ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ପାତ୍ରପଡା ଗ୍ରାମର ପଞ୍ଚାନନ ନାଏକ(28)ଙ୍କର ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି I ସୂଚନା ମୁତାବକ ପଞ୍ଚାନନ ବାଇକ ଯୋଗେ ବାମୁର ଅଭିମୁଖେ ଯାଉଥିବା ସମୟରେ ମାନଜର ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା,ଫଳରେ…

ଟୁଲୁ ପମ୍ପ କାଢୁ କାଢୁ କୂଅରେ ପଡିଗଲେ , ଚାଲିଗଲା ପ୍ରାଣ  

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ପଞ୍ଚାୟତ ସାନ୍ ନୂଆଁପଡା ଗ୍ରାମରେ ଜଣେ ବୁଦ୍ଧା ଙ୍କ କୂଅରେ ପଡି ମୃତ୍ୟୁ ଘଟିଛି I  ସୂଚନା ଯୋଗ୍ୟ ଯେ , ସାନ୍ ନୂଆଁପଡା ଗ୍ରାମର ବିଦେଶୀ ଦେହୁରୀ (୬୫) I ଆଜି ଅପରାହ୍ନ ୪.୩୦…

 କାର୍ଯ୍ୟକ୍ଷମ ହେଉନି କପାମଣ୍ଡି, ଦୁଇ କୋଟି ଟଙ୍କା ବର୍ବାଦ ।

ବୀରମହାରାଜପୁର - (ବିନୋଦ ପାଣ୍ଡେ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାରସ୍ଥିତ କପାମଣ୍ଡି କାଯ୍ୟକ୍ଷମ ହେଉନି । ଫଳରେ ଦୁଇ କୋଟି ଟଙ୍କା ପାଣିରେ ପଡିଲା ବୋଲି ଜନସାଧାରଣରେ ଅଭିଯୋଗ ହେଉଛି । ଚଳିତ ବର୍ଷ ବୀରମହାରାଜପୁର କୃଷି ଜିଲ୍ଲାରେ…

କାମରେ ଲାଗୁନି ୨୨ ଲକ୍ଷରେ ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ।

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସଦର ମହକୁମାରେ ଥିବା ସରକାରୀ ବସଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡିରହିଛି । ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ୨୦୦୬ ମସିହା ଡିସେମ୍ବର ୭ ତାରିଖ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ…

ବୈଜୟନ୍ତ କଲେ ସାଇ ମନ୍ଦିର ଉଦ୍ଘାଟନ , ଗାୟତ୍ରୀ ମହାଯଜ୍ଞରେ ସାମିଲ ହେଲେ

ନୂଆପଡ଼ା(ଅମିତ ପୁରୋହିତ): ଭାଜପା ରାଷ୍ଟ୍ରିୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡା ଦିନିକିଆ ନୂଆପଡ଼ା ଗ୍ରସ୍ତରେ ଆସିଥିଲେ । ସଦର ବ୍ଲକ ବଲୋଦା ଛକ ସ୍ଥିତ ସିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା  ଉତ୍ସବ ଓ ଖରିଆରରୋଡ ସ୍ଥିତ ଗାୟତ୍ରୀ ୧୦୮ କୁଣ୍ଡିୟ ମହାଯଜ୍ଞ ସମାରୋହରେ ଯୋଗ ଦେଇଥିଲେ ଶ୍ରୀ ପଣ୍ଡା ।…

ପ୍ରକୃତି ନୈବ ମୁଚ୍ୟତେ, ୟଦି ମୁଚ୍ୟତେ କିଂଚିତ କିଂଚିତ 

ବରଗଡ :-  ବରଗଡ ଜିଲ୍ଲା ପାଇକମାଲ ପୋଲିସ ଆଜି ଅଶୋକ ସିଂ ନାମକ ଜଣେ ଯୁବକକୁ ଚୋରି ଅଭିଯୋଗ ରେ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ସରକାରୀ ଡାକ୍ତରଖାନାର କର୍ମଚାରୀ ମାନେ ଥାନାରେ ଅଭିଯୋଗ କରିଥିଲେ ଯେ ଗତ ରାତିରେ ଡାକ୍ତର ଖାନାର ଇନଭର୍ଟର  ଓ ଅନ୍ୟାନ୍ୟ କିଛି ସାମଗ୍ରୀ ଚୋରି…

ମଦ୍ୟପ ଚାଳକ ଓ ଅନ୍ୟଜଣେ ଗୁରୁତର

ବରଗଡ :- ମଦ୍ୟପାନ କରି ଗାଡି ଚଳାଇବାର ପରିଣାମ ଭୋଗିଛନ୍ତି ଆଜି ଝାରବନ୍ଧ ତୁର୍ଲା ଗ୍ରାମର ଗୋପୀନାଥ ଦାଉ ଓ ଶ୍ୟାମ କୁମାର ମଲ୍ଲିକ । ପ୍ରାପ୍ତ ସୂଚନା ଅନୁସାରେ ଏହି ଦୁଇ ଯୁବକ ପ୍ରଚୁର ମଦ୍ୟପାନ କରି ଏକ ବାଇକ ଯୋଗେ ଯାଉଥିବା ବେଳେ ପାଇକମାଲ ଝାରବନ୍ଧ ରାସ୍ତାର ଚୁହାପଲି ନିକଟରେ ଦୁର୍ଘଟଣା…

ଜିଲ୍ଲାପାଳ ଓ ଏସପି ଙ୍କର ମିଳିତ ଜନଶୁଣାଣୀ

ବରଗଡ :- ଆଜି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ମୁଖ୍ୟାଳୟ ପରିସରରେ ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଓ ଏସପି  ପଦ୍ମିନୀ ସାହୁଙ୍କର ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଜନଶୁଣାଣୀ କାର୍ଯକ୍ରମର ସମୁଦାୟ 78 ଗୋଟି ଆଭିଯୋଗ ଆସିଥିଲା । 48 ଟି ବ୍ୟକ୍ତିଗତ ଓ…

ଖୋଲୁନି ମଣ୍ଡି, ଦଲାଲ ହାତରେ ଚାଷୀ 

 ଉଦାସୀନ ପ୍ରଶାସନ, ଶାଗମାଛ ଦରରେ ବିକ୍ରି ହେଉଛି ଧଳାସୁନା ବୀରମହାରାଜପୁର - (ବିନୋଦ ପାଣ୍ଡେ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି ଜିଲ୍ଲାରେ ବଡଖମାର ଠାରେ କପାମଣ୍ଡି ଖୋଳିବା ପାଇଁ ବାରମ୍ବାର ପ୍ରଶାସନ କରିଆସୁଥିଲେ ମଧ୍ୟ  ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ  ।ଫଳରେ ଏହି…

ଜିଲ୍ଲାସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ ଉଦ୍ ଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।         ଓଡିଶା ବିଦ୍ୟାଳୟ…