାବେ ବାସୁଦେବ ଛାତ୍ରିଆ ଯୋଗ ଦେଇଛନ୍ତି। ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟାଉନ ପୁଲିସ ସମସ୍ତ ବ୍ଯବସ୍ଥା କରିବ ବୋଲି ଆଇଆଇସି ଶ୍ରୀ ଛତ୍ରୀଆ ପ୍ରକାଶ କରିଛନ୍ତି । ଏଥି ସହ ସହର ର ଧନଜୀବନ ର ସୁରକ୍ଷା…
ମହିଳାଙ୍କୁ ଅସଦାଚରଣ କରି ଜେଲ ଗଲେ ଯୁବକ
ପାଇକମାଲ :- ପାଇକମାଲ ଥାନା ଅନ୍ତର୍ଗତ କୁଡ଼ାରିଫସା ଗ୍ରାମର ଜଣେ ମହିଳା ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଯେ ସେହି ଗ୍ରାମର ଲଷ୍ମୀ ଧର ମଲ୍ଲିକ ନାମକ ଜଣେ ଯୁବକ ତାକୁ ମନ୍ଦ ଉଦ୍ଦେଶ୍ୟ ରଖି ତା ଉପରେ ବଳ ପ୍ରୟୋଗ କରିବା ସହିତ ଟଣା ଓଟରା…
ପ୍ରଶାସନ ଯେତେବେଳେ ଉଦାସୀନ, ସେଠି ଅରକ୍ଷିତଙ୍କୁ ଦଇବ ସାହା
ତାଳ ବରଡା ତଳେ ବିତୁଛି ଜୀବନ, ଫାଇଲ ଗଦା ଚାପରେ ଚେପା ଦବି ଯାଇଛି ଅରକ୍ଷିତଙ୍କ ଭାଗ୍ୟ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହାର ରହିବା ପାଇଁ ବାସଗୃହ ନାହିଁ ସେମାନଙ୍କ…
୧୪୪୦ ଜଣଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂହ ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ କାର୍ଯ୍ୟାଦେଶ
ସୋହେଲା(ଶାସକପ୍ରଶାସକ)-ସୋହେଲା ବ୍ଲକ ଅଫିସଠାରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ମୁଖ୍ୟ ଅତିଥିଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଏହାକୁ ବଂଟନ କରିଥିଲେ । ସମ୍ମାନୀତ ଅତିଥିଭାବରେ ଜିଲା…