Sign in
Sign in
Recover your password.
A password will be e-mailed to you.
ସ୍କୁଲରେ ମୋବାଇଲ ବ୍ୟବହାର କରି ସାହିତ୍ୟ ଶିକ୍ଷକ ନିଲମ୍ବିତ
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ।
ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ମୋବାଇଲ ଫୋନ ରେ ବ୍ୟସ୍ତ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ଖେଳ କୁଦରେ ମାତିଛନ୍ତି ।ଏଭଲି…
ଦୁର୍ଘଟଣାରେ ୨ଜଣ ଆହତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ; ସମ୍ବଲପୁର - କଟକ ୫୫ନଂ ଜାତୀୟ ରାଜପଥ ତଥା ରେଢାଖୋଲ ଥାନା ଅନ୍ତର୍ଗତ ଦଳଖମଣ ନିକଟରେ ବୁଧବାର ଅପରାହ୍ନରେ ଦୁଇ ବାଇକ ମୁହାଁ ମୁହିଁ ହୋଇଛି I ଫଳରେ ଉଭୟ ବାଇକ ଆରୋହି ଆହତ ହୋଇଛନ୍ତି I ଆହତ ମାନେ ହେଲେ ରେଢାଖୋଲ ଥାନା…
ବିପଦ ସଂକୁଳ ବିଦ୍ୟୁତ ଟ୍ରାନ୍ସଫର୍ମର: ବିଦ୍ୟୁତ ବିଭାଗର ଅବହେଳା
କଣ ମଣିଷ ମଲାପରେ ଚେତିବ !!!
ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ଗ୍ରାମର ମୁଖ୍ୟ ରାସ୍ତା କଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି। ବୀରମହାରାଜପୁର ଠାରୁ ସୁବଳୟା ମୁଖ୍ଯ ରାସ୍ତା କଡର ଜଟେସିଂହା ଠାରେ …
ସ୍ୱୟଂ ସମ୍ପୂର୍ଣ୍ଣ ପୁର୍ଣ୍ଣାଙ୍ଗ ସମାଜ ଗଠନ ଆମର ଲକ୍ଷ୍ୟ : ଅରୁଣ
ଓଡ଼ଗାଁରେ ଅନୁଷ୍ଠିତ ହେଲା ମାରାଥନ୍
ନବନିର୍ମିତ ଆଦର୍ଶ ବିଦ୍ୟାଳୟର ଗୃହ ଲୋକାର୍ପିତ
ଅଂଚଳର ବିକାଶ ନେଇ ବରିଷ୍ଠ ନାଗରିକ ମାନଙ୍କ ସହ ଅରୁଣଙ୍କ ଆଲୋଚନା
୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉଦ୍ୟାନ ଭବନ ଉଦ୍ଘାଟିତ
ଓଡ଼ଗାଁ,(Srikanta Mishra):…
ମହିଳା ଓ ଶିଶୁ ବିକାଶ ଏବଂ ରାଷ୍ଟ୍ରୀୟ ବାଲ ଓ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ବୈଠକ
ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ସୁରକ୍ଷା" ର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ମହିଳା ଓ ଶିଶୁ ବିକାଶ ଏବଂ ରାଷ୍ଟ୍ରୀୟ ବାଳ ଓ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଏକାଭିମୁଖୀ ହେବା ସମ୍ପର୍କିତ…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜେଜେବାପା ଜେଜେମାଆ ଓ ଅଜା ଆଈ ସମ୍ମିଳନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜେଜେବାପା ଜେଜେମାଆ ଓ ଅଜା ଆଈ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ମାର୍ଗଦର୍ଶକ ଦେବୀ ମଠର ମହନ୍ତ ପୂଜ୍ୟ ଶ୍ରୀ ରାମାନନ୍ଦ ଦାସ ଜୀ ଉପସ୍ଥିତ ରହି ଘର ମୁଖ୍ୟ…
ସଟର ତାଡି ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି
ପାଇକମାଲ :- ଗତ ରାତ୍ରି ରେ ପାଇକମାଲ ମୁଖ୍ୟ ଛକରେ ଥିବା ପ୍ରତୀକ ମୋବାଇଲ ରୁ ଚୋର ମାନେ ଦୋକାନର ଶଟର ତାଡି ଦୋକାନରେ କଳା କନା ବୁଲେଇ ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତ ଦୁଇ ଦିନି ତଳେ ଦୋକାନ ମାଲିକ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ନୂଆ ମୋବାଇଲ ଆଣିଥିଲେ ।ଚୋର ମାନେ ଦୋକାନରୁ ସବୁ…
ବରଗଡ଼ ରାଜନୀତିରେ ଭୂଚଳ : ବିଜେପି ହାତରୁ ଜିଲ୍ଲା ପରିଷଦ ଯିବା ଥୟ
୬ କି ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଛାଡିଛନ୍ତି ବିଜେପିକୁ ଜଣାନାହିଁ ,
ରାଜ୍ୟ ସଭାପତି ୬ ଜଣଙ୍କୁ ଜାରି କରିଥିଲେ କାରଣ ଦର୍ଶାଅ ନୋଟିସ
ହେଲେ କାରଣ ଦର୍ଶାଅର ନୋଟିସର ଉତ୍ତର ଦେଲେ ବିଜେପି ଛାଡିଥିବା ୯ ଜିଲ୍ଲା ପରିଷଦ ସଭ୍ୟ
ଆଉ ୬ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିବା ପାଇଁ…
ବ୍ଲକସ୍ତରୀୟ ବିଜ୍ଞାନ ମେଳା
ପାଇକମାଲ :- ଆଜି ପାଇକମାଲ ବ୍ଲକର ସାପଲହର ଗ୍ରାମର ଗାୟତ୍ରୀ ହାଇସ୍କୁଲ ଠାରେ ପାଇକମାଲ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ର ଆୟୋଜନ ହେଉଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଏହି ମେଳକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଉତ୍ତମ ପାଠ ପଢା ସହିତ ଖେଳ ଓ…
ଉଦୟନାଥ ଫର୍ଣିଚର୍ସର ମାସିକ ଯୋଜନାର ଦ୍ବିତୀୟ ଉପହାର ବିଜେତା
ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ସହରର ଭରସାଯୋଗ୍ୟ ଆସବାବପତ୍ର ବିକ୍ରୟ ପ୍ରତିଷ୍ଠାନ କପସିଲ ରୋଡସ୍ଥିତ ଉଦୟନାଥ ଫର୍ଣିଚର୍ସ ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ଦ୍ଵିତୀୟ ଲକି ଡ୍ର ଉଠାଣ ହୋଇଯାଇଛି । ଦ୍ବିତୀୟ ଉପହାର ବିଜେତା ହୋଇଛନ୍ତି ପଦ୍ମପୁର ଶାନ୍ତି ନଗର ର ଲିପ୍ସା ମିଶ୍ର…